ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟରୁ ମିଳିଲାନି ଆଶ୍ଵସ୍ତି: ଏପ୍ରିଲ ୨୯ରେ ପରବର୍ତ୍ତୀ ଶୁଣାଣି
ଓଡ଼ିଶାଲାଇଭ୍ ବ୍ୟୁରୋ
ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସୋମବାର ସୁପ୍ରିମକୋର୍ଟରୁ ମିଳିଲାନି ଆଶ୍ଵସ୍ତି। ଏହି ମାମଲାରେ ନିଜ ଗିରଫଦାରୀକୁ ଚ୍ୟାଲେଞ୍ଜ କରି ସେ କରିଥିବା ଆବେଦନ ଉପରେ...
ନିର୍ବାଚନ ପ୍ରଚାର ବେଳେ ପଥର ମାଡ଼: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଆହତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବିଶାଖାପାଟଣାରୁ ଯଶୋବନ୍ତ ପାଢ଼ୀ): ବିଜୟୱାଡ଼ାଠାରେ ନିର୍ବାଚନ ପ୍ରଚାର ପାଇଁ ଯାଇଥିବାବେଳେ ଦୁର୍ବୃତ୍ତଙ୍କ ପଥର ମାଡ଼ରେ ଆହତ ହୋଇଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ। ଜଗନମୋହନ ରେଡ୍ଡୀଙ୍କ ଡାହାଣ ଆଖି ନିକଟରେ ଆଘାତ...
ମଧ୍ୟପ୍ରାଚ୍ୟରେ ଘନଉଛି ଆଉ ଏକ ଯୁଦ୍ଧ: ମୁହାଁମୁହିଁ ସ୍ଥିତିରେ ଇରାନ୍ ଓ ଇସ୍ରାଏଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ମଧ୍ୟପ୍ରାଚ୍ୟରେ ଘନଉଛି ଆଉ ଏକ ଯୁଦ୍ଧ। ମୁହାଁମୁହିଁ ସ୍ଥିତିରେ ଠିଆ ହୋଇଛନ୍ତି ଇସ୍ରାଏଲ ଓ ଇରାନ୍। କୌଣସି ବି ସମୟରେ ଇସ୍ରାଏଲ ଉପରେ ଇରାନ୍ ସିଧାସଳଖ ଆକ୍ରମଣ କରିବାର ସମ୍ଭାବନା ରହିଛି।...
ଆସିଲା ବିଜେଡିର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା: ବାଲେଶ୍ଵର ଲୋକସଭା ଆସନରୁ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ଟିକେଟ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଚଳିତବର୍ଷର ସାଧାରଣ ନିର୍ବାଚନ ପାଇଁ ନିଜର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି। ଏଥିରେ ଦଳ ପକ୍ଷରୁ ରାଜ୍ୟର ଗୋଟିଏ ଲୋକସଭା ଓ ୯ଟି ବିଧାନସଭା ଆସନ ପାଇଁ...
କ୍ରିଟିକାଲ୍ ମିନେରାଲ କ୍ଷେତ୍ରରେ ଜ୍ଞାନ ଏବଂ ବୈଷୟିକ ସହଯୋଗ ପାଇଁ କାବିଲ୍ ଓ ଆଇଏମଏମଟି ମଧ୍ୟରେ ବୁଝାମଣା ପତ୍ର...
ଓଡ଼ିଶାଲାଇଭ୍ ବ୍ୟୁରୋ
କ୍ରିଟିକାଲ୍ ମିନେରାଲ କ୍ଷେତ୍ରରେ ଜ୍ଞାନ ଏବଂ ବୈଷୟିକ ସହଯୋଗ ନିମନ୍ତେ ଖଣିଜ ବିଦେଶ ଇଣ୍ଡିଆ ଲିମିଟେଡ୍(କାବିଲ୍) ଓ ସିଏସଆଇଆର–ଆଇଏମଏମଟି ମଧ୍ୟରେ ବୁଝାମଣା ପତ୍ର ସ୍ଵାକ୍ଷର ହୋଇଛି। ବୁଧବାର ଭୁବନେଶ୍ୱରସ୍ଥିତ ନାଲକୋ କର୍ପୋରେଟ...
ଆନ୍ଧ୍ରପ୍ରଦେଶ ନେତାଙ୍କ ଅଜବ ପ୍ରତିଶ୍ରୁତି – “କ୍ଷମତାକୁ ଆସିଲେ କମ୍ ଟଙ୍କାରେ ମିଳିବ ଭଲ ମଦ”
ଓଡ଼ିଶାଲାଇଭ୍ ବ୍ୟୁରୋ
(ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): ଆଗାମୀ ନିର୍ବାଚନ ପାଇଁ ସରଗରମ ହେଲାଣି ଆନ୍ଧ୍ରପ୍ରଦେଶର ରାଜନୀତି। ନିର୍ବାଚନ ବାଜି ହାତେଇବାକୁ ପ୍ରଚାର ମଇଦାନକୁ ଓହ୍ଲାଇ ମାଳମାଳ ଲୋଭନୀୟ ପ୍ରତିଶ୍ରୁତି ଦେଉଛନ୍ତି ବିଭିନ୍ନ ଦଳର...
ପ୍ୟାରିସ ଅଲିମ୍ପିକ୍ସ: ପ୍ରଥମଥର ପାଇଁ ଆଥଲେଟିକ୍ସରେ ସ୍ଵର୍ଣ୍ଣ ପଦକ ବିଜେତାଙ୍କୁ ମିଳିବ ଆର୍ଥିକ ପୁରସ୍କାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଚଳିତବର୍ଷ ପ୍ୟାରିସରେ ଅନୁଷ୍ଠିତ ହେବାକୁ ଯାଉଛି ଅଲିମ୍ପିକ୍ସ ପ୍ରତିଯୋଗିତା। ପ୍ରଥମଥର ପାଇଁ ଏହି ପ୍ରତିଯୋତାର ଆଥଲେଟିକ୍ସ ଖେଳରେ ସ୍ଵର୍ଣ୍ଣ ପଦକ ବିଜେତାଙ୍କୁ ମିଳିବ ଆର୍ଥିକ ପୁରସ୍କାର। ଆଥଲେଟିକ୍ସରେ ସ୍ଵର୍ଣ୍ଣ ପଦକ ବିଜେତାଙ୍କୁ...
ଭୁବନେଶ୍ୱରରେ ଗ୍ରୀନ୍ ଓଡ଼ିଶା କନକ୍ଲେଭ୍: ପରିବେଶ ସୁରକ୍ଷା ପାଇଁ ସବୁଜ ଭିତ୍ତିଭୂମିର ନିର୍ମାଣ ଉପରେ ମାନସମନ୍ଥନ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଭୁବନେଶ୍ୱରରୁ କ୍ୟାମେରାମ୍ୟାନ୍ କୁମାର କୃଷ୍ଣ ଦାସଙ୍କ ସହ ଅଭିଷେକ ରାୟ): ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶ ଅବକ୍ଷୟର ମୁକାବିଲା ଏବେ ସାରା ବିଶ୍ଵରେ ଏକ ଆହ୍ଵାନ ସୃଷ୍ଟି କରିଛି। ମନୁଷ୍ୟ ସମାଜର...
ଅବକାରୀ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ବୈଧ – ଦିଲ୍ଲୀ ହାଇକୋର୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଅଦାଲତରୁ ଲାଗିଛି ଝଟକା। ନିଜ ଗିରଫଦାରୀକୁ ଚ୍ୟାଲେଞ୍ଜ କରି ସେ କରିଥିବା ଆବେଦନକୁ ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟ ଖାରଜ...
ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କୁ ମିଳିବ ‘ଜେଡ୍’ କାଟାଗୋରି ସୁରକ୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତର ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କୁ ମିଳିବ ‘ଜେଡ୍’ କାଟାଗୋରି ସୁରକ୍ଷା। ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ତାଙ୍କର ସୁରକ୍ଷା ବୃଦ୍ଧି କରାଯାଇଛି। ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ...





















