ପତି, ପତ୍ନୀ ଓ ସେ – ବିଚାରପତି କ’ଣ କହିଲେ ପଢ଼ନ୍ତୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ପରକୀୟା ବା ବ୍ୟଭିଚାରକୁ ଅପରାଧ ଶ୍ରେଣୀରୁ ବାହାର କରିବାକୁ ଯାଇ ସୁପ୍ରିମକୋର୍ଟ ଭାରତୀୟ ପିଙ୍ଗଳ କୋଡ୍ର ଧାରା ୪୯୭କୁ ହଟାଇ ଦେଇଛନ୍ତି। ଏହାକୁ ଏକ 'ପୁରାତନ' ଚିନ୍ତାଧାରା ଓ ଅସାମ୍ବିଧାନିକ କହିଛନ୍ତି...
ସୁପ୍ରିମକୋର୍ଟଙ୍କ ରାୟ, ପରକୀୟା ପ୍ରୀତି ଅପରାଧ ନୁହେଁ
ଓଡ଼ିଶାଲାଇଭ୍ ବ୍ୟୁରୋ
ପରକୀୟା ପ୍ରୀତି ଅପରାଧ ନୁହେଁ ବୋଲି ଗୁରୁବାର ରାୟ ଶୁଣାଇଲେ ସୁପ୍ରିମକୋର୍ଟ।
ସୁପ୍ରିମକୋର୍ଟ ଗୁରୁବାର ଆଉ ଏକ ଐତିହାସିକ ରାୟ ଶୁଣାଇଛନ୍ତି। ବର୍ତ୍ତମାନ ଦାମ୍ପତ୍ୟ ଜୀବନରେ ବ୍ୟଭିଚାର ଏକ ଅପରାଧ ନୁହେଁ। କିନ୍ତୁ...
ଡିସେମ୍ବରରେ ବିବାହ କରିବେ ସାଇନା – କାଶ୍ୟପ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ବ୍ୟାଡ୍ମିଣ୍ଟନ ଜଗତର ଦୁଇ ଷ୍ଟାର ସାଇନା ଏବଂ କାଶ୍ୟପ ଡିସେମ୍ବର ୧୬ ତାରିଖରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି।
ଭାରତୀୟ ବ୍ୟାଡ୍ମିଣ୍ଟନ ଜଗତର ଦୁଇ ଖେଳାଳି ସାଇନା ଏବଂ କାଶ୍ୟପଙ୍କ...
ଏଣିକି ଗୁରୁତ୍ୱପୂର୍ଣ୍ଣ ଅଦାଲତ କାର୍ଯ୍ୟର ହେବ ସିଧାପ୍ରସାରଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁପ୍ରିମକୋର୍ଟ ବୁଧବାର ଦିନ ଆଉ ଏକ ଐତିହାସିକ ରାୟ ଶୁଣାଇଛନ୍ତି। ଗୁରୁତ୍ୱପୂର୍ଣ୍ଣ ଅଦାଲତ କାର୍ଯ୍ୟର ସିଧାପ୍ରସାରଣ ଏବଂ ଭିଡିଓ ରେକର୍ଡିଂ କରିବାକୁ ସୁପ୍ରିମକୋର୍ଟ ମଞ୍ଜୁରୀ ଦେଇଛନ୍ତି।
ସୁପ୍ରିମକୋର୍ଟର ବରିଷ୍ଠ ସକିଲ ଇନ୍ଦିରା ଜୟସିଂହ...
ଆମ୍ ଆଦମୀଙ୍କୁ ଝଟକା: ମହଙ୍ଗା ହେଲା ଟିଭି-ଫ୍ରିଜ-ୱାସିଂ ମେସିନ
ଓଡ଼ିଶାଲାଇଭ୍ ବ୍ୟୁରୋ
୧୯ଟି ସାମଗ୍ରୀ ଉପରେ ସୀମା ଶୁଳ୍କ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଆଜି ରାତି ୧୨ଟାରୁ ଏହା ଲାଗୁ ହେବ।
ଆସୁଛି ପାର୍ବଣର ଋତୁ। ଏହି ସିଜିନରେ ଲୋକେ ଘରୋଇ ଉପକରଣ କିଣିଥାନ୍ତି।...
ଜାଣନ୍ତୁ କେଉଁଠି ଜରୁରୀ ନୁହେଁ ଆଧାର ଲିଙ୍କ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଧାର କାର୍ଡ ଲିଙ୍କକୁ ନେଇ ସାରା ଦେଶରେ ଦୀର୍ଘ ବର୍ଷ ହେଲା ଚର୍ଚ୍ଚା ହୋଇ ଆସୁଛି। ହେଲେ କୌଣସି ସମାଧାନର ବାଟ ବାହାରିପାରୁ ନଥିଲା। କେଉଁଠି ଆଧାର କାର୍ଡ ଲିଙ୍କ କରିବା...
ନବୀନଙ୍କୁ ଭେଟିଲେ କମଳ ହାସନ – କହିଲେ, “ନବୀନ ଜଣେ ଭଲ ନେତା”
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଭିନେତାରୁ ରାଜନେତା ହୋଇଥିବା କମଳ ହାସନ ଆଜି ଚେନ୍ନାଇରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ଚେନ୍ନାଇରେ ଭେଟିଛନ୍ତି ଅଭିନେତାରୁ ରାଜନେତା ବନିଥିବା କମଳ ହାସନ। ନବୀନଙ୍କ ସହ...
ଚେନ୍ନାଇରେ ଇନଭେଷ୍ଟର୍ସ ମିଟ୍ – ଓଡ଼ିଶାରେ ପୁଞ୍ଜି ନିବେଶ କରିବାକୁ ଆହ୍ୱାନ କଲେ ନବୀନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚେନ୍ନାଇ ଇନଭେଷ୍ଟର୍ସ ମିଟ୍ରେ ଶିଳ୍ପପତିଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ମୁମ୍ବାଇ ଏବଂ ଦିଲ୍ଲୀ ପରେ ଆଜି ଚେନ୍ନାଇରେ ଅନୁଷ୍ଠିତ ହୋଇଛି ଇନଭେଷ୍ଟର୍ସ ମିଟ୍। ଏହି ଇନଭେଷ୍ଟର୍ସ ମିଟ୍ରେ ମୁଖ୍ୟମନ୍ତ୍ରୀ...
୮୬ ବର୍ଷରେ ପାଦ ଥାପିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କର ଜନ୍ମଦିନ।
ବୁଧବାର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ୮୬ ବର୍ଷ ବୟସରେ ପଦାର୍ପଣ କରିଛନ୍ତି।
ଏହି ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ଅଧ୍ୟକ୍ଷ ରାହୁଲ...
ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ଜରୁରୀ ନୁହେଁ ମୋବାଇଲ ଓ ବ୍ୟାଙ୍କ ଖାତାରେ ଆଧାର ଲିଙ୍କ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଧାରକୁ ନେଇ ସୁପ୍ରିମକୋର୍ଟ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଏବେ ମୋବାଇଲ ଓ ବ୍ୟାଙ୍କ୍ ଖାତାରେ ଆଧାର ସଂଯୋଗ ଜରୁରୀ ନୁହେଁ।
ବୁଧବାର ଆଧାର ବୈଧତାକୁ ନେଇ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ...





















