National

ପାଞ୍ଚଜଣ ପ୍ରେମିକାଙ୍କ ପାଇଁ ଚୋରି କରୁଥିଲେ ୬୩ ବର୍ଷର ପ୍ରେମିକ

ଓଡ଼ିଶାଲାଇଭ୍‍ ବ୍ୟୁରୋ ଜଣେ କି ଦୁଇଜଣ ନୁହେଁ, ପାଞ୍ଚଜଣ ପ୍ରେମିକାଙ୍କ ବିଳାସପୂର୍ଣ୍ଣ ଜୀବନ ପାଇଁ ଚୋର ପେସାକୁ ଆପଣେଇ ନେଇଥିଲେ ଦିଲ୍ଲୀର ମଙ୍ଗଲଦୋଇ ନିବାସୀ ବନ୍ଧୁ ସିଂହ। କୁହାଯାଏ, ପ୍ରେମ ଆଉ ଯୁଦ୍ଧରେ ସବୁକିଛି ଠିକ୍‌,...

ଦେଶରେ ପ୍ରଥମ ଥର ପାଇଁ ଇଣ୍ଟରନ୍ୟାସନାଲ ବ୍ଳକ୍‌ଚେନ୍‌ କଂଗ୍ରେସ

ଓଡ଼ିଶାଲାଇଭ୍‍ ବ୍ୟୁରୋ ଭାରତରେ ପ୍ରଥମ ଥର ପାଇଁ ଆୟୋଜିତ ହେଉଛି ଇଣ୍ଟରନ୍ୟାସନାଲ ବ୍ଲକ୍‌ଚେନ୍‌ କଂଗ୍ରେସ। ସରକାରୀ ସେବାରେ ସ୍ୱଚ୍ଛତା ଏବଂ ସଂସ୍ଥାର କାର୍ଯ୍ୟଦକ୍ଷତା ବଢ଼ାଇବ ବ୍ଲକ୍‌ଚେନ୍‌ ଟେକ୍ନୋଲୋଜି। ଭାରତରେ ପ୍ରଥମ ଥର ପାଇଁ ଆୟୋଜିତ ହେଉଛି...

ପ୍ରେମ ବିବାହ ପଡ଼ିଲା ମହଙ୍ଗା – ନବଦମ୍ପତ୍ତିଙ୍କୁ ଛେଚିଲେ, ପରିସ୍ରା ପିଆଇଲେ ଘର ଲୋକେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମଧ୍ୟପ୍ରଦେଶର ଘଟଣା। ଘରର ବାରଣ ନ ମାନି ପ୍ରେମ ବିବାହ କରିଥିବା ନବଦମ୍ପତିଙ୍କୁ ନିଜ ଘର ଲୋକେ ଛେଚିବା ସହ ପିଆଇଲେ ପରିସ୍ରା। ପ୍ରେମ ବିବାହ କରିବା ପଡ଼ିଲା ମହଙ୍ଗା। ଘର ଲୋକଙ୍କ...

ଦେଶରେ ୪ ପିସିପିଆଇଆର ପ୍ରତିଷ୍ଠା ପାଇଁ ନିବେଶ ହୋଇଛି ୧, ୮୨, ୭୭୨ କୋଟି ଟଙ୍କା

ଓଡ଼ିଶାଲାଇଭ୍‌ ବ୍ୟୁରୋ ପାରାଦୀପ ସମେତ ଦେଶରେ ୪ଟି ପେଟ୍ରୋଲିୟମ, ରସାୟନ ଓ ପେଟ୍ରୋରସାୟନ ପୁଞ୍ଜି ନିବେଶ ଅଞ୍ଚଳ (ପିସିପିଆଇଆର) ପ୍ରତିଷ୍ଠା କରାଯାଉଛି। ଏଥିରେ ପ୍ରାରମ୍ଭିକ ପର୍ଯ୍ୟାୟରେ ୧, ୮୨, ୭୭୨ କୋଟି ଟଙ୍କାର ପୁଞ୍ଜି...

ପିଆଇବି ପ୍ରମୁଖ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଲେ ସୀତାଂଶୁ ରଞ୍ଜନ କର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତ ସରକାରଙ୍କ ପତ୍ର ସୂଚନା ନିର୍ଦ୍ଦେଶାଳୟ (ପିଆଇବି)ର ପ୍ରମୁଖ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ସୀତାଂଶୁ ରଞ୍ଜନ କର। ସେ ଗତ ୩୦ ତାରିଖ ସୋମବାର ଦିନ କାର୍ଯ୍ୟ ଆରମ୍ଭ...

ପାକିସ୍ତାନରେ ନୂଆ ସରକାର – ଇମ୍ରାନ ଖାନ୍‌ଙ୍କ ଶପଥ ଗ୍ରହଣ ଉତ୍ସବକୁ ଯିବେ କି ମୋଦି?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅଗଷ୍ଟ ୧୧ ରେ ପାକିସ୍ତାନରେ ଗଠନ ହେବ ନୂଆ ସରକାର। ଦାୟିତ୍ୱ ନେବେ ନୂଆ ପ୍ରଧାନମନ୍ତ୍ରୀ। କ୍ରିକେଟରରୁ ରାଜନେତା ପାଲଟିଥିବା ଇମ୍ରାନ୍ ଖାନ୍ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ...

ଅନୁପ୍ରବେଶକାରୀଙ୍କୁ ନେଇ ରାଜନୀତି କରୁଛି କଂଗ୍ରେସ – ଅମିତ ଶାହ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆସାମ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଥିବା ଏନ୍‌ଆର୍‌ସି ରିପୋର୍ଟକୁ ନେଇ ଆଜି ମୁହଁ ଖୋଲିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ନୂଆଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରି ଶାହ ବିରୋଧୀ କଂଗ୍ରେସକୁ...

ଲୋକଙ୍କୁ ଠକିଲେ ଚିଡ଼ିଆଖାନା କର୍ତ୍ତୃପକ୍ଷ – ଗଧ ଦେହରେ ରଙ୍ଗ ବୋଳି ଦେଖାଉଥିଲେ ଜେବ୍ରା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲୋକଙ୍କୁ ବୋକା ବନଉଥିଲେ ଇଜିପ୍ଟ କାଇରୋରେ ଥିବା ଚିଡ଼ିଆଖାନା କର୍ତ୍ତୃପକ୍ଷ। ଗଧ ଦେହରେ ରଙ୍ଗ ବୋଳି କହୁଥିଲେ ଜେବ୍ରା ଦେଖ। ବାଘ ନଦେଖିଲେ ବିଲେଇ ଦେଖ। ଏହି ଉକ୍ତି କେବଳ ବାଘ ଓ...

ଓଡ଼ିଶାର ଚାଷୀଙ୍କୁ ଫସଲ ବୀମା – କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଭେଟିଲେ ଜୁଏଲ, ଧର୍ମେନ୍ଦ୍ର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶାର ଚାଷୀଙ୍କୁ ଫସଲ ବୀମା ରାଶି ପ୍ରଦାନ କରିବା ପାଇଁ ଆଜି ଏକାଠି ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଏଲ ଓରାମ। କେନ୍ଦ୍ର ଅର୍ଥମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଭେଟି ପ୍ରଧାନମମନ୍ତ୍ରୀ...

‘ଇଣ୍ଡିଆନ୍ ରେଲୱେ କ୍ୟାଟରିଙ୍ଗ୍ ଆଣ୍ଡ୍ ଟୁରିଜମ୍ କର୍ପୋରେସନ୍’ ଦୁର୍ନୀତିରେ ଲାଲୁଙ୍କ ପରିବାରକୁ ସମନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତୀୟ ରେଳବାଇରେ ଖାଦ୍ୟ ବ୍ୟବସ୍ଥା ଓ ପର୍ଯ୍ୟଟନ ନିଗମ(ଆଇଆରସିଟିସି) ଦୁର୍ନୀତି ଘଟଣାରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସମେତ ତାଙ୍କ ପତ୍ନୀ ରାବିଡ଼ି ଦେବୀ ଓ ପୁତ୍ର ତେଜସ୍ୱୀଙ୍କୁ ଦିଲ୍ଲୀ...