National

ପୁରୀରେ ଖୋଲିଲା ଓୟୋର ପ୍ରଥମ ‘ହୋମ୍ ଷ୍ଟେ’, ଦକ୍ଷ ମାନବ ସମ୍ବଳ ଯୋଗାଇଦେବ ଓଏସଡିଏ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣ (ଓଏସଡିଏ) ସହଯୋଗିତାରେ ଓୟୋ ରୁମ୍ସ (ଓୱାଇଓ) ପକ୍ଷରୁ ରାଜ୍ୟରେ ପ୍ରଥମ ‘ହୋମ୍ ଷ୍ଟେ’ ହୋଟେଲ ସେବା ଆରମ୍ଭ ହୋଇଛି। ଐତିହ୍ୟ ସହର ପୁରୀରେ ଏହି ସେବାକୁ...

ରାଜ୍ୟସ୍ତରୀୟ ‘ଓଡ଼ିଶା ସ୍କିଲ୍ସ’ ପ୍ରତିଯୋଗିତା ଆରମ୍ଭ: ୮ଟି ସ୍ଥାନରେ ୪୫ଟି ଦକ୍ଷତାରେ ଛାତ୍ରଛାତ୍ରୀଙ୍କ ଅନନ୍ୟ ପ୍ରଦର୍ଶନ

ଓଡ଼ିଶାଲାଇଭ୍ ବ୍ୟୁରୋ • ବିଶ୍ୱ ଦକ୍ଷତା କେନ୍ଦ୍ର ସହିତ ୮ଟି ସ୍ଥାନରେ ପ୍ରତିଯୋଗିତା• ପ୍ରାରମ୍ଭିକ ପର୍ଯ୍ୟାୟରେ ଭାଗନେଲେ ୭୦୦ରୁ ଅଧିକ ପ୍ରତିଯୋଗୀ• ୧୪ ତାରିଖରେ ହେବ ଚୂଡ଼ାନ୍ତ ପର୍ଯ୍ୟାୟ ରାଜ୍ୟ ସରକାରଙ୍କ ‘ସ୍କିଲ୍ଡ ଇନ୍ ଓଡ଼ିଶା’...

ଲାଗୁ ହେଲା ନାଗରିକତା ସଂଶୋଧନ ଆଇନ: ୩ ପଡ଼ୋଶୀ ଦେଶର ଶରଣାର୍ଥୀଙ୍କୁ ମିଳିବ ଭାରତର ନାଗରିକତା

ଓଡ଼ିଶାଲାଇଭ୍ ବ୍ୟୁରୋ ଦୀର୍ଘ ୫ ବର୍ଷ ପରେ ଭାରତରେ ଲାଗୁ ହେଲା ନାଗରିକତା ସଂଶୋଧନ ଆଇନ (ସିଏଏ)। ଏ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଏହି ଆଇନ ଅନୁଯାୟୀ ପଡ଼ୋଶୀ...

ଏସବିଆଇକୁ ସୁପ୍ରିମକୋର୍ଟଙ୍କ ଝଟକା, ଆସନ୍ତାକାଲି ସୁଦ୍ଧା ନିର୍ବାଚନୀ ବଣ୍ଡର ସବୁ ତଥ୍ୟ ଦେବାକୁ ନିର୍ଦ୍ଦେଶ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତରେ ରାଜନୈତିକ ଦଳଙ୍କ ପାଇଁ ହୋଇଥିବା ନିର୍ବାଚନୀ ବଣ୍ଡ ମାମଲାରେ ସୋମବାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ଏଥିରେ ସୁପ୍ରିମକୋର୍ଟ ଭାରତୀୟ ଷ୍ଟେଟ ବ୍ୟାଙ୍କକୁ (ଏସବିଆଇ) ବଡ଼ ଝଟକା ଦେଇଛନ୍ତି। ଏସବିଆଇକୁ ମଙ୍ଗଳବାର...

୯୬ତମ ଓସ୍କାର ଆୱାର୍ଡ: ଶ୍ରେଷ୍ଠ ଚଳଚ୍ଚିତ୍ର ସହ ୭ଟି ବର୍ଗରେ ପୁରସ୍କୃତ ହେଲା ହଲିଉଡ୍ ଫିଲ୍ମ ‘ଓପେନହାଇମର’

ଓଡ଼ିଶାଲାଇଭ୍ ବ୍ୟୁରୋ ଆମେରିକାରେ ୯୬ତମ ଓସ୍କାର ଆୱାର୍ଡ ସମାରୋହ ଅନୁଷ୍ଠିତ ହୋଇଛି। ଏଥିରେ ହଲିଉଡ୍ ଫିଲ୍ମ ‘ଓପେନହାଇମର’କୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ମିଳିଛି। ଏହାସହ ଉକ୍ତ ଫିଲ୍ମର ଅଭିନେତା ସିଲିଆନ୍ ମରଫି ଶ୍ରେଷ୍ଠ ଅଭିନେତା ପୁରସ୍କାର...

ସିଏପିଏଫ ଓ ଦିଲ୍ଲୀ ପୋଲିସରେ ୪୧୮୭ ସବ ଇନ୍ସପେକ୍ଟର ପଦବୀ ପାଇଁ ନିଯୁକ୍ତି ସୁଯୋଗ, ମାର୍ଚ୍ଚ ୨୮ ଆବେଦନର...

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ ସରକାରଙ୍କ ଗୃହ ବିଭାଗ ଅଧିନସ୍ଥ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳ (ସିଏପିଏଫ) ଏବଂ ଦିଲ୍ଲୀ ପୋଲିସରେ ଅନେକ ‘ସବ ଇନ୍ସପେକ୍ଟର’ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଦିଲ୍ଲୀ...

ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟରେ ଟିମ୍ ଇଣ୍ଡିଆର ଦମଦାର ବିଜୟ, ୪-୧ରେ ସିରିଜ୍ ହାତେଇଲା ଭାରତ

ଓଡ଼ିଶାଲାଇଭ୍ ବ୍ୟୁରୋ ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟରେ ଶନିବାର ଦମଦାର ବିଜୟ ଲାଭ କରିଛି ଟିମ୍ ଇଣ୍ଡିଆ। ହିମାଚଳ ପ୍ରଦେଶର ଧର୍ମଶାଳାରେ ଖେଳାଯାଇଥିବା ଏହି ମ୍ୟାଚକୁ ଗୋଟିଏ ଇନିଂସ ଓ ୬୪ ରନରେ ଜିତିଛି...

ଆଜି ବିଜେଡି ଓ ବିଜେପିର ଦଳୀୟ ବୈଠକ, ସାଧାରଣ ନିର୍ବାଚନ ପୂର୍ବରୁ ମେଣ୍ଟ ନେଇ ବଢ଼ିଲା ଚର୍ଚ୍ଚା

ଓଡ଼ିଶାଲାଇଭ୍ ବ୍ୟୁରୋ ଆଗାମୀ ସାଧାରଣ ନିର୍ବାଚନକୁ ଆଉ ଅଳ୍ପ ଦିନ ରହିଥିବାବେଳେ ରାଜ୍ୟ ରାଜନୀତି ସରଗରମ ହୋଇଛି। ବୁଧବାର ଭୁବନେଶ୍ଵରରେ ବିଜେଡିର ଓ ନୂଆଦିଲ୍ଲୀରେ ବିଜେପିର ଦଳୀୟ ବୈଠକ ରାଜନୈତିକ ଜନମାନସରେ ଉଷ୍ମତା ଭରିଛି।...

କୋଲକାତାରେ ଲୋକାର୍ପିତ ହେଲା ଦେଶର ପ୍ରଥମ ଅଣ୍ଡରୱାଟର ମେଟ୍ରୋ

ଓଡ଼ିଶାଲାଇଭ୍ ବ୍ୟୁରୋ କୋଲକାତାରେ ପ୍ରଥମଥର ପାଇଁ ପାଣି ତଳେ ଚାଲିଲା ମେଟ୍ରୋ ଟ୍ରେନ। ବୁଧବାର ଏଠାରେ ଦେଶର ପ୍ରଥମ ଅଣ୍ଡରୱାଟର ମେଟ୍ରୋ ଲାଇନର ଲୋକାର୍ପଣ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହାୱଡା ଷ୍ଟେସନରେ ସବୁଜ...

ବଧିରତା ଦୂର କରିବା ପାଇଁ କାନର ଯତ୍ନ ନେବେ କିପରି ?

ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ କାନ ମଣିଷ ଶରୀରର ଏକ ପ୍ରମୁଖ ଅଙ୍ଗ। ଏହାଦ୍ୱାରା ବିଭିନ୍ନ ଶବ୍ଦ ଏବଂ କମ୍ପନକୁ ଅନୁଭବ କରୁଥିବା ସକ୍ଷମତାକୁ ଶ୍ରବଣ ଶକ୍ତି କୁହାଯାଏ। ତେବେ ବଧିରତା ହେଉଛି ସମ୍ପୂର୍ଣ୍ଣ ଭାବେ...