ଆଜିର ବଡ଼ ଖବର (୧୩ ଏପ୍ରିଲ୍, ୨୦୧୮)
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍ତରପ୍ରଦେଶ ଉନ୍ନାଓ ଦୁଷ୍କର୍ମ: ବନ୍ଧା ହେଲେ ବିଧାୟକ କୁଲଦୀପ ସିଂ ସେଙ୍ଗର୍
ଶେଷରେ ବନ୍ଧା ହେଲେ ବିଜେପି ବିଧାୟକ କୁଲଦୀପ ସେଙ୍ଗର୍। ଉତ୍ତରପ୍ରଦେଶ ଉନ୍ନାଓ ବଳାତ୍କାର ମାମଲାରେ ସିବିଆଇ ତାଙ୍କୁ ଗିରଫ କରିଛି।...
ଉତ୍ତରପ୍ରଦେଶ-କାଶ୍ମୀରରେ ଦୁଷ୍କର୍ମ: ଉଠୁଛି ପଡ଼ୁଛି ସାରା ଭାରତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍ତରପ୍ରଦେଶ ଦୁର୍ଷ୍କମରେ ବିଜେପି ବିଧାୟକଙ୍କ ହାତ
ଗଣମାଧ୍ୟମରେ କାନ୍ଦି କାନ୍ଦି ବୟାନ ଦେଲେ ପୀଡ଼ିତା
ଅଭିଯୁକ୍ତ ବିଧାୟକଙ୍କୁ ଗିରଫ କରୁନି ପୋଲିସ
ସିବିଆଇକୁ ଦିଆଗଲା ତଦନ୍ତ ଭାର
କାଶ୍ମୀରରେ ନାବାଳିକାଙ୍କୁ...
କଂଗ୍ରେସ ପରେ ଏବେ ବିଜେପି ପାଳି: ଉପାସରେ ବସିଛନ୍ତି ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଜେପି ନେତା
ଓଡ଼ିଶାଲାଇଭ୍ ବ୍ୟୁରୋ
କଂଗ୍ରେସ ପରେ ଏବେ ବିଜେପି ନେତାଙ୍କ ଉପବାସ। ଗୁରୁବାରଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିଜେପିର ସମସ୍ତ ସାଂସଦ ଓ ମନ୍ତ୍ରୀ ଉପବାସ କରିଛନ୍ତି। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗତ ବଜେଟ...
ଆଜିର ବଡ଼ ଖବର (୧୨ ଏପ୍ରିଲ୍, ୨୦୧୮)
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍ତରପ୍ରଦେଶ-କାଶ୍ମୀରରେ ଦୁଷ୍କର୍ମ: ଉଠୁଛି ପଡ଼ୁଛି ସାରା ଭାରତ
ଉତ୍ତରପ୍ରଦେଶର ଉନ୍ନାଓର ଏବଂ କାଶ୍ମୀରର କାଠୱାରେ ଘଟିଛି ଲୋମଟାଙ୍କୁରା ଘଟଣା। ଏହି ଦୁଇଟି ଅଞ୍ଚଳରେ ଘଟିଥିବା ଦୁଇଟି ଦୁଷ୍କର୍ମରେ ସାରା ଦେଶ ଥରହର ହୋଇଛି।...
୫ଘଣ୍ଟା ଧରି ୪୪ଟି ପ୍ରଶ୍ନର ସାମ୍ନା କଲେ ଫେସବୁକ୍ ସିଇଓ ମାର୍କ ଜୁକରବର୍ଗ
ଓଡ଼ିଶାଲାଇଭ୍ ବ୍ୟୁରୋ
ଡାଟାଲିକ୍ ଅଭିଯୋଗରେ ଫସିଥିବା ଫେସବୁକ୍ ସିଇଓ ମାର୍କ ଜୁକରବର୍ଗ ଆମେରିକା କଂଗ୍ରେସ ଆଗରେ ନିଜ ମତ ଉପସ୍ଥାପନ କରିଛନ୍ତି। ଏହି ସମୟରେ ଜୁକରବର୍ଗଙ୍କୁ ୪୪ଜଣ ସିନେଟର ତେଢ଼ା ପ୍ରଶ୍ନ ପଚାରିଥିଲେ। ଉତ୍ତର...
ଆଲଜେରିଆରେ ବିମାନ ଦୁର୍ଘଟଣା, ୨୫୭ ଜଣଙ୍କ ମୃତ୍ୟୁ ଆଶଙ୍କା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଲଜେରିଆ ସେନାର ଏକ ବିମାନ ବୁଧବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୨୫୭ ଜଣଙ୍କର ପ୍ରାଣହାନି ଘଟିଥିବା ଆଶଙ୍କା କରାଯାଉଛି। ସ୍ଥାନୀୟ ସମୟ ସକାଳ ୮ଟାରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।
ପ୍ରଶାସନ...
ଏକ ସାଙ୍ଗରେ ଜଳିଳା ୧୩ ପିଲାଙ୍କ ଜୁଇ: କୋହଭରା ପରିବେଶରେ ଅନ୍ତିମ ସଂସ୍କାର କଲେ ଗ୍ରାମବାସୀ
ଓଡ଼ିଶାଲାଇଭ୍ ବ୍ୟୁରୋ
କାନ୍ଦବୋବାଳିରେ କମ୍ପି ଉଠୁଛି ହିମାଚଳ ପ୍ରଦେଶର ଖୁଓ୍ଵାରା ଗାଁ। ପୁରା ପରିବେଶ ଶୋକାଭିଭୂତ ହୋଇପଡ଼ିଛି। ନିଜ ପିଲାକୁ ହରାଇ ମା’ ଆଖିରୁ ଲୁହ ଶୁଖୁନି। ମଙ୍ଗଳବାର ଦିନ ମୃତ ପିଲାମାନଙ୍କର ଶବଗୁଡ଼ିକୁ...
ଆଜିର ବଡ଼ ଖବର (୧୧ ଏପ୍ରିଲ୍, ୨୦୧୮)
ଓଡ଼ିଶାଲାଇଭ୍ ବ୍ୟୁରୋ
ମହାନଦୀ ମହାଲଢ଼େଇ: ଭଟଲିରେ ହେଲା ପଥପ୍ରାନ୍ତ ସଭା
ମହାନଦୀ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଛି ମହାନଦୀ ବଞ୍ଚାଅ ଆନ୍ଦୋଳନ। ଏପ୍ରିଲ ୧୦ ତାରିଖରୁ ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର ନିକଟରୁ କଲ୍ମା ଅଭିମୁଖେ ଯାତ୍ରା...
ଭାରତ ବନ୍ଦ: ବିହାରରେ ସଂଘର୍ଷ, ଉତ୍ତରପ୍ରଦେଶରେ ବନ୍ଦ ରହିଲା ଇଣ୍ଟରନେଟ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଜାତିଭିତ୍ତିକ ସଂରକ୍ଷଣକୁ ବିରୋଧ କରି ମଙ୍ଗଳବାର ବିଭିନ୍ନ ଗୋଷ୍ଠୀ ପକ୍ଷରୁ ଭାରତ ବନ୍ଦ କରାଯାଇଛି। ଉତ୍ତର ଭାରତରେ ବନ୍ଦର ପ୍ରଭାବ ଅଧିକ ଦେଖିବାକୁ ମିଳିଛି। ବିହାରରେ ଦୁଇ ଗୋଷ୍ଠୀ ମଧ୍ୟରେ ଟେକା...
ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରୀରେ କାଷ୍ଟିଂ କାଉଚ: ଉଲଗ୍ନ ହୋଇ ପ୍ରତିବାଦ କଲେ ଅଭିନେତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରୀରେ କାଷ୍ଟିଂ କାଉଚ ଅଭିଯୋଗ। ଏହି ଅଭିଯୋଗ ଆଣିଛନ୍ତି ଅଭିନେତ୍ରୀ ଶ୍ରୀ ରେଡ୍ଡି। ତେଲୁଗୁ ସିନେମାରେ ଅଭିନୟ କରିବାକୁ ହେଲେ ଅଭିନେତ୍ରୀଙ୍କୁ କିପରି ସାଲିସ୍ କରିବାକୁ ପଡ଼ିଥାଏ ତାର...




















