ଆଇପିଏଲ୍ ସିଜିନ୍-୧୧ର ପ୍ରଥମ ମ୍ୟାଚ: ଜିତିଲା ଚେନ୍ନାଇ ସୁପର କିଙ୍ଗ୍ସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇପିଏଲ୍ ସିଜିନ୍-୧୧ର ପ୍ରଥମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ରୋମାଞ୍ଚକର ବିଜୟ ହାସଲ କରିଛି।
ଆଇପିଏଲ୍ ସିଜିନ୍-୧୧ର ପ୍ରଥମ ବିଜୟ ହାସଲ କରିଛି ଚେନ୍ନାଇ ସୁପର୍ କିଙ୍ଗ୍ସ। ମୁମ୍ବାଇ ୱାଙ୍ଖଡେ ଷ୍ଟାଡିୟମରେ ଖେଳା...
ଆଇପିଏଲ୍ ସିଜିନ୍ -୧୧ : ତମନ୍ନା ଭାଟିଆଙ୍କ ନାଚରେ ଦୁଲୁକିଲା ୱାଙ୍ଖଡେ ଷ୍ଟାଡିୟମ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇପିଏଲ୍ ମହାକୁମ୍ଭ ଆରମ୍ଭ
ମୁମ୍ବାଇ ୱାଙ୍ଖଡେ ଷ୍ଟାଡିୟମରେ ରଙ୍ଗାରଙ୍ଗ ପରିବେଶ
ବଲଉଡ ଷ୍ଟାର ବରୁଣ ଧାବନ, ହ୍ରିତିକ ରୋଶନ ବି ନାଚିଲେ
୮ଟାରୁ ଆରମ୍ଭ ହେବ ମ୍ୟାଚ
ମୁହାଁମୁହିଁ ହେବେ...
ଜେଲରୁ ମୁକୁଳିଲେ ସଲମାନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଯୋଧପୁର ସେଣ୍ଟ୍ରାଲ ଜେଲ୍ରୁ ମୁକୁଳିଲେ ବଲିଉଡ ଷ୍ଟାର ସଲମାନ୍ ଖାନ୍। ଜେଲ୍ରୁ ବାହାରିବା ପରେ ପ୍ରଶଂସକମାନେ ତାଙ୍କୁ ସ୍ୱାଗତ କରିଥିଲେ। ପରେ ସଲମାନ୍ ସିଧା ଏୟାରପୋର୍ଟ ଯାଇଥିଲେ। ଯୋଧପୁର ଏୟାରପୋର୍ଟରୁ ସେ...
ସଲମାନଙ୍କ ପାଇଁ ଜେଲ୍ ବାହାରେ ଗୋଲାପ ଫୁଲ ବିଛାଇଲେ ପ୍ରଶଂସକ
ଓଡ଼ିଶାଲାଇଭ୍ ବ୍ୟୁରୋ
ବଲିଉଡ ଷ୍ଟାର ସଲମାନ୍ ଖାନ୍ଙ୍କୁ ଜାମିନ୍ ମିଳିବା ପରେ ନାଚି, ଗାଇ ଖୁସି ମନାଇଛନ୍ତି ପ୍ରଶଂସକ। କୋର୍ଟ ଏବଂ ଜେଲ୍ ବାହାରେ ଗୋଲାପ ଫୁଲ ବିଛାଇ ପ୍ରଶଂସକମାନେ ସେମାନଙ୍କ ପ୍ରିୟ ଅଭିନେତାଙ୍କୁ...
ଅନଲାଇନ ଖବର ପାଇଁ ନିୟମ ତିଆରି କରିବ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରକାଶ ପାଇଲା ବିଜ୍ଞପ୍ତି
ଗଠନ ହେଲା ୧୦ ଜଣିଆ କମିଟି
କମିଟିରେ ସୂଚନା, ଗୃହ ଓ ଇଲେକଟ୍ରୋନିକ୍ସ ମନ୍ତ୍ରାଳୟର ପ୍ରତିନିଧି ରହିବେ
ପ୍ରେସ କାଉନସିଲ, ନ୍ୟୁଜ୍ ବ୍ରଡକାଷ୍ଟର ଆସୋସିଏସନ, ଇଣ୍ଡିଆନ...
ଆଜିର ବଡ଼ ଖବର(ଏପ୍ରିଲ୍ ୭, ୨୦୧୮)
ଓଡ଼ିଶାଲାଇଭ୍ ବ୍ୟୁରୋ
-ଆଇପିଏଲ୍ ସିଜିନ୍-୧୧ର ପ୍ରଥମ ବିଜୟ ହାସଲ କରିଛି ଚେନ୍ନାଇ ସୁପର୍ କିଙ୍ଗ୍ସ। ମୁମ୍ବାଇ ୱାଙ୍ଖଡେ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ରୋମାଞ୍ଚକର ମ୍ୟାଚରେ ଚେନ୍ନାଇ ଟିମ୍ ମୁମ୍ବାଇ ଇଣ୍ଡିଆନ୍ସକୁ ମାତ୍ ଦେଇଛି।...
ଯୋଧପୁର ଜେଲରେ କ’ଣ ଖାଇଲେ ସଲମାନ୍?
ଓଡ଼ିଶାଲାଇଭ୍ ବ୍ୟୁରୋ
କୃଷ୍ଣସାର ମୃଗ ଶିକାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଯୋଧପୁର ସେଣ୍ଟ୍ରାଲ ଜେଲ୍ରେ ଅଛନ୍ତି ବଲିଉଡ ଷ୍ଟାର ସଲମାନ୍ ଖାନ୍। ଶୁକ୍ରବାର ସଲମାନ୍ଙ୍କ ଜାମିନ ଆବେଦନ ଶୁଣାଣି ହୋଇ ନପାରିବାରୁ ତାଙ୍କୁ ଜେଲ୍ରେ ରହିବାକୁ...
ଅମିତ ଶାହା କାହାକୁ କହିଲେ ସାପ-ନେଉଳ-କୁକୁର?
ଓଡ଼ିଶାଲାଇଭ୍ ବ୍ୟୁରୋ
୩୯ତମ ପ୍ରତିଷ୍ଠା ଦିବସ ଅବସରରେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ବିରୋଧୀଙ୍କୁ କଟାକ୍ଷ କରିଛନ୍ତି। ମୁମ୍ବାଇ ରାଲିରେ ଯୋଗଦେଇ ବିରୋଧୀଙ୍କ ନାଁ ନନେଇ ବର୍ଷିଛନ୍ତି।
"ଯେତେବେଳେ ବନ୍ୟା ପାଣି ମାଡ଼ିଯାଏ ସେତେବେଳେ...
ପ୍ରତିରକ୍ଷା ମନ୍ତ୍ରାଳୟର ୱେବସାଇଟ୍ ହ୍ୟାକ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ହ୍ୟାକ୍ ହୋଇଛି ପ୍ରତିରକ୍ଷା ମନ୍ତ୍ରାଳୟର ୱେବସାଇଟ୍। ୱେବସାଇଟ୍ ଖୋଲିଲେ ହୋମ୍ ପେଜ୍ରେ ଚୀନ ଭାଷାରେ କିଛି ଲେଖାଯାଇଥିବା ଦେଖିବାକୁ ମିଳିଛି। ଚୀନ ହ୍ୟାକରମାନେ ୱେବସାଇଟ୍ ହ୍ୟାକ୍ କରିଥିବା ସନ୍ଦେହ କରାଯାଉଛି।
ପ୍ରତିରକ୍ଷା ବିଭାଗର...
ଧନୀ କାହିଁକି ଦେଶ ଛାଡ଼ୁଛନ୍ତି: କାରଣ ଖୋଜିବ ସିବିଡିଟି
ଓଡ଼ିଶାଲାଇଭ୍ ବ୍ୟୁରୋ
ଗତ ୫ବର୍ଷ ମଧ୍ୟରେ ଦେଶ ଛାଡି ଚାଲି ଯାଉଥିବା ଧନୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ ବ୍ୟାଙ୍କକୁ ଚୂନ ଲଗାଇ ଅନ୍ୟ ଦେଶକୁ ଚାଲି ଯାଇଛନ୍ତି ଦେଶର କିଛି ଧନୀ...




















