National

ବଲିଉଡରେ ଧୁମ୍ ମଚାଇଥିବା ୮ ବିଦେଶୀ ଆଇଟମ୍ ଡ୍ୟାନ୍ସର

ଓଡ଼ିଶାଲାଇଭ୍‌ ବ୍ୟୁରୋ ବଲିଉଡରେ ଧୁମ୍‌ ମଚାଇଛନ୍ତି ବିଦେଶୀ ଆଇଟମ୍‌ ଡ୍ୟାନ୍ସର। ଦରିଆପାରିରୁ ଆସି ବଲିଉଡ ଇଣ୍ଡଷ୍ଟ୍ରୀରେ ଚମକ ସୃଷ୍ଟି କରିଥିବା କିଛି ବଛାବଛା ଆଇଟମ୍‌ ଡ୍ୟାନ୍ସରଙ୍କୁ ନେଇ ବିଶେଷ ରିପୋର୍ଟ। ସାଧାରଣତଃ ବିଦେଶିନୀମାନେ ବଲିଉଡରେ ଆଇଟମ୍...

ଇରାନ-ଇରାକ ସୀମାରେ ଭୂକମ୍ପ: ପ୍ରାଣ ହରାଇଲେ ୨୦୭

ଓଡ଼ିଶାଲାଇଭ୍‌ ବ୍ୟୁରୋ ଇରାନ-ଇରାକ ସୀମାରେ ଆସିଥିବା ଜବରଦସ୍ତ ଭୂକମ୍ପରେ ୨୦୭ ଜଣ ପ୍ରାଣ ହରାଇଥିବା ବେଳେ ଶହଶହ ଲୋକ ଆହତ ହୋଇଛନ୍ତି। ପ୍ରାୟ ୨୦୦ ଲୋକ ଆହତ ହୋଇଥିବା ଅନୁମାନ କରାଯାଉଛି।ରବିବାର ଦିନ ଆସିଥିବା...

ଗୁଜୁରାଟରେ କଂଗ୍ରେସ ଖେଳୁଛି ସଫ୍ଟ ହିନ୍ଦୁ କାର୍ଡ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅକ୍ଷରଧାମ ମନ୍ଦିରରେ ପୂଜାର୍ଚ୍ଚନା କରି ରାହୁଲ କ୍ୟାମ୍ପେନ୍‌ ଆରମ୍ଭ କରିବା ପରେ କଂଗ୍ରେସ ଗୁଜୁରାଟରେ ହିନ୍ଦୁ କାର୍ଡ ଖେଳୁଥିବା କୁହାଯାଉଛି। ବିଜେପି ପରି ଏବେ କଂଗ୍ରେସ ହିନ୍ଦୁତ୍ବ କାର୍ଡ ଗୁଜୁରାଟରେ ଖେଳୁଛି। ଏହା...

ଜିଏସ୍‌ଟି ଆଶ୍ୱସ୍ତି: ଏଣିକି ୫୦ଟି ସାମଗ୍ରୀ ଉପରେ କାଏମ ରହିଲା ୨୮ ପ୍ରତିଶତ ଟିକସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜିଏସ୍‌ଟି କାଉନସିଲ ବୈଠକରେ ବଡ଼ ନିଷ୍ପତ୍ତି। ୧୭୮ଟି ସାମଗ୍ରୀ ଉପଉପରୁ ଟିକସ ହ୍ରାସ କରାଯାଇଛି।। ଏହି ନିଷ୍ପତ୍ତିକୁ ଐତିହାସିକ କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ। ରେଷ୍ଟୁରାଣ୍ଟରେ ଖାଇବା ହେଲା ଶସ୍ତା ଷ୍ଟାର...

ସତୁରୀ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଏଣିକି ଘରେ ପହଞ୍ଚିବ ବ୍ୟାଙ୍କ ସୁବିଧା

ଓଡ଼ିଶାଲାଇଭ୍‍ ବ୍ୟୁରୋ ସତୁରୀ ବର୍ଷରୁ ଅଧିକ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗମାନଙ୍କ ପାଇଁ ଭଲ ଖବର। ବ୍ୟାଙ୍କ କାରବାର କରିବାକୁ ହେଲେ ସେମାନଙ୍କୁ ଆଉ ବ୍ୟାଙ୍କକୁ ଯିବାକୁ ହେବ ନାହିଁ। ଘରେ ସେହି ସୁବିଧା...

ପ୍ରଦୂଷଣରେ ବେହାଲ୍‌ ଦିଲ୍ଲୀ: ଲାଗୁ ହେଲା ଅଡ୍ ଇଭିନ୍‌ ନିୟମ

(ଓଡ଼ିଶାଲାଇଭ୍‌ ବ୍ୟୁରୋ) ୩ ଦିନ ହେଲା ପ୍ରଦୂଷଣ ଯୋଗୁଁ ଯନ୍ତ୍ରଣା ଭୋଗୁଛନ୍ତି ଦିଲ୍ଲୀବାସୀ। କୁହୁଡ଼ି ଓ ଧୂଆଁରେ ପେଶି ହୋଇଗଲେଣି ସହରବାସୀ। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଅଡ୍‌ ଇଭିନ୍‌ ନିୟମ ପୁଣି...

ବିଶାଖାପାଟଣାର ସିମାଞ୍ଚଳ ମନ୍ଦିର: ପ୍ରସାଦରୁ ବାହାରୁଛି ପୋକ, ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉଦବେଗ

(ଓଡ଼ିଶାଲାଇଭ୍‌ ବ୍ୟୁରୋ) ବିଶାଖାପାଟଣା: ଦକ୍ଷିଣ ଭାରତର ପ୍ରସିଦ୍ଧ ସିମାଞ୍ଚଳ ମନ୍ଦିର ପ୍ରସାଦରେ ପୋକ ସାଲୁବାଲୁ। ଏହାକୁ ନେଇ ଶ୍ରଦ୍ଧାଳୁଙ୍କ ମନରେ ଦେଖାଦେଇଛି ତୀବ୍ର ଅସନ୍ତୋଷ। ଏଠାକାର ପ୍ରସିଦ୍ଧ ଭୋଗ ଲଡୁ, ପୁଳିହୋରା(ଖଟା ଭାତ)ର ମାନ...

ଭାରତରେ ରୋଗୀଙ୍କୁ ମାତ୍ର ଦୁଇ ମିନିଟ ସମୟ ଦିଅନ୍ତି ଡାକ୍ତର

(ଓଡ଼ିଶାଲାଇଭ୍‍ ବ୍ୟୁରୋ) ଏକ ସଦ୍ୟ ପ୍ରକାଶିତ ଅନୁଧ୍ୟାନ ଉପରେ ଯଦି ଆମେ ଆଖି ପକେଇବା ଆମକୁ ଅତ୍ୟନ୍ତ ନିରାଶ ହେବାକୁ ପଡ଼ିବ। ଏହି ସର୍ଭେ ଅନୁସାରେ ଆମ ଦେଶରେ ଡାକ୍ତରମାନେ ରୋଗୀ ଦେଖିବା ପାଇଁ...

ବିଶ୍ୱ ପର୍ଯ୍ୟଟନ ବଜାରରେ ଓଡ଼ିଶା ସାମିଲ୍: ଲଣ୍ଡନରେ ଆଦର ପାଉଛି ଓଡ଼ିଶାର କଳା-ସଂସ୍କୃତି

(ଓଡ଼ିଶାଲାଇଭ୍‌ ବ୍ୟୁରୋ) ବିଶ୍ୱ ପର୍ଯ୍ୟଟନ ବଜାରରେ ସାମିଲ୍‌ ହୋଇଛି ଓଡ଼ିଶା। ଓଡ଼ିଶାର ସୌନ୍ଦର୍ଯ୍ୟଭରା ପର୍ଯ୍ୟଟନ କ୍ଷେତ୍ର ସମେତ କଳା-ସଂସ୍କୃତିକୁ ବିଦେଶୀ ପର୍ଯ୍ୟଟକ କରୁଛନ୍ତି ଆଦର। ବାଲୁକା କଳା ବି ବିଦେଶୀ ପର୍ଯ୍ୟଟକଙ୍କ ମନ ମୋହୁଛି। ଲଣ୍ଡନରେ...

ରିଆନ୍ ସ୍କୁଲ ହତ୍ୟାକାଣ୍ଡ: ପରୀକ୍ଷା ବନ୍ଦ ପାଇଁ ପ୍ରଦ୍ୟୁମ୍ନକୁ କରାଯାଇଥିଲା ହତ୍ୟା

(ଓଡ଼ିଶାଲାଇଭ୍‌ ବ୍ୟୁରୋ) ରିଆନ୍ ଇଣ୍ଟରନ୍ୟାସନାଲ ସ୍କୁଲ ଛାତ୍ର ପ୍ରଦ୍ୟୁମ୍ନ ହତ୍ୟାକାଣ୍ଡର ପରଦାଫାଶ କରିଛି ସିବିଆଇ। ଏହି ହତ୍ୟାକାଣ୍ଡ ପଛରେ ଏକାଦଶ ଶ୍ରେଣୀର ଜଣେ ଛାତ୍ରଙ୍କ ହାତ ରହିଥିବା ସିବିଆଇ କହିଛି। ପରୀକ୍ଷା ଘୁଞ୍ଚାଇବା ଏବଂ...