୧୯ ବର୍ଷ ପରେ ବଦଳିବେ କଂଗ୍ରେସ ଅଧ୍ୟକ୍ଷ: ସୋନିଆଙ୍କ ପରେ ଗାଦିରେ ବସିବେ ରାହୁଲ୍
ଓଡ଼ିଶାଲାଇଭ୍ ବ୍ୟୁରୋ
୧୯ ବର୍ଷ ପରେ ବଦଳିବାକୁ ଯାଉଛି କଂଗ୍ରେସ ଇତିହାସ। ସୋନିଆ ଗାନ୍ଧିଙ୍କ ପରେ ରାହୁଲ ଗାନ୍ଧି କଂଗ୍ରେସ ଅଧ୍ୟକ୍ଷ ଗାଦିରେ ବସିବେ। ଏଥିପାଇଁ କଂଗ୍ରେସ ଶିବିରରେ ଆରମ୍ଭ ହୋଇଯାଇଛି କସରତ।
ରାହୁଲ ଗାନ୍ଧି...
ମିସ୍ ୱାର୍ଲ୍ଡ-୨୦୧୭ ମୁକୁଟ ପିନ୍ଧିଲେ ହରିୟାଣାର ମାନୁଷୀ ଛିଲର
ଓଡ଼ିଶାଲାଇଭ୍ ବ୍ୟୁରୋ
୧୭ ବର୍ଷ ପରେ ଭାରତ ପୁଣି ମିସ୍ ୱାର୍ଲ୍ଡ ଟାଇଟଲ କବ୍ଜା କରିଛି। ହରିୟାଣାର ମାନୁଷୀ ଛିଲର ପିନ୍ଧିଛନ୍ତି ଏହି ମୁକୁଟ।
୧୭ ବର୍ଷ ପରେ ଭାରତ ପୁଣି ମିସ୍ ୱାର୍ଲ୍ଡ -୨୦୧୭...
ପୋଲାଭରମ ପ୍ରକଳ୍ପ: ଚିନ୍ତାରେ ଓଡ଼ିଶା, ନିର୍ମାଣ ଶେଷ କରିବାକୁ ତତ୍ପର ଆନ୍ଧ୍ର ସରକାର
ଏନ୍ଜିଟିରେ ପୋଲାଭରମ୍ ମାମଲା ରବ୍ଦ ହେବା ପରେ ଓଡ଼ିଶାକୁ ବଡ଼ ଝଟକା ଲାଗିଛି। ଏଥିରୁ ଫାଇଦା ନେବା ପାଇଁ ଆନ୍ଧ୍ରପ୍ରଦେଶ ସରକାର ତତ୍ପର ହୋଇ ଉଠିଛନ୍ତି। ପୂର୍ବରୁ ପ୍ରକଳ୍ପ କାମ ଯେଉଁ ହାରରେ...
ମୋଦିଙ୍କ ନୂଆ ଯୋଜନା: ୧+୧+୧
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ପୂରା ଖୁସି। ଆନ୍ତର୍ଜାତିକ ରେଟିଂ ସଂସ୍ଥା ମୁଡିଜ୍ ଭାରତର ମାନ୍ୟତା ବଢାଇବା ପରେ ସରକାର ଏବେ ଆଉ ଏକ ବଡ଼ ଯୋଜନାରେ ହାତ ଦେଇଛନ୍ତି। ଭାରତରେ...
ଅନିଶ୍ଚିତତାରେ ‘ପଦ୍ମାବତୀ’: ଡିସେମ୍ବର ୧ରେ ରିଲିଜ ହେବନି ଫିଲ୍ମ!
ଓଡ଼ିଶାଲାଇଭ୍ ବ୍ୟୁରୋ
ଫିଲ୍ମ ପଦ୍ମାବତୀକୁ ନେଇ ଦେଖାଦେଇଛି ଅନିଶ୍ଚିତତା। ଦେଶବ୍ୟାପୀ ବିରୋଧ କରାଯାଉଥିବାରୁ ଏବଂ ସେନସର ବୋର୍ଡରୁ ଗ୍ରୀନ ସିଗନାଲ ମିଳି ନଥିବାରୁ ଫିଲ୍ମର ରିଲିଜ ଡେଟ ଘୁଞ୍ଚିପାରେ ବୋଲି କୁହାଯାଉଛି।
ହିଷ୍ଟୋରିକାଲ ଫିଲ୍ମ ପଦ୍ମାବତୀକୁ...
ନୟନ ମଙ୍ଗିଆଙ୍କ ରେକର୍ଡ କାଟିଲେ ପୁଅ ମୋହିତ ମଙ୍ଗିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ନୟନ ମଙ୍ଗିଆଙ୍କ ରେକର୍ଡ ଭାଙ୍ଗିଛନ୍ତି ତାଙ୍କ ପୁଅ ମୋହିତ ମଙ୍ଗିଆ। ଅଣ୍ଡର-୧୯ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ନୟନଙ୍କ ସ୍କୋରକୁ ପଛରେ ପକାଇଛନ୍ତି ମୋହିତ।
କେରଳର ଆଲାପୂଜାଠାରେ ଅନୁଷ୍ଠିତ ହୋଇଥିଲା...
ହ୍ୱାଟସ୍ଆପରୁ ମେସେଜ ଡିଲେଟ୍ କରିବେ କିପରି?
ଓଡ଼ିଶାଲାଇଭ ବ୍ୟୁରୋ
ଅନ୍ୟମନସ୍କତା ଯୋଗୁ ହ୍ୱାଟସ୍ଆପ୍ରୁ ବେଳେ ବେଳେ ଭୁଲ୍ ମେସେଜ୍ ପଳାଇଥାଏ। ଭୁଲ୍ ମେସେଜକୁ ଡିଲେଟ୍ କରିବା ପାଇଁ କୌଣସି ଅପ୍ସନ ନଥିବାରୁ ବ୍ୟବହାରକାରୀ ଚିନ୍ତାରେ ପଡ଼ୁଥିଲେ। କିନ୍ତୁ ଏବେ ଏହି ଚିନ୍ତା...
ଏଇ ୬ଟି ପରିଚୟପତ୍ର ସହିତ ଆଧାର ଲିଙ୍କ ଜରୁରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଗତ କିଛି ଦିନ ଧରି ଆଧାର କାର୍ଡ ସହିତ ଅତ୍ୟନ୍ତ ଆବଶ୍ୟକୀୟ ଦଲିଲକୁ ଲିଙ୍କ କରିବା ପାଇଁ ସରକାରଙ୍କ ପକ୍ଷରୁ ତୁହାକୁ ତୁହା କୁହାଯାଇଛି। ଭାରତର ନାଗରିକମାନଙ୍କ ପାଇଁ ଏହି ସ୍ୱତନ୍ତ୍ର...
ଆଇଏମ୍ଏସରେ ଜାତୀୟ ପ୍ରେସ୍ ଦିବସ: ‘ବାସ୍ତବବାଦୀ ଘଟଣା ଲୋକଲୋଚନକୁ ଆସୁ’
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରସ୍ଥିତ ଇନିଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍ ଆନୁକୂଲ୍ୟରେ ପାଳିତ ହୋଇଛି ଜାତୀୟ ପ୍ରେସ୍ ଦିବସ। ଏହି ଅବସରରେ ଆୟୋଜିତ ହୋଇଥିଲା "ଟିଆରପି ୱାର: ଭାରତୀୟ ଟେଲିଭିଜନ ଆଙ୍କରଙ୍କ ମଧ୍ୟରେ ଲଢେ଼ଇ' ଶୀର୍ଷକ...
‘ପଦ୍ମାବତୀ’ ନାୟିକାଙ୍କୁ ନାଲିଆଖି: ‘ଫିଲ୍ମ ରିଲିଜ୍ ହେଲେ ନାକ କାଟିଦେବୁ’
ଓଡ଼ିଶାଲାଇଭ୍ ବ୍ୟୁରୋ
‘ପଦ୍ମାବତୀ’ ଫିଲ୍ମକୁ ନେଇ ବିବାଦ ତେଜୁଛି। ଫିଲ୍ମକୁ ରିଲିଜ କରାଇ ନଦେବା ପାଇଁ ବିଭିନ୍ନ ସଙ୍ଗଠନ ଦାବି କରୁଥିବା ବେଳେ ଆଜି ଫିଲ୍ମ ନାୟିକା ଦୀପିକାଙ୍କୁ ସିଧାସଳଖ ଧମକ ଦିଆଯାଇଛି।
ହିଷ୍ଟୋରିକାଲ ଫିଲ୍ମ...





















