ଦିଲ୍ଲୀ ଏମ୍ସରେ ବିସ୍କୁଟ ଖାଉଛି, ବଲ୍ ଖେଳୁଛି ଜଗା
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁଧୁରୁଛି ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ସ୍ବାସ୍ଥ୍ୟାବସ୍ଥା। ମାଆ କୋଳରେ ଜଗା ବସି ଗୀତ ଶୁଣିବା ପରେ ଆଜି ବିସ୍କୁଟ ଖାଇ ବଲ୍ ଖେଳିବା ଭଳି ଭଲ ଖବର ଆସିଛି। ଜଗା ଆଜି...
ଆତ୍ମ ସମର୍ପଣ କଲେ ଆଉ ୫ ମୋଷ୍ଟୱାଣ୍ଟେଡ ମାଓବାଦୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶାଖାପାଟଣା: ବିଶାଖାପାଟଣା ପୋଲିସ ନିକଟରେ ଆଜି ଆତ୍ମସମର୍ପଣ କରିଛନ୍ତି ଆଉ ୫ ମୋଷ୍ଟୱାଣ୍ଟେଡ ମାଓବାଦୀ। ବିଶାଖାପାଟଣା ଗ୍ରାମାଞ୍ଚଳ ଏସ୍ପି ରାହୁଲ ଦେବ ଶର୍ମାଙ୍କ ନିକଟରେ ଏହି ମାଓବାଦୀମାନେ ଆତ୍ମ ସମର୍ପଣ କରିଛନ୍ତି।...
ନିଲାମ ହେଲା ଦାଉଦ ଇବ୍ରାହିମ୍ ସମ୍ପତ୍ତି: ସାଢ଼େ ୧୧ କୋଟିରେ କିଣିଲା ବୁରହାନୀ ଟ୍ରଷ୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଡନ୍ ଦାଉଦ ଇବ୍ରାହିମ୍ ସମ୍ପତ୍ତିକୁ ଆଜି ନିଲାମ କରିଛନ୍ତି ମହାରାଷ୍ଟ୍ର ସରକାର। ଏହାକୁ ସାଢ଼େ ୧୧କୋଟି ଟଙ୍କାରେ କିଣିଛନ୍ତି ମୁମ୍ବାଇର ସୈଫ୍ ଅଫ୍ଲିଫ୍ଟମେଣ୍ଟ ବୁରହାନୀ ଟ୍ରଷ୍ଟ।
ନିଲାମ ହୋଇଛି ମୋଷ୍ଟ ଓ୍ବାଣ୍ଟେଡ ଅଣ୍ଡର...
ଜନ୍ମଦିନରେ ନେହେରୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବହୁ ବିଶିଷ୍ଟ ବ୍ୟକ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ୧୨୮ତମ ଜନ୍ମଜୟନ୍ତୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ, ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ...
‘ବାଂଲା ରସଗୋଲା’ କୁ ମିଳିଲା ଜିଆଇ ଟ୍ୟାଗ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଂଲା ରସଗୋଲାକୁ ମିଳିଲା ଜିଆଇ ଟ୍ୟାଗ୍। ଏହାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଖୁସି ଜାହିର କରିଛନ୍ତି। ହେଲେ ଓଡ଼ିଶା ସରକାର ଏପର୍ଯ୍ୟନ୍ତ ଜିଆଇ ଟ୍ୟାଗ୍ ପାଇଁ ଆବେଦନ କରି...
କାମ ଛାଡି ଭିକାରି ଖୋଜନ୍ତୁ; ଜଣଙ୍କୁ ଧରାଇ ଦେଲେ ୫୦୦
ଓଡ଼ିଶାଲାଇଭ୍ ବ୍ୟୁରୋ
କାମ ଛାଡି ଭିକାରି ଖୋଜିଲେ ବି ପକେଟକୁ ଟଙ୍କା ଆସିଯିବ। କାରଣ ଜଣେ ଭିକାରି ଠାବ କଲେ ମିଳିବ ୫୦୦ ଟଙ୍କା। ଏହି ଟଙ୍କା ଅନ୍ୟ କେହି ନୁହେଁ, ପୋଲିସ ଦେବ।...
ଓଡ଼ିଆ ଭକ୍ତି ସଙ୍ଗୀତରେ ବିଭୋର ହେଲେ ସିଙ୍ଗାପୁରର ପ୍ରବାସୀ ଓଡ଼ିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଆ ଭକ୍ତି ସଙ୍ଗୀତ ଓ କଳା ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ସିଙ୍ଗାପୁର ଓଡ଼ିଆ ସମାଜ ପକ୍ଷରୁ ନିଆଯାଇଛି ଅଭିନବ ଉଦ୍ୟମ। ଏହିକ୍ରମରେ ସିଙ୍ଗାପୁର ଓଡ଼ିଆ ସମାଜ ପକ୍ଷରୁ ଆୟୋଜିତ ହୋଇଛି...
ବଲିଉଡରେ ଧୁମ୍ ମଚାଇଥିବା ୮ ବିଦେଶୀ ଆଇଟମ୍ ଡ୍ୟାନ୍ସର
ଓଡ଼ିଶାଲାଇଭ୍ ବ୍ୟୁରୋ
ବଲିଉଡରେ ଧୁମ୍ ମଚାଇଛନ୍ତି ବିଦେଶୀ ଆଇଟମ୍ ଡ୍ୟାନ୍ସର। ଦରିଆପାରିରୁ ଆସି ବଲିଉଡ ଇଣ୍ଡଷ୍ଟ୍ରୀରେ ଚମକ ସୃଷ୍ଟି କରିଥିବା କିଛି ବଛାବଛା ଆଇଟମ୍ ଡ୍ୟାନ୍ସରଙ୍କୁ ନେଇ ବିଶେଷ ରିପୋର୍ଟ।
ସାଧାରଣତଃ ବିଦେଶିନୀମାନେ ବଲିଉଡରେ ଆଇଟମ୍...
ଇରାନ-ଇରାକ ସୀମାରେ ଭୂକମ୍ପ: ପ୍ରାଣ ହରାଇଲେ ୨୦୭
ଓଡ଼ିଶାଲାଇଭ୍ ବ୍ୟୁରୋ
ଇରାନ-ଇରାକ ସୀମାରେ ଆସିଥିବା ଜବରଦସ୍ତ ଭୂକମ୍ପରେ ୨୦୭ ଜଣ ପ୍ରାଣ ହରାଇଥିବା ବେଳେ ଶହଶହ ଲୋକ ଆହତ ହୋଇଛନ୍ତି। ପ୍ରାୟ ୨୦୦ ଲୋକ ଆହତ ହୋଇଥିବା ଅନୁମାନ କରାଯାଉଛି।ରବିବାର ଦିନ ଆସିଥିବା...
ଗୁଜୁରାଟରେ କଂଗ୍ରେସ ଖେଳୁଛି ସଫ୍ଟ ହିନ୍ଦୁ କାର୍ଡ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅକ୍ଷରଧାମ ମନ୍ଦିରରେ ପୂଜାର୍ଚ୍ଚନା କରି ରାହୁଲ କ୍ୟାମ୍ପେନ୍ ଆରମ୍ଭ କରିବା ପରେ କଂଗ୍ରେସ ଗୁଜୁରାଟରେ ହିନ୍ଦୁ କାର୍ଡ ଖେଳୁଥିବା କୁହାଯାଉଛି।
ବିଜେପି ପରି ଏବେ କଂଗ୍ରେସ ହିନ୍ଦୁତ୍ବ କାର୍ଡ ଗୁଜୁରାଟରେ ଖେଳୁଛି। ଏହା...





















