National

ଉତ୍ତରକାଶୀ ସୁଡ଼ଙ୍ଗରେ ୪୦ ଜୀବନ: ୫ ଦିନ ହେଲା ଉଦ୍ଧାର ହୋଇପାରୁନାହାନ୍ତି ଫସି ରହିଥିବା ଶ୍ରମିକ

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍ତରାଖଣ୍ଡର ଉତ୍ତରକାଶୀଠାରେ ନିର୍ମାଣାଧୀନ ସିଲକୟାରା ସୁଡ଼ଙ୍ଗ ଭୁଶୁଡ଼ିବା ଯୋଗୁଁ ଏହା ମଧ୍ୟରେ ଫସି ରହିଛନ୍ତି ୪୦ ଜଣ ଶ୍ରମିକ। ୫ ଦିନ ଧରି ଉଦ୍ୟମ ପରେ ମଧ୍ୟ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇପାରୁ...

ଆଜି ଜାତୀୟ ପ୍ରେସ୍‌ ଦିବସ: ଗଣମାଧ୍ୟମ ଓ ଗଣତନ୍ତ୍ର

୧୯୬୬ ମସିହାରେ ନଭେମ୍ବର ୧୬ ତାରିଖରେ ଭାରତରେ ପ୍ରଥମ ପ୍ରେସ୍‌ କାଉନସିଲ୍‌ କାମ ଆରମ୍ଭ କରିଥିଲା। ସମ୍ବାଦବାହୀ ଗଣମାଧ୍ୟମକୁ ସାମଗ୍ରିକ ଭାବେ ପ୍ରେସ୍‌ ବୋଲି କୁହାଯାଏ। ଏକ ମୁକ୍ତ ଓ ଦାୟିତ୍ୱଶୀଳ ପ୍ରେସ୍‌ର...

ଆଇସିସି ବିଶ୍ୱକପ୍: ନ୍ୟୁଜିଲାଣ୍ଡ ବିପକ୍ଷରେ ଦମଦାର ବିଜୟ ହାସଲ କରି ଫାଇନାଲରେ ଟିମ୍ ଇଣ୍ଡିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇସିସି କ୍ରିକେଟ୍ ବିଶ୍ୱକପ୍ ଫାଇନାଲରେ ପ୍ରବେଶ କରିଛି ଟିମ୍ ଇଣ୍ଡିଆ। ବୁଧବାର ପ୍ରଥମ ସେମିଫାଇନାଲରେ ଦଳ ନ୍ୟୁଜିଲାଣ୍ଡକୁ ୭୦ ରନରେ ପରାସ୍ତ କରି ଫାଇନାଲକୁ ଯାଇଛି। ମ୍ୟାଚରେ ୭ଟି ୱିକେଟ ନେଇ...

ଜମ୍ମୁ-କଶ୍ମୀରର ଡୋଡ଼ାରେ ଭୟଙ୍କର ଦୁର୍ଘଟଣା: ଖାଇକୁ ବସ୍ ଖସି ୩୦ ଯାତ୍ରୀଙ୍କର ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଜମ୍ମୁ-କଶ୍ମୀରର ଡୋଡ଼ା ଜିଲ୍ଲାରେ ବୁଧବାର ଦିନ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ଗୋଟିଏ ବସ୍ ଖାଇକୁ ଖସିଯିବାରୁ ୩୦ ଜଣ ଯାତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତାହତଙ୍କ ସଂଖ୍ୟା ଆହୁରି...

ପରଲୋକରେ ସାହାରା ଇଣ୍ଡିଆ ଗ୍ରୁପ୍‌ର ପ୍ରତିଷ୍ଠାତା ସୁବ୍ରତ ରୟ

ଓଡ଼ିଶାଲାଇଭ୍ ବ୍ୟୁରୋ ସାହାରା ଇଣ୍ଡିଆ ଗ୍ରୁପ୍‌ର ପ୍ରତିଷ୍ଠାତା ସୁବ୍ରତ ରୟଙ୍କର ହୃଦଘାତରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ଅସୁସ୍ଥତା କାରଣରୁ ଦୀର୍ଘ ଦିନ ହେଲା ସେ ଡାକ୍ତରଖାନାରେ...

ଆଇସିସି କ୍ରିକେଟ ବିଶ୍ଵକପ: ଆଜି ପ୍ରଥମ ସେମିଫାଇନାଲରେ ଭାରତ-ନ୍ୟୁଜିଲାଣ୍ଡ ଟକ୍କର

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇସିସି କ୍ରିକେଟ ବିଶ୍ଵକପରେ ଲିଗ୍ ପର୍ଯ୍ୟାୟ ସରିବା ପରେ ଆଜିଠୁ ଆରମ୍ଭ ହେଉଛି ସେମିଫାଇନାଲ ମୁକାବିଲା। ବୁଧବାର ପ୍ରଥମ ସେମିଫାଇନାଲରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ। ମ୍ୟାଚକୁ ନେଇ ଉଭୟ...

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ବର୍ଷା ପାଇଁ ଓଡ଼ିଶାର ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଓଡ଼ିଶାଲାଇଭ୍ ବ୍ୟୁରୋ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ଏବେ ଲଘୁଚାପର ରୂପ ନେଇଛି। ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ଅବପାତରେ ପରିଣତ ହେବ। ଏହା ପ୍ରଭାବରେ ଗୁରୁବାର ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାରେ...

ବିଶ୍ଵର ଡାଏବେଟିସ୍ କ୍ୟାପିଟାଲ ପାଲଟିଛି ଭାରତ, ରୋଗୀଙ୍କ ସଂଖ୍ୟା ୧୦ କୋଟି ପାର୍

ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ ଭାରତରେ ଉଦବେଗଜନକ ଭାବେ ବଢ଼ୁଛି ଡାଏବେଟିସ୍ ରୋଗୀଙ୍କ ସଂଖ୍ୟା ଆଜିର ସମୟରେ ଡାଏବେଟିସ୍ ବା ମଧୁମେହ ରୋଗ ବିଶ୍ଵରେ ଏକ ବଡ଼ ସ୍ୱାସ୍ଥ୍ୟ ସମସ୍ୟା ଭାବେ ମୁଣ୍ଡ ଟେକିଛି। ବିଶ୍ଵର ପ୍ରାୟ...

ଆଜି ଶିଶୁ ଦିବସ – ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମ ଜୟନ୍ତୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ହେଉଛି ଶିଶୁ ଦିବସ। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମଦିନ। ଆଜିର ଦିନକୁ ସ୍କୁଲ ଏବଂ କଲେଜ ଆଦି ବିଭିନ୍ନ ସ୍ଥାନରେ ବେଶ ଉତ୍ସାହର ସହ ପାଳନ...

ସିଆଇଏସଏଫରେ ୨୪୮ଟି ହେଡ କନଷ୍ଟେବଳ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି, ନଭେମ୍ବର ୨୮ ଶେଷ ତାରିଖ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟନ ଅଧିନସ୍ଥ କେନ୍ଦ୍ରୀୟ ଔଦ୍ୟଗିକ ସୁରକ୍ଷା ବାହିନୀରେ (ସିଆଇଏସଏଫ) ୨୪୮ଟି ‘ହେଡ କନଷ୍ଟେବଳ’ ପଦବୀ ପାଇଁ ନିଯୁକ୍ତି ସୁଯୋଗ ରହିଛି। ସିଆଇଏସଏଫର ବିଭିନ୍ନ ବିଭାଗରେ ଖାଲିଥିବା ଏହିସବୁ...