ଆଜି ସନ୍ଧ୍ୟାରେ ଉଦ୍ଧାର ହେବେ ଉତ୍ତରକାଶୀ ସୁଡ଼ଙ୍ଗରେ ଫସି ରହିଥିବା ୪୧ ଶ୍ରମିକ!
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍ତରାଖଣ୍ଡର ଉତ୍ତରକାଶୀ ସୁଡ଼ଙ୍ଗରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କୁ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଉଦ୍ଧାର କରାଯିବାର ସମ୍ଭାବନା ରହିଛି। ନଭେମ୍ବର ୧୨ ତାରିଖ ସକାଳଠାରୁ ସୁଡ଼ଙ୍ଗ ଭିତରେ ଫସି ରହିଥିବା...
ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଆକର୍ଷଣ ପାଲଟିଛି ଓଡ଼ିଶାର ‘କରୁଣା ସିଲ୍କ’
ଓଡ଼ିଶାଲାଇଭ୍ ବ୍ୟୁରୋ
https://youtu.be/Killg2qoOwo?si=Y8iZSPRQZK4XBsE7
କରୁଣା ସିଲ୍କରୁ ଏବେ ପ୍ରସ୍ତୁତ ହେଉଛି ଶ୍ରୀମନ୍ଦିର ପାଇଁ ‘ଖଣ୍ଡୁଆ ପାଟ’
ଏଣ୍ଡିକୀଟକୁ ନମାରି ଖୋସାରୁ ନୂଆ ଉପାୟରେ ବାହାର କରାଯାଉଛି ସୂତା
ବୟନଶିଳ୍ପ କ୍ଷେତ୍ରରେ ଅହିଂସାର ନୂଆ ବାଟ ହୋଇଛି ‘କରୁଣା ସିଲ୍କ’
୫-ଟି...
ଜମ୍ମୁ କଶ୍ମୀରରେ ସେନା-ଆତଙ୍କବାଦୀ ମୁହାଁମୁହିଁ, ୨ ସେନା ଅଧିକାରୀଙ୍କ ସମେତ ୪ ସହିଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜମ୍ମୁ କଶ୍ମୀରର ରଜୌରୀରେ ଆତଙ୍କବାଦୀ ଆକ୍ରମଣରେ ଦୁଇଜଣ ସେନା ଅଧିକାରୀଙ୍କ ସହ ଦୁଇଜଣ ଯବାନ ସହିଦ ହୋଇଛନ୍ତି।
ରଜୌରୀର ବାଜିମଲ ଜଙ୍ଗଲରେ ଆତଙ୍କବାଦୀମାନେ ଲୁଚି ରହିଥିବା ଖବର ପାଇ ସେନା, ପୋଲିସ ଏବଂ...
ନୂଆଦିଲ୍ଲୀର ବାଣିଜ୍ୟ ମେଳାରେ ଓରମାସ୍ ପ୍ରସ୍ତୁତ ସାମଗ୍ରୀର ଚାହିଦା
ଓଡ଼ିଶାଲାଇଭ୍ ବ୍ୟୁରୋ
(ଭୁବନେଶ୍ୱର): ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଚାଲିଥିବା ୪୨ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ବିଭିନ୍ନ ରାଜ୍ୟର ପାଭିଲିୟନ ମଧ୍ୟରେ ଝଲସୁଛି ଓଡ଼ିଶା ପାଭିଲିୟନ। ଏହାର ପରିସରରେ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ...
ଉତ୍ତରକାଶୀ ସୁଡ଼ଙ୍ଗ ଭିତରେ ୪୦ ଜୀବନ: ଶ୍ରମିକଙ୍କ ଉଦ୍ଧାର ପାଇଁ ଚାଲିଛି ଅହରହ ପ୍ରୟାସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୀର୍ଘ ୧୧ ଦିନ ହେଲା ଉତ୍ତରାଖଣ୍ଡର ଉତ୍ତରକାଶୀ ସୁଡ଼ଙ୍ଗ ଭିତରେ ଫସି ରହିଥିବା ୪୦ ଜଣ ଶ୍ରମିକଙ୍କ ଉଦ୍ଧାର ପାଇଁ ଚାଲିଛି ଅକ୍ଲାନ୍ତ ପରିଶ୍ରମ। ଶ୍ରମିକମାନଙ୍କୁ ମରଣ ମୁହଁରୁ ସୁରକ୍ଷିତ ଭାବେ...
ଭାରତରେ ଅପପୁଷ୍ଟିର ଅକୁହା ଚିତ୍ର
ଭାସ୍କର ପରିଚ୍ଛା
ଭାରତରେ ପିଲାଙ୍କ ମଧ୍ୟରେ କୁପୋଷଣ ବା ଅପପୁଷ୍ଟି ସାଙ୍ଘାତିକ ଅବସ୍ଥାରେ ପହଞ୍ଚିଛି। ଏହାର ପ୍ରଭାବରୁ ଲକ୍ଷ ଲକ୍ଷ ପିଲା ଅତ୍ୟନ୍ତ ଖରାପ ସ୍ଥିତି ଦେଇ ଗତି କରୁଛନ୍ତି। ୟୁନିସେଫ ପକ୍ଷରୁ ନିକଟରେ...
ନୂଆଦିଲ୍ଲୀର ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଅହିଂସାର ବାର୍ତ୍ତା ଦେଉଛି ଓଡ଼ିଶାର ‘କରୁଣା ସିଲ୍କ’
ଓଡ଼ିଶାଲାଇଭ୍ ବ୍ୟୁରୋ
କରୁଣା ସିଲ୍କରୁ ଏବେ ପ୍ରସ୍ତୁତ ହେଉଛି ଶ୍ରୀମନ୍ଦିର ପାଇଁ ‘ଖଣ୍ଡୁଆ ପାଟ’
ଏଣ୍ଡିକୀଟକୁ ନମାରି ଖୋସାରୁ ନୂଆ ଉପାୟରେ ବାହାର କରାଯାଉଛି ସୂତା
ବୟନଶିଳ୍ପ କ୍ଷେତ୍ରରେ ଅହିଂସାର ନୂଆ ବାଟ ହୋଇଛି ‘କରୁଣା ସିଲ୍କ’
୫-ଟି...
୪୨ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୩: ଓଡ଼ିଶା ପାଭିଲିୟନରେ ଜମୁଛି ଭିଡ଼
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଗତି ମଇଦାନରେ ବଢ଼ଲା ଜନଗହଳି, ସମସ୍ତଙ୍କ ପ୍ରଥମ ପସନ୍ଦ ଓଡ଼ିଶା ପାଭିଲିୟନ
ସାଜସଜ୍ଜା ଓ ଆୟୋଜନରେ ବିମୁଗ୍ଧ ହେଲେ ପଞ୍ଚାୟତିରାଜ ବିଭାଗ ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ
ଓଡ଼ିଶା ପାଭିଲିୟନର...
ନୂଆଦିଲ୍ଲୀ: ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମାଳାରେ ଆକର୍ଷଣ ପାଲଟିଛି ‘ଓଡ଼ିଶା ପାଭିଲିୟନ’
ଓଡ଼ିଶାଲାଇଭ୍ ବ୍ୟୁରୋ
ନୂଆଦିଲ୍ଲୀର ପ୍ରଗତି ମଇଦାନଠାରେ ନଭେମ୍ବର ୧୪ ତାରିଖଠାରୁ ଆରମ୍ଭ ହୋଇଛି ‘ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୩’। ନଭେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବିଶାଳ ମେଳାରେ ଅନ୍ୟତମ...
ବିଶାଖାପାଟଣା ଫିସିଂ ହାରବରରେ ଅଗ୍ନିକାଣ୍ଡ ଯୋଗୁଁ ଜଲିଗଲା ୪୦ ଡ଼ଙ୍ଗା, ୫୦ କୋଟି ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): ବିଶାଖାପାଟଣା ଫିସିଂ ହାରବରରେ ଭୟାବହ ଅଗ୍ନିକାଣ୍ଡ ଘଟି ୪୦ରୁ ଊର୍ଦ୍ଧ୍ଵ ଡଙ୍ଗା ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଛି। ଏହି ଅଗ୍ନିକାଣ୍ଡ ଯୋଗୁଁ ପ୍ରାୟ ୫୦ କୋଟି...




















