National

ଆଜି ବିଶ୍ଵକପ ମେଗା ଫାଇନାଲରେ ଭାରତ-ଅଷ୍ଟ୍ରେଲିଆ ଟକ୍କର, ୧୨ ବର୍ଷ ପରେ ଟ୍ରଫି ହାତେଇବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ସୁପର ସଣ୍ଡେରେ ଆଇସିସି କ୍ରିକେଟ ବିଶ୍ଵକପର ମେଗା ଫାଇନାଲ। ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ସହ ଟକ୍କର ନେବ ଟିମ୍ ଇଣ୍ଡିଆ। ବିଶ୍ଵକପ ଜିତି କୋଟି କୋଟି କ୍ରିକେଟପ୍ରେମୀଙ୍କ...

ସାତଦିନ ହେଲା ଚାଲିଛି ଉଦ୍ଧାର କାର୍ଯ୍ୟ, ଉତ୍ତରକାଶୀ ସୁଡ଼ଙ୍ଗରେ ଫସିଛି ୪୦ ଜୀବନ

ଓଡ଼ିଶାଲାଇଭ୍ ବ୍ୟୁରୋ ଦିନରାତି ଏକ କରି ସାତଦିନ ହେଲା ନାକେଦମ ହେଲେଣି ଉଦ୍ଧାରକାରୀ ଦଳ, ଉତ୍ତରକାଶୀ ସୁଡ଼ଙ୍ଗରେ ଫସି ରହିଥିବା ୪୦ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଫିଟୁନି ବାଟ। ଉତ୍ତରାଖଣ୍ଡର ଉତ୍ତରକାଶୀଠାରେ ନିର୍ମାଣାଧୀନ ସିଲକୟାରା ସୁଡ଼ଙ୍ଗ...

ଜମ୍ମୁ-କାଶ୍ମୀରରେ ୫ ଆତଙ୍କବାଦୀ ନିହତ

ଓଡ଼ିଶାଲାଇଭ୍ ବ୍ୟୁରୋ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ଚାଲିଥିବା ଅଭିଯାନରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ଆତଙ୍କବାଦୀମାନେ ଲୁଚି ରହିଥିବା ଘରକୁ ରକେର୍ଟ ଲଞ୍ଚଳର ଦ୍ଵାରା ଉଡ଼ାଇଦିଆଯିବା ଫଳରେ ସେଠାରେ ଥିବା ୫ ଜଣ ଆତଙ୍କବାଦୀଙ୍କର...

ଆଜି ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଧାନସଭା ନିର୍ବାଚନ ଲାଗି ଚାଲିଛି ମତଦାନ

ଓଡ଼ିଶାଲାଇଭ୍ ବ୍ୟୁରୋ ଶୁକ୍ରବାର ଦିନ ମଧ୍ୟପ୍ରଦେଶରେ ପ୍ରଥମ ପର୍ଯ୍ୟାୟ ଏବଂ ଛତିଶଗଡ଼ରେ ଦ୍ଵିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଲାଗି ଚାଲିଛି ମତଦାନ। ଆଜି ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ସନ୍ଧ୍ୟା ୫ଟା ଯାଏଁ...

ଫ୍ୟାନ୍ସଙ୍କୁ ଚାପୁଡ଼ା ମାରିବା ଭିଡିଓ ଭାଇରାଲ ହେବା ପରେ ସଫେଇ ଦେଲେ ନାନା ପାଟେକର

ଓଡ଼ିଶାଲାଇଭ୍ ବ୍ୟୁରୋ ବଲିଉଡର ବର୍ଷୀୟାନ ଅଭିନେତା ନାନା ପାଟେକର ଜଣେ ଯୁବକଙ୍କୁ ଚାପୁଡ଼ା ମାରୁଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ନାନା ପାଟେକର ସଫେଇ ଦେବା ସହ...

ଉତ୍ତରକାଶୀ ସୁଡ଼ଙ୍ଗରେ ୪୦ ଜୀବନ: ୫ ଦିନ ହେଲା ଉଦ୍ଧାର ହୋଇପାରୁନାହାନ୍ତି ଫସି ରହିଥିବା ଶ୍ରମିକ

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍ତରାଖଣ୍ଡର ଉତ୍ତରକାଶୀଠାରେ ନିର୍ମାଣାଧୀନ ସିଲକୟାରା ସୁଡ଼ଙ୍ଗ ଭୁଶୁଡ଼ିବା ଯୋଗୁଁ ଏହା ମଧ୍ୟରେ ଫସି ରହିଛନ୍ତି ୪୦ ଜଣ ଶ୍ରମିକ। ୫ ଦିନ ଧରି ଉଦ୍ୟମ ପରେ ମଧ୍ୟ ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇପାରୁ...

ଆଜି ଜାତୀୟ ପ୍ରେସ୍‌ ଦିବସ: ଗଣମାଧ୍ୟମ ଓ ଗଣତନ୍ତ୍ର

୧୯୬୬ ମସିହାରେ ନଭେମ୍ବର ୧୬ ତାରିଖରେ ଭାରତରେ ପ୍ରଥମ ପ୍ରେସ୍‌ କାଉନସିଲ୍‌ କାମ ଆରମ୍ଭ କରିଥିଲା। ସମ୍ବାଦବାହୀ ଗଣମାଧ୍ୟମକୁ ସାମଗ୍ରିକ ଭାବେ ପ୍ରେସ୍‌ ବୋଲି କୁହାଯାଏ। ଏକ ମୁକ୍ତ ଓ ଦାୟିତ୍ୱଶୀଳ ପ୍ରେସ୍‌ର...

ଆଇସିସି ବିଶ୍ୱକପ୍: ନ୍ୟୁଜିଲାଣ୍ଡ ବିପକ୍ଷରେ ଦମଦାର ବିଜୟ ହାସଲ କରି ଫାଇନାଲରେ ଟିମ୍ ଇଣ୍ଡିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇସିସି କ୍ରିକେଟ୍ ବିଶ୍ୱକପ୍ ଫାଇନାଲରେ ପ୍ରବେଶ କରିଛି ଟିମ୍ ଇଣ୍ଡିଆ। ବୁଧବାର ପ୍ରଥମ ସେମିଫାଇନାଲରେ ଦଳ ନ୍ୟୁଜିଲାଣ୍ଡକୁ ୭୦ ରନରେ ପରାସ୍ତ କରି ଫାଇନାଲକୁ ଯାଇଛି। ମ୍ୟାଚରେ ୭ଟି ୱିକେଟ ନେଇ...

ଜମ୍ମୁ-କଶ୍ମୀରର ଡୋଡ଼ାରେ ଭୟଙ୍କର ଦୁର୍ଘଟଣା: ଖାଇକୁ ବସ୍ ଖସି ୩୦ ଯାତ୍ରୀଙ୍କର ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଜମ୍ମୁ-କଶ୍ମୀରର ଡୋଡ଼ା ଜିଲ୍ଲାରେ ବୁଧବାର ଦିନ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ଗୋଟିଏ ବସ୍ ଖାଇକୁ ଖସିଯିବାରୁ ୩୦ ଜଣ ଯାତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତାହତଙ୍କ ସଂଖ୍ୟା ଆହୁରି...

ପରଲୋକରେ ସାହାରା ଇଣ୍ଡିଆ ଗ୍ରୁପ୍‌ର ପ୍ରତିଷ୍ଠାତା ସୁବ୍ରତ ରୟ

ଓଡ଼ିଶାଲାଇଭ୍ ବ୍ୟୁରୋ ସାହାରା ଇଣ୍ଡିଆ ଗ୍ରୁପ୍‌ର ପ୍ରତିଷ୍ଠାତା ସୁବ୍ରତ ରୟଙ୍କର ହୃଦଘାତରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ଅସୁସ୍ଥତା କାରଣରୁ ଦୀର୍ଘ ଦିନ ହେଲା ସେ ଡାକ୍ତରଖାନାରେ...