ନାସନାଲ ଗେମ୍ସ ପୂର୍ବରୁ ପଦକ ବିଜେତା ଓଡ଼ିଆ ଖେଳାଳିଙ୍କ ପାଇଁ ଆର୍ଥିକ ପୁରସ୍କାର ଘୋଷଣା
ଓଡ଼ିଶାଲାଇଭ୍ ବ୍ୟୁରୋ
ଚଳିତବର୍ଷ ଗୋଆରେ ଅନୁଷ୍ଠିତ ହେବାକୁ ଥିବା ୩୭ତମ ନାସନାଲ ଗେମ୍ସ ପାଇଁ ପୁରସ୍କାର ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏହି ପ୍ରତିଯୋଗିତାରେ ପଦକ ବିଜେତା ଓଡ଼ିଆ ଖେଳାଳିଙ୍କୁ ଆର୍ଥିକ ପୁରସ୍କାର ମିଳିବ।...
ଛତିଶଗଡ଼ ବିଧାନସଭା ନିର୍ବାଚନ: ପ୍ରଚାର କରିବେ ଓଡ଼ିଶା କଂଗ୍ରେସର ୩ ବରିଷ୍ଠ ନେତା
ଓଡ଼ିଶାଲାଇଭ୍ ବ୍ୟୁରୋ
ଛତିଶଗଡ଼ ବିଧାନସଭା ନିର୍ବାଚନ ଲାଗି ପ୍ରଚାର ମଇଦାନକୁ ଓହ୍ଲାଇବେ କଂଗ୍ରେସର ତିନିଜଣ ବରିଷ୍ଠ ନେତା। ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବେ ଓଡ଼ିଶାର ପିସିସି ସଭାପତି ଶରତ ପଟ୍ଟନାୟକ, ଏଆଇସିସି ପ୍ରଭାରୀ...
ଗଗନଯାନ ମିଶନ ପାଇଁ ଆଉ ପାଦେ ଆଗେଇଲା ଇସ୍ରୋ, ସଫଳ ହେଲା ପ୍ରଥମ ପରୀକ୍ଷାମୂଳକ ଉତକ୍ଷେପଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ନିଜର ମାନବ ମହାକାଶ ମିଶନ 'ଗଗନଯାନ'ର ପ୍ରଥମ ଟେଷ୍ଟ ଫ୍ଲାଇଟ ‘ଟିଭି-ଡି୧’କୁ ସଫଳତାର ସହ ଉତକ୍ଷେପଣ କରାଯାଇଛି। ଏହି ଟେଷ୍ଟ ଫ୍ଲାଇଟରେ ଗଗନଯାନ ମିଶନର...
ଏସବିଆଇରେ ୪୩୯ଟି ସ୍ପେସାଲିଷ୍ଟ ଅଫିସର ପଦବୀରେ ନିଯୁକ୍ତି ସୁଯୋଗ, ଆଜି ସରିବ ଆବେଦନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ)ରେ ଅନେକ ବ୍ୟାଙ୍କିଂ ସ୍ପେସାଲିଷ୍ଟ ଅଫିସର (ଏସଓ) ପଦବୀରେ ନିଯୁକ୍ତି ପାଇଁ ସୁଯୋଗ ରହିଛି। ଭାରତରେ ଥିବା ଏସବିଆଇର ବିଭିନ୍ନ ଶାଖାରେ ୪୩୯ଟି ଏସଓ ପଦବୀ ପୂରଣ...
ଏସିଆନ ପାରା ଗେମ୍ସ: ପ୍ରତି ଓଡ଼ିଆ ଖେଳାଳିଙ୍କୁ ୧୦ ଲକ୍ଷ ଟଙ୍କାର ଆର୍ଥିକ ପ୍ରୋତ୍ସାହନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏସିଆନ ପାରା ଗେମ୍ସରେ ଖେଳିବେ ଓଡ଼ିଶାର ୭ ଖେଳାଳି
ପ୍ରତ୍ୟେକ ଖେଳାଳିଙ୍କୁ ୧୦ ଲକ୍ଷ ଟଙ୍କାର ଆର୍ଥିକ ପ୍ରୋତ୍ସାହନ
ଟ୍ରେନିଂ ଓ ଅନ୍ୟାନ୍ୟ ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ପ୍ରୋତ୍ସାହନ ରାଶି ଘୋଷଣା
ଚୀନର ହାଙ୍ଗଝୌଉରେ ହେବାକୁ...
ଜେଲରୁ ମୁକୁଳିଲେ ନିଠାରୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ମୋନିନ୍ଦର ସିଂ ପନ୍ଧେର
ଓଡ଼ିଶାଲାଇଭ୍ ବ୍ୟୁରୋ
ଜେଲରୁ ମୁକୁଳିଲେ ବହୁ ଚର୍ଚ୍ଚିତ ନିଠାରୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ମୋନିନ୍ଦର ସିଂ ପନ୍ଧେର। ଅକ୍ଟୋବର ୧୬ ତାରିଖରେ ଆହ୍ଲାବାଦ ହାଇକୋର୍ଟ ନିଠାରୀ ହତ୍ୟାକାଣ୍ଡ ମାମଲାର ଦୁଇ ଅଭିଯୁକ୍ତ ମୋନିନ୍ଦର ସିଂ...
ଆଇସିସି ବିଶ୍ଵକପ: ଅଷ୍ଟ୍ରେଲିଆର ଭଲ ବ୍ୟାଟିଂ ପ୍ରଦର୍ଶନ, ପାକିସ୍ତାନ ଆଗରେ ୩୬୮ ରନର ବିଜୟ ଲକ୍ଷ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇସିସି କ୍ରିକେଟ ବିଶ୍ଵକପରେ ଶୁକ୍ରବାର ଖେଳାଯାଉଛି ଅଷ୍ଟ୍ରେଲିଆ-ପାକିସ୍ତାନ ମଧ୍ୟରେ ମ୍ୟାଚ। ଏଥିରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ଆଗରେ ୩୬୮ ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଛି। ଅଷ୍ଟ୍ରେଲିଆ ପକ୍ଷରୁ...
ଆଇଏଫଆଇ ଫାଉଣ୍ଡେସନ ପକ୍ଷରୁ ଷ୍ଟ୍ରୋକ୍ ସଚେତନତା କର୍ମଶାଳା, ଜମିଲା ଆଲୋଚନା
ଅଭିଷେକ ରାୟ
ଆଜି ସାରା ପୃଥିବୀରେ ଷ୍ଟ୍ରୋକ୍ ବା ମସ୍ତିଷ୍କାଘାତ ଏକ ବଡ଼ ଜନସ୍ଵାସ୍ଥ୍ୟ ଆହ୍ୱାନ ଭାବେ ଚିନ୍ତା ବଢ଼ାଇଛି। ଏହା ଅନେକ ଲୋକଙ୍କ ଜୀବନକୁ ବହୁଳ ଭାବେ ପ୍ରଭାବିତ କରୁଛି। ତେବେ ଷ୍ଟ୍ରୋକର...
ଭାରତରେ ଚାଲିଲା ପ୍ରଥମ ରାପିଡ୍ ଟ୍ରେନ, ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତରେ ଆରମ୍ଭ ହେଲା ପ୍ରଥମ ରାପିଡ୍ ଟ୍ରେନ ସେବା। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର ଗାଜିଆବାଦରେ ଏହାର ଉଦଘାଟନ କରିଛନ୍ତି। ଏହି ପ୍ରଥମ ରାପିଡ୍ ଟ୍ରେନକୁ ‘ନମୋ ଭାରତ’ ଭାବେ...
ଆଇସିସି ବିଶ୍ଵକପରେ ଭାରତ-ବାଂଲାଦେଶ ଟକ୍କର, ଟିମ୍ ଇଣ୍ଡିଆ ଆଗରେ ୨୫୭ ରନର ବିଜୟ ଲକ୍ଷ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇସିସି କ୍ରିକେଟ ବିଶ୍ଵକପରେ ଗୁରୁବାର ବାଂଲାଦେଶ ସହ ମୁକାବିଲା କରୁଛି ଟିମ୍ ଇଣ୍ଡିଆ। ମହାରଷ୍ଟ୍ରର ପୁଣେରେ ଖେଳାଯାଉଥିବା ଏହି ମ୍ୟାଚର ପ୍ରଥମ ଇନିଂସରେ ବାଂଲାଦେଶର ବ୍ୟାଟିଂ ସରିଛି। ଭାରତ ଆଗରେ ୨୫୭...





















