ଓଡ଼ିଶାରେ ଗଡ଼ିଲା ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ, ପୁରୀରୁ ତାଳଚେର ମଧ୍ୟରେ ଟ୍ରାଏଲ ରନ୍ ଆରମ୍ଭ
ଓଡ଼ିଶାରେ ଗଡ଼ିଲା ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ। ପୁରୀରୁ ରାଉରକେଲା ପର୍ଯ୍ୟନ୍ତ ଚାଲିବ ଏହି ଟ୍ରେନ। ସୋମବାର ପୁରୀରୁ...
ବଢ଼ିଲା ବଲିଉଡ କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡ଼ୁଆ, ଲୁକ୍ଆଉଟ୍ ସର୍କୁଲାର ଜାରି କଲା କମିଶନରେଟ୍ ପୋଲିସ
ଓଡ଼ିଶାଲାଇଭ୍ ବ୍ୟୁରୋ
ବଢ଼ିଲା ବଲିଉଡ କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡ଼ୁଆ। ସୌରିନଙ୍କ ବିରୋଧରେ ଲୁକ୍ଆଉଟ୍ ସର୍କୁଲାର ଜାରି କରିଛି କମିଶନରେଟ୍ ପୋଲିସ। ଅଭିଯୁକ୍ତ ସୌରିନ ଭଟ୍ଟଙ୍କୁ କୋଲକାତାର ବିଭିନ୍ନ ସ୍ଥାନରେ ଖୋଜି ନପାଇବା ପରେ...
ଏସବିଆଇ ପକ୍ଷରୁ ଅନେକ ‘ବ୍ୟାଙ୍କିଂ ପିଓ’ ପଦବୀରେ ନିଯୁକ୍ତି ସୁଯୋଗ, ଆବେଦନର ଶେଷ ତାରିଖ ସେପ୍ଟେମ୍ବର ୨୭
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ)ରେ ଅନେକ ବ୍ୟାଙ୍କିଂ ପ୍ରୋବେସନାରି ଅଫିସର (ପିଓ) ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଭାରତରେ ଥିବା ଏସବିଆଇର ବିଭିନ୍ନ ଶାଖାରେ ୨ ହଜାରଟି ପିଓ...
ଜି-୨୦ ସମ୍ମିଳନୀ: ନୂଆଦିଲ୍ଲୀ ଘୋଷଣାପତ୍ରକୁ ସର୍ବସମ୍ମତିରେ ମିଳିଲା ମଞ୍ଜୁରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ନୂଆଦିଲ୍ଲୀ ଘୋଷଣାପତ୍ରକୁ ସବୁ ସଦସ୍ୟ ରାଷ୍ଟ୍ରଙ୍କ ସମର୍ଥନ
ବିଶ୍ଵରେ ସ୍ଥାୟୀ ଆର୍ଥିକ ବିକାଶ ଉପରେ ଗୁରୁତ୍ଵ
ବିଶ୍ୱ ଜୈବ ଇନ୍ଧନ ମେଣ୍ଟ ଆରମ୍ଭ କରିବା ନେଇ ଘୋଷଣା
ନୂଆଦିଲ୍ଲୀର ପ୍ରଗତି ମଇଦାନରେ...
ଜି-୨୦ ସମ୍ମିଳନୀ: ଶୋଭା ବଢ଼ାଉଛି ଓଡ଼ିଶାର କୋଣାର୍କ ଚକ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ଜି-୨୦ ସମ୍ମିଳନୀର ଅନ୍ୟତମ ଆକର୍ଷଣ ପାଲଟିଛି କୋଣାର୍କ ସୂର୍ଯ୍ୟ ମନ୍ଦିରର ପ୍ରସିଦ୍ଧ ଚକ୍ର।
ଜି-୨୦ ସମ୍ମିଳନୀର ଶୋଭା ବଢ଼ାଉଛି ଓଡ଼ିଶାର କୋଣାର୍କ ଚକ୍ର। ନୂଆଦିଲ୍ଲୀର ‘ଭାରତ ମଣ୍ଡପମ୍’ରେ ଝଲସୁଛି ରାଜ୍ୟର ପ୍ରାଚୀନ ଐତିହ୍ୟ।...
ବିଶ୍ଵ କଲ୍ୟାଣ ପାଇଁ ସମସ୍ତଙ୍କୁ ଏକାଠି ହୋଇ କାମ କରିବାର ସମୟ ଆସିଛି – ନରେନ୍ଦ୍ର ମୋଦୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜି-୨୦ ଶିଖର ସମ୍ମିଳନୀର ଶୁଭାରମ୍ଭ ଅବସରରେ ଏକାଠି ହୋଇଛନ୍ତି ବିଶ୍ୱନେତା।
ଆରମ୍ଭ ହେଲା ଜି-୨୦ ଶିଖର ସମ୍ମିଳନୀ। ନୂଆଦିଲ୍ଲୀର ପ୍ରଗତି ମଇଦାନ ସ୍ଥିତ ‘ଭାରତ ମଣ୍ଡପମ୍’ରେ ଏକାଠି ହୋଇଛନ୍ତି ବିଶ୍ଵର ବହୁ ବିଶିଷ୍ଟ...
ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆନ୍ଧ୍ରପ୍ରଦେଶ ଦକ୍ଷତା ବିକାଶ ନିଗମ ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି ଚନ୍ଦ୍ରବାବୁ ନାଇଡୁ।
ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ଅଧ୍ୟକ୍ଷ ଏନ ଚନ୍ଦ୍ରବାବୁ ନାଇଡୁ ଗିରଫ ହୋଇଛନ୍ତି। ଆନ୍ଧ୍ରପ୍ରଦେଶ ଦକ୍ଷତା ବିକାଶ...
ନୂଆଦିଲ୍ଲୀରେ ଜୋ ବାଇଡେନ: ଆସନ୍ତାକାଲି ଜି-୨୦ ସମ୍ମିଳନୀରେ ଯୋଗ ଦେବେ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜି-୨୦ ସମ୍ମିଳନୀ ପାଇଁ ଶୁକ୍ରବାର ନୂଆଦିଲ୍ଲୀରେ ପହଞ୍ଚିଛନ୍ତି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ।
ଭାରତରେ ପହଞ୍ଚିଲେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ। ଶୁକ୍ରବାର ସନ୍ଧ୍ୟା ୭ଟା ବେଳେ ଦିଲ୍ଲୀର ପାଲମ ଏୟାରପୋର୍ଟରେ ତାଙ୍କର...
ବୟସ୍କ ଲୋକଙ୍କ ଫିଟ୍ ରହିବା ପାଇଁ ଫିଜିଓଥେରାପି
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
[youtube https://www.youtube.com/watch?v=s0XIN1r8Cu4]ଆଜି ହେଉଛି ବିଶ୍ଵ ଫିଜିଓଥେରାପି ଦିବସ। ବୟସ୍କ ଲୋକ ଫିଟ୍ ରହିବା ପାଇଁ କେମିତି କରିବେ ଫିଜିଓଥେରାପି? ଜାଣିବା ପାଇଁ ଦେଖନ୍ତୁ ଭିଡିଓ...
ବୟସ୍କ ଲୋକମାନଙ୍କୁ ବିଭିନ୍ନ କାରଣରୁ ଘରେ ରହିବାକୁ ପଡ଼େ।...
ଇଣ୍ଡିଆ ବନାମ ଭାରତ ବିବାଦ: କଥା ପହଞ୍ଚିଲାଣି ଜାତିସଂଘରେ
ଓଡ଼ିଶାଲାଇଭ୍ ବ୍ୟୁରୋ
ଇଣ୍ଡିଆ ବନାମ ଭାରତ ବିବାଦରେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସଙ୍କ ପ୍ରତିକ୍ରିୟା।
ଆମ ଦେଶର ନାମ ଇଣ୍ଡିଆ ହେବ ନା ଭାରତ, ଏହାକୁ ନେଇ ବିବାଦ ଆରମ୍ଭ ହୋଇଛି। ବିରୋଧୀମାନେ ଦେଶର ନାଁ...





















