National

ଆଇସିସିର ପାକିସ୍ତାନକୁ ଝଟକା: ଅହମ୍ମଦାବାଦରେ ଭାରତ-ପାକ୍ ବିଶ୍ଵକପ ମ୍ୟାଚକୁ ନେଇ ଅନିଶ୍ଚିତତା

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତରେ ଚଳିତବର୍ଷ ହେବାକୁ ଯାଉଛି ଆଇସିସି କ୍ରିକେଟ ବିଶ୍ଵକପ। ଏହି ମେଗା ଟୁର୍ଣ୍ଣାମେଣ୍ଟରେ ବିଶ୍ଵର ୧୦ଟି ଦଳ ଭାଗ ନେବେ। ବିଶ୍ଵକପରେ ପୁଣି ମୁହାଁମୁହିଁ ହେବାକୁ ଯାଉଛନ୍ତି ପାରମ୍ପରିକ ପ୍ରତିଦ୍ଵନ୍ଦୀ ଭାରତ...

ପବିତ୍ର ବାହୁଡ଼ା ଯାତ୍ରା: ଶରଧାବାଲିରୁ ଗଡ଼ିଲା ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ

ଓଡ଼ିଶାଲାଇଭ୍ ବ୍ୟୁରୋ ବାହୁଡ଼ା ଯାତ୍ରା ଅବସରରେ ଏବେ ଶରଧାବାଲିରୁ ଶ୍ରୀମନ୍ଦିର ଅଭିମୁଖେ ଗଡ଼ିଛି ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁମାନେ ଭକ୍ତିଭାବରେ ରଥକୁ ଟାଣିବା ଆରମ୍ଭ କରିଛନ୍ତି। ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ...

ବାହୁଡ଼ା ଯାତ୍ରାରେ ଶ୍ରୀମନ୍ଦିର ଅଭିମୁଖେ ଗଡ଼ିଲା ତାଳଧ୍ଵଜ ରଥ

ଓଡ଼ିଶାଲାଇଭ୍ ବ୍ୟୁରୋ ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ପୁରୀରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ନଅ ଦିନର ଯାତ୍ରା ସାରି ଶ୍ରୀମନ୍ଦିର ଅଭିମୁଖେ ବାହାରିଛନ୍ତି ମହାପ୍ରଭୁ। ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ଵଜ ରଥକୁ ଭକ୍ତମାନେ...

‘ଆଇବିପିଏସ୍’ ପକ୍ଷରୁ ‘ଆରଆରବି’ ନିଯୁକ୍ତି ପରୀକ୍ଷା ପାଇଁ ଜାରି ରହିଛି ଆବେଦନ, ଜୁନ୍ ୩୦ ଶେଷ ତାରିଖ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତର ବିଭିନ୍ନ ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ (ଆରଆରବି)ଗୁଡ଼ିକରେ ଅନେକ ଗ୍ରୁପ ‘ଏ’, ‘ଗ୍ରୁପ ‘ବି’ ଓ ଗ୍ରୁପ ‘ସି’ ଅଫିସର ଓ ଅନ୍ୟାନ୍ୟ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି।...

ତଦନ୍ତ କରି ଓଡ଼ିଶା କ୍ୟାଡର ଆଇଏଏସ ଅଧିକାରୀଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଓଡ଼ିଶାକୁ କେନ୍ଦ୍ରର ଚିଠି

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା କ୍ୟାଡରର ଜଣେ ଆଇଏଏସ ଅଧିକାରୀଙ୍କ ବିରୋଧରେ ହୋଇଥିବା ଅଭିଯୋଗର ସଠିକ୍ ଭାବେ ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର। ଓଡ଼ିଶା କ୍ୟାଡରର ଜଣେ...

ଭାରତରେ ଆଇସିସି କ୍ରିକେଟ ବିଶ୍ଵକପ ୨୦୨୩: ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରୁ ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତରେ ହେବାକୁଥିବା ଆଇସିସି କ୍ରିକେଟ ବିଶ୍ଵକପ ୨୦୨୩ ପାଇଁ ଖେଳସୂଚୀ ଜାରି ହୋଇଛି। ଚଳିତବର୍ଷ ଅକ୍ଟୋବର ୫ରୁ ନଭେମ୍ବର ୧୯ ତାରିଖ ଯାଏଁ କ୍ରିକେଟର ଏହି ମେଗା ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ।...

ବର୍ଲିନ ସ୍ପେଶାଲ ଅଲିମ୍ପିକ ଗେମ୍ସରେ ଚମକିଲେ ଓଡ଼ିଶାର ଖେଳାଳି, ପ୍ରଥମଥର ଜିତିଲେ ୮ଟି ପଦକ

ଓଡ଼ିଶାଲାଇଭ୍ ବ୍ୟୁରୋ ଜର୍ମାନୀର ବର୍ଲିନଠାରେ ଅନୁଷ୍ଠିତ ହୋଇଥିବା ସ୍ପେଶାଲ ଅଲିମ୍ପିକ ଗେମ୍ସ ୨୦୨୩ରେ ଓଡ଼ିଶାର ଖେଳାଳିମାନେ ଉତ୍ତମ ପ୍ରଦର୍ଶନ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଭାରତ ପକ୍ଷରୁ ପ୍ରତିନିଧିତ୍ଵ କରି ପ୍ରଥମଥର ପାଇଁ...

ଦିଗପହଣ୍ଡି ମର୍ମନ୍ତୁଦ ଦୁର୍ଘଟଣାରେ ୧୨ ଜଣଙ୍କର ମୃତ୍ୟୁ: ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଓଡ଼ିଶାଲାଇଭ୍ ବ୍ୟୁରୋ ବିବାହ ଉତ୍ସବରେ ଯୋଗ ଦେଇ ଫେରୁଥିବାବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗାଁର ୧୨ ଜଣ। ମୃତକଙ୍କ ମଧ୍ୟରେ ରହିଛନ୍ତି ଗୋଟିଏ ପରିବାରର...

ଆମେରିକାର ଟାମ୍ପା ସହରରେ ପାଳନ ହେଲା ରଥଯାତ୍ରା – ହରିବୋଲ, ହୁଳହୁଳିରେ କମ୍ପିଲା ପରିବେଶ

ଓଡ଼ିଶାଲାଇଭ୍ ବ୍ୟୁରୋ ଆମେରିକାର ଟାମ୍ପା ସହରରେ ପାଳନ ହୋଇଛି ରଥଯାତ୍ରା। ଘଣ୍ଟଘଣ୍ଟାର ତାଳେ ତାଳେ ହରିବୋଲ ଓ ହୁଳହୁଳି ଦେଇ ବହୁ ଆଡ଼ମ୍ଵରରେ ପ୍ରବାସୀ ଓଡ଼ିଆମାନେ ରଥଯାତ୍ରା ପାଳନ କରିଛନ୍ତି। ଆମେରିକାର ଫ୍ଲୋରିଡା ସ୍ଥିତ ଟାମ୍ପା...

‘ସିମ୍‌ଲା ରାଜିନାମା’ ଉପରେ ଅଟକିଛି ବିରୋଧୀ ମହାମେଣ୍ଟର ଭବିଷ୍ୟତ

ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ ପାଟଣାରେ ଏକାଠି ବସିଲେ, କିନ୍ତୁ ରାଜିନାମା ହେବ ସିମ୍‌ଲାରେ। ବିରୋଧୀ ମହାମେଣ୍ଟର ପରବର୍ତ୍ତୀ ସିମ୍‌ଲା ବୈଠକ ଉପରେ ପୂରା ଦେଶବାସୀଙ୍କ ନଜର। ପାଟଣାରେ ବିରୋଧୀ ଏକାଠି ବସିଲେ। ଜୁନ ୨୩ ତାରିଖରେ...