National

ଦମ୍ପତ୍ତିଙ୍କ ସମ୍ପର୍କ ସୁଧୁରିବାର କୌଣସି ଆଶା ନଥିଲେ ତତ୍କାଳ ଛାଡ଼ପତ୍ର ମିଳିପାରିବ – ସୁପ୍ରିମକୋର୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତରେ ବିବାହ ବିଚ୍ଛେଦକୁ ନେଇ ସୋମବାର ଦିନ ସୁପ୍ରିମକୋର୍ଟ ଏକ ଗୁରୁତ୍ଵପୂର୍ଣ୍ଣ ରାୟ ଦେଇଛନ୍ତି। ଭବିଷ୍ୟତରେ ଦମ୍ପତ୍ତିଙ୍କ ସମ୍ପର୍କ ସୁଧୁରିବାର କୌଣସି ଆଶା ନଥିଲେ ନ୍ୟାୟାଳୟ ତତ୍କାଳ ବିବାହକୁ ରଦ୍ଦ କରିପାରିବେ...

ଜାତୀୟ ସ୍ତରରେ ଆଉ ଜଣେ ଓଡ଼ିଆଙ୍କୁ ବଡ଼ ଦାୟିତ୍ଵ, ଡକ୍ଟର ଅଜିତ କୁମାର ମହାନ୍ତି ହେଲେ ଆଣବିକ ଶକ୍ତି...

ଓଡ଼ିଶାଲାଇଭ୍ ବ୍ୟୁରୋ ସର୍ବଭାରତୀୟ ସ୍ତରରେ ଆଉ ଜଣେ ଓଡ଼ିଆଙ୍କୁ ମିଳିଛି ବଡ଼ ଦାୟିତ୍ଵ। ଭାରତର ବିଶିଷ୍ଟ ପରମାଣୁ ବିଜ୍ଞାନୀ ଡକ୍ଟର ଅଜିତ କୁମାର ମହାନ୍ତି ଏବେ ଭାରତୀୟ ଆଣବିକ ଶକ୍ତି ବିଭାଗର ନୂଆ ସଚିବ...

ରାଜସ୍ଥାନ କ୍ଷମତା ଲୋଭ: ପାଇଲଟ-ଗେହଲଟଙ୍କ ରାଜନୈତିକ ଲଢ଼େଇ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ରାଜସ୍ଥାନରେ କ୍ଷମତା ହାତେଇବାକୁ ସଚିନ ପାଇଲଟ ଏବଂ ଆଶୋକ ଗେହଲଟଙ୍କ ମଧ୍ୟରେ ଚାଲିଛି ରାଜନୈତିକ ଲଢ଼େଇ। ରାଜସ୍ଥାନ ରାଜନୀତି ଏବେ ଉଠୁଛି ପଡ଼ୁଛି। ଗୋଟିଏ ମୁଖ୍ୟ ଆସନ ଉପରେ ଦୁଇଜଣ ତୁଙ୍ଗ...

ବନ୍ଧୁକ ମୁନରୁ ଆରମ୍ଭ ବନ୍ଧୁକ ମୁନରେ ଶେଷ ଅତିକ ଅହମ୍ମଦର ଜୀବନ

ଓଡ଼ିଶାଲାଇଭ୍ ବ୍ୟୁରୋ ମାଟିରେ ମିଶିଲା ଆତଙ୍କର ଅନ୍ୟ ନାଁ ଅତିକ ଅହମ୍ମଦ। ଆତିକର ହତ୍ୟା ଏବେ ରାଜନୀତିର ଏକ ଅନ୍ଧକାର ଦିଗକୁ ସାମ୍ନାକୁ ଆଣିଛି। ଅପରାଧରୁ ରାଜନୀତି ଓ ରାଜନୀତିରୁ ଅପରାଧ, ହିନ୍ଦୀ ହାର୍ଟଲାଣ୍ଡରେ...

କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳରେ ‘ଅସିଷ୍ଟାଣ୍ଟ କମାଣ୍ଡାଣ୍ଟ’ ପଦବୀ ପାଇଁ ନିଯୁକ୍ତି ସୁଯୋଗ, ଆବେଦନର ଶେଷ ତାରିଖ ମେ’...

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ ସରକାରଙ୍କ ଗୃହ ବିଭାଗ ଅଧିନସ୍ଥ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳରେ (ସିଏପିଏଫ) ‘ଅସିଷ୍ଟାଣ୍ଟ କମାଣ୍ଡାଣ୍ଟ’ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ଅର୍ଦ୍ଧ ସାମରିକ ବଳର ବିଭିନ୍ନ ବିଭାଗରେ...

ବାହାରିଲା ୨୦୨୩ ଜେଇଇ ମେନ୍ ରେଜଲ୍ଟ – ୯୯.୯୮ ପ୍ରତିଶତ ସ୍କୋର କରି ପ୍ରିୟଙ୍କା ସର ଓଡ଼ିଶା ଟପ୍ପର

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତରେ ଶନିବାର ଦିନ ଜେଇଇ ମେନ୍ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ଓଡ଼ିଶାର ୯୯.୯୮ ପ୍ରତିଶତ ନମ୍ବର ରଖି ପ୍ରିୟଙ୍କା ସର ରାଜ୍ୟ ଟପ୍ପର ହୋଇଛନ୍ତି। ନାସନାଲ ଟେଷ୍ଟିଂ ଏଜେନ୍ସି...

ଆନନ୍ଦ ମୋହନ: ଗ୍ୟାଙ୍ଗଷ୍ଟରରୁ ରାଜନେତା, ଯାହା ପାଇଁ ବଦଳିଗଲା ଆଇନ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ଆନନ୍ଦ ମୋହନ ଏମିତି ଜଣେ ମଣିଷ, ଯାହା ପାଇଁ ବଦଳିଗଲା ଆଇନ। ଜଣେ ଗ୍ୟାଙ୍ଗଷ୍ଟର ପ୍ରତି ନୀତିଶ କୁମାରଙ୍କର ଦରଦ କାହିଁକି ରହିଥିଲା? ଏ ପ୍ରଶ୍ନ ସମସ୍ତଙ୍କ...

ମେ’ ୫ରେ ବଙ୍ଗୋପସାଗରରେ ଲଘୁଚାପ, ବାତ୍ୟା ସମ୍ଭାବନା ଅସ୍ପଷ୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଏବେ କାଳବୈଶାଖୀ ପ୍ରଭାବରେ ବର୍ଷା ହେଉଛି। ତେବେ ମେ’ ମାସ ୫ ତାରିଖରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ଆଶଙ୍କା ରହିଛି। ଏହା ପ୍ରଭାବରେ ଓଡ଼ିଶା ସମେତ ଭାରତର...

ଲମ୍ବା କୁସ୍ତି ପରେ ଶେଷରେ ବିଜେପି ସାଂସଦ ବ୍ରିଜଭୂଷଣଙ୍କ ନାଁରେ ଏତଲା ଠୋକିଲା ଦିଲ୍ଲୀ ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ ମହିଳା କୁସ୍ତି ଖେଳାଳିଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗ ପରେ ଶୁକ୍ରବାର ରାତିରେ ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ତଥା ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ମାମଲା ରୁଜୁ...

ବଲିଉଡ ଅଭିନେତ୍ରୀ ଜିଆ ଖାନ ମୃତ୍ୟୁ ମାମଲା: ୧୦ ବର୍ଷ ପରେ ନିର୍ଦୋଷରେ ଖଲାସ ହେଲେ ଅଭିନେତା ସୁରଜ...

ଓଡ଼ିଶାଲାଇଭ୍ ବ୍ୟୁରୋ ବଲିଉଡ ଅଭିନେତ୍ରୀ ଜିଆ ଖାନ ମୃତ୍ୟୁ ମାମଲାରେ ନିର୍ଦୋଷରେ ଖଲାସ ହୋଇଛନ୍ତି ଅଭିନେତା ସୁରଜ ପାଞ୍ଚୋଲି। ୧୦ ବର୍ଷ ପରେ ମୁମ୍ବାଇ ସ୍ପେସାଲ ସିବିଆଇ କୋର୍ଟ ଶୁକ୍ରବାର ଦିନ ସୁରଜଙ୍କୁ ନିର୍ଦୋଷରେ...