କଳିଙ୍ଗରେ ଶେଷ କ୍ଵାର୍ଟର ମୁକାବିଲା, ମୁହାଁମୁହିଁ ହେବେ ଇଂଲଣ୍ଡ-ଜର୍ମାନୀ ଏବଂ ନେଦରଲାଣ୍ଡସ-କୋରିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ବୁଧବାର ଖେଳାଯିବ ଶେଷ ଦୁଇଟି କ୍ଵାର୍ଟର ଫାଇନାଲ ମ୍ୟାଚ। ପ୍ରଥମ ମୁକାବିଲାରେ ଇଂଲଣ୍ଡ ଓ ଜର୍ମାନୀ ମୁହାଁମୁହିଁ ହେବେ। ପ୍ରଥମ ମ୍ୟାଚ ଶେଷ ହେବାପରେ ସନ୍ଧ୍ୟାରେ ନେଦରଲାଣ୍ଡସ...
ସ୍ପେନକୁ ହରାଇ ପ୍ରଥମ ଦଳ ଭାବେ ସେମିରେ ଅଷ୍ଟ୍ରେଲିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି ହକି ବିଶ୍ଵକପ କ୍ଵାର୍ଟର ଫାଇନାଲ। ମଙ୍ଗଳବାର ପ୍ରଥମ କ୍ଵାର୍ଟର ମ୍ୟାଚରେ ଅଷ୍ଟ୍ରେଲିଆ ୪-୩ ଗୋଲରେ ସ୍ପେନକୁ ପରାସ୍ତ କରିଛି। ଏହି ମ୍ୟାଚ ଜିତି ଅଷ୍ଟ୍ରେଲିଆ...
ଲଞ୍ଚ ହେଲା ଭାରତରେ ପ୍ରସ୍ତୁତ ପ୍ରଥମ ସର୍ଭାଇକଲ କ୍ୟାନ୍ସର ଭ୍ୟାକ୍ସିନ ‘ସେର୍ଭଭାକ’
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତରେ ପ୍ରଥମ ଥର ପ୍ରସ୍ତୁତ କରାଯାଇଥିବା ସର୍ଭାଇକଲ କ୍ୟାନ୍ସର ଭ୍ୟାକ୍ସିନ ‘ସର୍ଭଭାକ’ (CERVAVAC)କୁ ମଙ୍ଗଳବାର ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଲଞ୍ଚ କରିଛନ୍ତି।
ବର୍ତ୍ତମାନ ସମୟରେ ଅଧିକାଂଶ ମହିଳାଙ୍କଠାରେ ସର୍ଭାଇକଲ କନ୍ସର...
ବିବାହ ପୂର୍ବରୁ ଓଡ଼ିଶା ଆସି ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ନେଲେ ଅନନ୍ତ ଅମ୍ବାନୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିବାହ ପୂର୍ବରୁ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ନେବାକୁ ଓଡ଼ିଶାରେ ପହଞ୍ଚିଛନ୍ତି ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ। ମଙ୍ଗଳବାର ଦିନ ଅନନ୍ତ ଅମ୍ବାନୀ ଭୁବନେଶ୍ୱର ବିମାନବନ୍ଦରରେ...
ଦିଲ୍ଲୀ ଓ ଉତ୍ତରପ୍ରଦେଶରେ ଭୂମିକମ୍ପ ଝଟକା
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିଲ୍ଲୀ-ଏନସିଆର, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡର କେତେକ ସ୍ଥାନରେ ମଙ୍ଗଳବାର ଦିନ ଦ୍ଵି’ ପ୍ରହରରେ ଭୂମିକମ୍ପ ଅନୁଭୂତ ହୋଇଛି। ଦିନ ପ୍ରାୟ ୨ଟା ୨୮ ମିନିଟରେ ଭୂମିକମ୍ପକୁ ନେଇ ଛାନିଆ ହୋଇଯାଇଥିଲେ ଲୋକେ।...
ଭାରତରେ ବିକଶିତ ହେଲା ପ୍ରଥମ ସ୍ମାର୍ଟଫୋନ୍ ଅପରେଟିଂ ସିଷ୍ଟମ୍ ‘ଭାରୋସ୍’
ଓଡ଼ିଶାଲାଇଭ୍ ବ୍ୟୁରୋ
ମୋବାଇଲ ଅପରେଟିଂ ସିଷ୍ଟମ୍ କଥା ଆସିଲେ ସାମ୍ନାକୁ ଆସେ କେବେଳ ଦୁଇଟି ନାଁ। ଗୋଟିଏ ହେଲା ଗୁଗଲ୍ ଆଣ୍ଡ୍ରଏଡ୍ ଓ ଅନ୍ୟଟି ହେଲା ଆପଲ ଆଇଓଏସ୍। ଏବେ ଭାରତରେ ବିକଶିତ ହୋଇଛି...
ଆଜିଠୁ ହକି ବିଶ୍ଵକପ କ୍ଵାର୍ଟର ଫାଇନାଲ, ମୁହାଁମୁହିଁ ହେବେ ୮ ଦଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏଫଆଇଏଚ୍ ପରୁଷ ହକି ବିଶ୍ଵକପରେ ଶେଷ ହୋଇଛି କ୍ରସ୍ଓଭର ମୁକାବିଲା। ମଙ୍ଗଳବାରରୁ ଆରମ୍ଭ ହେବାକୁ ଯାଉଛି କ୍ଵାର୍ଟର ଫାଇନାଲ ଲଢ଼େଇ। ଏହି ପର୍ଯ୍ୟାୟ ବିଶ୍ଵକପରେ ୮ଟି ଦେଶର ସ୍ଥିତି ନିର୍ଦ୍ଧାରଣ କରିବ।...
ଓଡ଼ିଶାର ସମ୍ଭବ ମିଶ୍ରଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ସମ୍ଭବ ମିଶ୍ରଙ୍କୁ ଚଳିତ ବର୍ଷ ଲାଗି ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରାଯାଇଛି। କଳା ଏବଂ ସଂସ୍କୃତିରେ ଉଲ୍ଲେଖନୀୟ ଅବଦାନ ପାଇଁ କେନ୍ଦ୍ର ମହିଳା ଓ ଶିଶୁ ବିକାଶ...
ସାଧାରଣତନ୍ତ୍ର ଦିବସ ସମାରୋହରେ ହେବ ସ୍ଵତନ୍ତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ ‘ବନ୍ଦେ ଭାରତମ୍’
ଓଡ଼ିଶାଲାଇଭ୍ ବ୍ୟୁରୋ
ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀର ରାଜପଥରେ ଆୟୋଜିତ ପ୍ୟାରେଡ ଭାରତର ସାମରିକ ସାମର୍ଥ୍ୟ ଏବଂ ସାଂସ୍କୃତିକ ବିବିଧତାର ମହିମା ବହନ କରେ। ୨୦୨୩ ସାଧାରଣତନ୍ତ୍ର ଦିବସ ସମାରୋହରେ ଏଥର ମଧ୍ୟ ନୂଆଦିଲ୍ଲୀ ରାଜପଥର...
ସାତ ଜନମର ସାଥୀ ହେଲେ ଆଥିୟା-କେଏଲ ରାହୁଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିବାହ ବନ୍ଧନରେ ବାନ୍ଧି ହୋଇ ସାତ ଜନମର ସାଥୀ ହେଲେ ବଲିଉଡ ଅଭିନେତ୍ରୀ ଆଥିୟା ସେଟ୍ଟୀ ଏବଂ ଭାରତୀୟ କ୍ରିକେଟର କେ ଏଲ ରାହୁଲ। ବରିଷ୍ଠ ଅଭିନେତା ସୁନିଲ ସେଟ୍ଟୀଙ୍କ ଖଣ୍ଡାଲା...





















