National

କଳିଙ୍ଗରେ ବେଲଜିୟମକୁ ହରାଇ ଜର୍ମାନୀ ହକିର ବିଶ୍ଵବିଜେତା

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=P1e1ZK9fR-Q] ଓଡ଼ିଶାରେ ଚାଲିଥିବା ହକି ପୁରୁଷ ବିଶ୍ଵକପର ପରିସମାପ୍ତି ଘଟିଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ବିଶ୍ଵକପ ଫାଇନାଲରେ ବେଲଜିୟମକୁ ପରାସ୍ତ କରି ଜର୍ମାନୀ ଚାମ୍ପିୟାନ୍‌ ହୋଇଛି। ରବିବାର ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ରେ...

ବଦଳିଲା ନାଁ: ରାଷ୍ଟ୍ରପତି ଭବନର ‘ମୁଗଲ ଗାର୍ଡେନ’ ହେଲା ‘ଅମୃତ ଉଦ୍ୟାନ’

ଓଡ଼ିଶାଲାଇଭ୍ ବ୍ୟୁରୋ ରାଷ୍ଟ୍ରପତି ଭବନର ‘ମୁଗଲ ଗାର୍ଡେନ’ର ନାଁ ବଦଳିଛି। ‘ମୁଗଲ ଗାର୍ଡେନ’ ଏବେ ‘ଅମୃତ ଉଦ୍ୟାନ’ ଭାବେ ପରିଚୟ ପାଇବ। ନିଜର ସୌନ୍ଦର୍ଯ୍ୟ ପାଇଁ ସ୍ଵତନ୍ତ୍ର ପରିଚୟ ବହନ କରିଛି ରାଷ୍ଟ୍ରପତି ଭବନର...

ଉତ୍କଣ୍ଠାପୂର୍ଣ୍ଣ ସେମିରେ ଅଷ୍ଟ୍ରେଲିଆକୁ ହରାଇ ବିଶ୍ଵକପ ଫାଇନାଲରେ ଜର୍ମାନୀ  

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଛି ହକି ବିଶ୍ଵକପ ସେମି ଫାଇନାଲ ମୁକବିଲା। ଶୁକ୍ରବାର ରୋମାଞ୍ଚ ଭରା ପ୍ରଥମ ସେମି ଫାଇନାଲ ମ୍ୟାଚରେ ଜର୍ମାନୀ ୪-୩ ଗୋଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଏହି...

ଭାରତରେ ଲଞ୍ଚ ହେଲା ବିଶ୍ଵର ପ୍ରଥମ ନାଜାଲ କୋଭିଡ ଭ୍ୟାକ୍ସିନ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ଵର ପ୍ରଥମ ନାଜାଲ କୋଭିଡ ଭ୍ୟାକ୍ସିନ ଭାରତରେ ଲଞ୍ଚ ହୋଇଛି। ଏହି ଭ୍ୟାକ୍ସିନର ନାଁ ରହିଛି ଇନକୋଭାକ (iNCOVACC)। ଭାରତ ବାୟୋଟେକ ଓ୍ଵାସିଂଟନ ୟୁନିଭର୍ସିଟି ସହ ମିଶି ଏହାକୁ ପ୍ରସ୍ତୁତ କରିଛି।...

ଗ୍ରାଣ୍ଡସ୍ଲାମ କ୍ୟାରିୟରରୁ ସନ୍ନ୍ୟାସ ନେଲେ ଟେନିସ ତାରକା ସାନିଆ ମିର୍ଜା

ଓଡ଼ିଶାଲାଇଭ୍ ବ୍ୟୁରୋ ଗ୍ରାଣ୍ଡସ୍ଲାମ କ୍ୟାରିୟରରୁ ସନ୍ନ୍ୟାସ ନେଲେ ଭାରତୀୟ ଟେନିସ ତାରକା ସାନିଆ ମିର୍ଜା। ନିଜ କ୍ୟାରିୟରର ଶେଷ ଗ୍ରାଣ୍ଡସ୍ଲାମ ଅଷ୍ଟ୍ରିଲିଆନ ଓପନ ୨୦୨୩ ଖେଳିଛନ୍ତି ସାନିଆ। ଯୋଡ଼ିଦାର ରୋହନ ବୋପନ୍ନାଙ୍କ ସହ ମିକ୍ସଡ...

କଳିଙ୍ଗରେ ସେମି ଫାଇନାଲ ଲଢ଼େଇ, ଟକ୍କର ନେବେ ବିଶ୍ଵ ହକିର ଶ୍ରେଷ୍ଠ ୪ ଦଳ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୁଷ ହକି ବିଶ୍ଵକପରେ ଶୁକ୍ରବାର ଖେଳାଯିବ ଦୁଇଟି ସେମି ଫାଇନାଲ ମୁକବିଲା। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅପରାହ୍ଣ ୪ଟା ୩୦ମିନିଟରେ ଆରମ୍ଭ ହେବ ମ୍ୟାଚ। ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ଓ ଜର୍ମାନୀ...

ଘୋଷଣା ହେଲା ପଦ୍ମ ପୁରସ୍କାର, ଓଡିଶାରୁ ୪ ଜଣଙ୍କୁ ପଦ୍ମଶ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ୭୪ତମ ସାଧାରଣତନ୍ତ୍ର ଦିବସ ପୂର୍ବରୁ ବୁଧବାର ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ବର୍ଷ ୨୦୨୨ ପାଇଁ ୧୦୬ ଜଣଙ୍କୁ ପଦ୍ମ ପୁରସ୍କାର ଦିଆଯିବ। ସେଥିମଧ୍ୟରୁ ୬ ଜଣଙ୍କୁ ପଦ୍ମ ବିଭୂଷଣ, ୯...

ହକି ବିଶ୍ଵକପ କ୍ଲାସିଫିକେଶନ ମ୍ୟାଚ, ନବମ ସ୍ଥାନ ପାଇଁ ଖେଳିବ ଭାରତ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୁଷ ହକି ବିଶ୍ଵକପରେ ଶେଷ ହୋଇଛି କ୍ଵାର୍ଟର ପର୍ଯ୍ୟାୟ। ଶ୍ରେଷ୍ଠ ୪ଟି ଦଳ ଯାଇଛନ୍ତି ସେମି ଫାଇନାଲକୁ। ତେବେ ଗୁରୁବାର ବିଶ୍ଵକପରେ ଖେଳାଯାଉଛି କ୍ଲାସିଫିକେଶନ ମ୍ୟାଚ। ଯେଉଁ ଦଳଗୁଡ଼ିକ ଗ୍ରୁପ୍ ପର୍ଯ୍ୟାୟ...

ଆଜି ସମଗ୍ର ଦେଶ ପାଳୁଛି ୭୪ତମ ସାଧାରଣତନ୍ତ୍ର ଦିବସ

ଓଡ଼ିଶାଲାଇଭ୍ ବ୍ୟୁରୋ ସାରା ଦେଶ ଆଜି ପାଳନ କରୁଛି ୭୪ତମ ସାଧାରଣତନ୍ତ୍ର ଦିବସ। ଚଳିତ ବର୍ଷ କୋଭିଡ କଟକଣା ମୁକ୍ତ ସାଧାରଣତନ୍ତ୍ର ଦିବସ ପାଳନ ହେଉଥିବାରୁ ଦେଶବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି।...

ଦିଲ୍ଲୀରେ ଶ୍ରୀଜଗନ୍ନାଥ ଯାତ୍ରା ଟ୍ରେନର ହେଲା ଶୁଭାରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ ବହୁ ପ୍ରତିକ୍ଷିତ ଶ୍ରୀଜଗନ୍ନାଥ ଯାତ୍ରା ଟ୍ରେନର ଶୁଭାରମ୍ଭ ହୋଇଯାଇଛି। ବୁଧବାର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ପତାକା ଦେଖାଇ ଏହି ଟ୍ରେନର ପ୍ରଥମ ଯାତ୍ରାର ଉଦଘାଟନ କରିଛନ୍ତି। ଏଥିଲାଗି ନୂଆଦିଲ୍ଲୀର ସଫଦରଜଙ୍ଗ ରେଳ...