National

‘କାଢ଼ା ପିଇଲେ ଯକୃତ ଖରାପ ହେବାର କୌଣସି ପ୍ରମାଣ ନାହିଁ’

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ନିୟମିତ ଭାବରେ କାଢ଼ା ପିଇଲେ ଯକୃତ ଖରାପ ହେବାର କୌଣସି ପ୍ରମାଣ ନାହିଁ, ଏକଥା କହିଛି ଆୟୁଷ ମନ୍ତ୍ରାଳୟ। ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି ଯେ...

୧ ମାସ ପରେ ଜେଲରୁ ବାହାରିଲେ ରିୟା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଡ୍ରଗ୍ସ ଲିଙ୍କ୍‌ ମାମଲାରେ ଗିରଫ ହୋଇଥିବା ସୁଶାନ୍ତ ସିଂ ରାଜପୁତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ମୁମ୍ବାଇ ହାଇକୋର୍ଟ ଆଜି ଜାମିନ ପ୍ରଦାନ କରିଛନ୍ତି। ଜାମିନ ମିଳିବା ପରେ ଦୀର୍ଘ ୧ ମାସ...

ଦୀର୍ଘ ୧ ମାସ ପରେ କରୋନାରୁ ସୁସ୍ଥ ହେଲେ ଅର୍ଜୁନ କପୁର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦୀର୍ଘ ୧ ମାସ ପରେ କରୋନାରୁ ସୁସ୍ଥ ହୋଇଛନ୍ତି ବଲିଉଡ ଅଭିନେତା ଅର୍ଜୁନ କପୁର। ଏହି ଖୁସି ଖବର ସେ ସୋସିଆଲ ମିଡିଆ ଜରିଆରେ ତାଙ୍କ ପ୍ରଂଶସକଙ୍କୁ ଜଣାଇଛନ୍ତି। ସୁସ୍ଥ ହେବା ପରେ...

ଓକିଲମାନେ କାହିଁକି ପିନ୍ଧନ୍ତି ଧଳା ସାର୍ଟ ସହ କଳା କୋଟ୍?

ଓଡ଼ିଶାଲାଇଭ୍ ବ୍ୟୁରୋ ଫିଲ୍ମ ହେଉ କି ବାସ୍ତବ ଜୀବନ, ଆପଣ ଓକିଲମାନଙ୍କୁ ସବୁବେଳେ କଳା କୋଟ୍ ଏବଂ ଧଳା ସାର୍ଟରେ ହିଁ ଦେଖିଥିବେ। ଆପଣ କେବେ ଭାବିଛନ୍ତି କି ଓକିଲମାନେ କଳା ରଙ୍ଗର କୋଟ୍...

ରସାୟନ ବିଜ୍ଞାନ ବିଭାଗରେ ଘୋଷଣା ହେଲା ନୋବେଲ ପୁରସ୍କାର

ଓଡ଼ିଶାଲାଇଭ୍ ବ୍ୟୁରୋ ଚଳିତବର୍ଷ ରସାୟନ ବିଜ୍ଞାନ ବିଭାଗରେ ଘୋଷଣା ହୋଇଛି ନୋବେଲ ପୁରସ୍କାର। ଏଥର ଏହି ପୁରସ୍କାର ମିଳିତ ଭାବେ ଦୁଇଜଣ ବୈଜ୍ଞାନିକଙ୍କୁ ମିଳିବ ବୋଲି ନୋବେଲ ଏକାଡେମୀ ପକ୍ଷରୁ ଘୋଷଣା କରାଯାଇଛି। ଇମାନୁଏଲ୍ କାରପିଣ୍ଟର...

ସଳଖ ରାସ୍ତାକୁ ଫେରୁଛି କି ଅର୍ଥନୀତି! ଅର୍ଥନୈତିକ ବିଶାରଦ ସନ୍ଦିହାନ

  କମଳାକାନ୍ତ ପତି କରୋନା କବଳିତ ଅର୍ଥନୀତିର ଖରାପ ସମୟ ଦୂର ହେଉଛି କି? ସେପ୍ଟେମ୍ବର ମାସରେ ଜିଏସଟି ଆଦାୟରେ ବୃଦ୍ଧି, ଶିଳ୍ପ ଉତ୍ପାଦନ ସୂଚକାଙ୍କରେ ଉତ୍ସାହ, ରପ୍ତାନୀରେ ସାମାନ୍ୟ ଅଗ୍ରଗତିରୁ ମିଳୁଥିବା ସୂଚନା କିଛିଟା...

ରହସ୍ୟମୟ ଦ୍ୱୀପ – ଯେଉଁଠାକୁ ବର୍ଷରେ ଗୋଟିଏ ଦିନ ଯାଆନ୍ତି ଲୋକ

ଓଡ଼ିଶାଲାଇଭ୍ ବ୍ୟୁରୋ ଛୁଟିଦିନ ବିତାଇବାକୁ ଲୋକମାନେ ପ୍ରାୟତ କୌଣସି ଦ୍ୱୀପକୁ ଯାଆନ୍ତି। କାରଣ ଦ୍ୱୀପର ସୌନ୍ଦର୍ଯ୍ୟ ଏପରି ଯେ ଏହା ଲୋକଙ୍କୁ ଆକର୍ଷିତ କରିଥାଏ। କିନ୍ତୁ ଆଜି ଆମେ ଆପଣଙ୍କୁ ଦୁନିଆର ଏପରି ଏକ...

ହାଥରସ ପୀଡ଼ିତାଙ୍କ ପରିବାରକୁ ମିଳିଲା ସୁରକ୍ଷା – ଘରେ ଲାଗିଲା କ୍ୟାମେରା, ପୋଲିସ ମୁତୟନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ହାଥରସ ଗଣଦୁଷ୍କର୍ମ ପୀଡ଼ିତାଙ୍କ ପରିବାରକୁ ସୁରକ୍ଷା ମିଳିଛି। ପୀଡ଼ିତାଙ୍କ ଘରେ ଓ ଆଖପାଖ କେତେକ ସ୍ଥାନରେ ସିସି ଟିଭି ଲାଗିଥିଲା ବେଳେ ସୁରକ୍ଷାକର୍ମୀ ମଧ୍ୟ ମୁତୟନ ହୋଇଛନ୍ତି। ଏଥସହିତ ପରିବାରର ପ୍ରତି...

କେଉଁ ସର୍ତ୍ତରେ ରିୟା ଚକ୍ରବର୍ତ୍ତୀଙ୍କୁ ମିଳିଲା ଜାମିନ୍?

ଓଡ଼ିଶାଲାଇଭ୍ ବ୍ୟୁରୋ ଡ୍ରଗ୍ସ କାରବାର ମାମଲାରେ ଛନ୍ଦି ହୋଇ ପାଖାପାଖି ଏକ ମାସ ଜେଲରେ ରହିବା ପରେ ଆଜି ରିୟା ଚକ୍ରବର୍ତ୍ତୀଙ୍କୁ ମିଳିଛି ଜାମିନ। ବମ୍ବେ ହାଇକୋର୍ଟ ରିୟାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛି। ତେବେ...

ରିଲାଏନ୍ସ ରିଟେଲ ଭେଞ୍ଚର୍ସରେ ୫୫୧୨.୫୦ କୋଟି ଟଙ୍କା ନିବେଶ କରିବ ଆବୁଧାବିର ଏଡିଆଇଏ

ଓଡ଼ିଶାଲାଇଭ୍ ବ୍ୟୁରୋ ଆବୁଧାବି ଇନଭେଷ୍ଟମେଣ୍ଟ ଅଥରିଟି (ଏଡିଆଇଏ)ର ପୂର୍ଣ୍ଣ ମାଲିକାନାଧୀନ ଏକ ସଂସ୍ଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ସହଯୋଗୀ କମ୍ପାନି ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ୍ (ଆରଆରଭିଏଲ୍‌)ରେ ୫୫୧୨.୫୦ କୋଟି ଟଙ୍କା ନିବେଶ କରିବ। ଏନେଇ...