National

୩୩ ବର୍ଷରେ ହିନା – ବଲିଉଡ ନାୟିକାଙ୍କୁ ଦେଉଛନ୍ତି ଟକ୍କର୍

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଟିଭି ଜଗତର ଜଣେ ଆଗଧାଡ଼ିର ନାୟିକା ହେଲେ ହିନା ଖାନ୍‌। ନିଜର ଲୁକ୍‌ ଓ ଫ୍ୟାଶନକୁ ନେଇ ସବୁବେଳେ ଚର୍ଚ୍ଚାରେ ଥିବା ହିନା ଏବେ ଷ୍ଟାଇଲରେ ବଲିଉଡ ଅଭିନେତ୍ରୀଙ୍କୁ ବି...

ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ବିମାନଯାତ୍ରା ପାଇଁ ଆସିଲା ନୂଆ ବିମାନ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତର ରାଷ୍ଟ୍ରପତି, ଉପ-ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ବିମାନଯାତ୍ରା ପାଇଁ ଆସିଛି ନୂଆ ଅତ୍ୟାଧୁନିକ ବିମାନ ‘ବି ୭୭୭’। ଉନ୍ନତ ଜ୍ଞାନକୌଶଳ ଓ ଶତ୍ରୁ ପକ୍ଷକୁ ମାତ୍ ଦେବାରେ ସିଦ୍ଧହସ୍ତ ଏହି ବିମାନ...

ଭାରତୀୟ ନୌସେନାରେ ନିଯୁକ୍ତି ସୁଯୋଗ, ଅକ୍ଟୋବର ୨୦ ପୂର୍ବରୁ କରନ୍ତୁ ଆବେଦନ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ନୌସେନାରେ ୩୪ ଗୋଟି ପଦବୀ ନିମନ୍ତେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରର୍ଥୀମାନେ ଅକ୍ଟୋବର ୨୦ ପୂର୍ବରୁ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ। ପଦବୀ ସଖ୍ୟା - ଏଜୁକେସନ ବ୍ରାଞ୍ଚ...

ବାବ୍ରୀ ମସଜିଦ୍ ଭଙ୍ଗ ମାମଲାର ଚୂଡ଼ାନ୍ତ ରାୟ – ପୁରୁଣା କଥାକୁ ଘାଣ୍ଟି ଲାଭ କ’ଣ?

କମଳାକାନ୍ତ ପତି ଦୀର୍ଘ ୨୮ ବର୍ଷ ପୂର୍ବରୁ ଅଯୋଧ୍ୟାରେ ବାବ୍ରୀ ମସଜିଦ୍‌ ଧ୍ଵଂସ ହୋଇଥିଲା କର ସେବକମାନଙ୍କ ହାତରେ। ତାହାକୁ ନେଇ ଚାଲିଥିବା ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ କରିଛନ୍ତି ସିବିଆଇ ସ୍ଵତନ୍ତ୍ର ଅଦାଲତର...

ହାଥରସ୍ ପଦଯାତ୍ରାରେ ରାହୁଲ, ପ୍ରିୟଙ୍କା – ଅଧାବାଟରୁ ଉଠାଇନେଲା ପୋଲିସ୍

ଓଡ଼ିଶାଲାଇଭ୍ ବ୍ୟୁରୋ ହାଥରସ ପୀଡ଼ିତାଙ୍କ ପରିବାରକୁ ଦେଖାକରିବାକୁ ଯାଉଥିବାବେଳେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଅଟକାଇଛି ଉତ୍ତରପ୍ରଦେଶ ପୋଲିସ୍। ନୋଏଡା ନିକଟସ୍ଥ ହାଇୱେ ଏକ୍ସପ୍ରେସରୁ ପୋଲିସ ସେମାନଙ୍କୁ ଅଟକାଇବା ସହିତ ଦୁହିଁଙ୍କୁ...

ବଦାୟୁଁ, ଉନ୍ନାଓ ପରେ ଏବେ ହାଥରସ୍‌ ଓ ବଳରାମପୁର : ଦୈନିକ ୧୨ ଦୁଷ୍କର୍ମର ଲଜ୍ଜା ମୁଣ୍ଡାଉଛି ଉତ୍ତରପ୍ରଦେଶ

ଓଡ଼ିଶାଲାଇଭ୍ ବ୍ୟୁରୋ ବଦାୟୁଁ, ଉନ୍ନାଓ ପରେ ଏବେ ହାଥରସ୍‌ ଓ ବଳରାମପୁରରେ ନାରୀ ଉପରେ ଯେଉଁ ଗଣ ନିର୍ଯାତନାର ଚିତ୍ର ସାମ୍ନାକୁ ଆସିଛି, ତାହା ନିର୍ଭୟା ଘଟଣାକୁ ମଧ୍ୟ ବଳିଯାଇଛି। ଉତ୍ତରପ୍ରଦେଶ କ୍ରମଶଃ ନାରୀମାନଙ୍କ...

ଅଭିନବ ପ୍ରୟାସ – ଗାନ୍ଧୀଜୀଙ୍କ ବେଶରେ କୋଭିଡ ଟେଷ୍ଟ୍ କରି ସଚେତନ କରାଇଲେ ୧୦ ବର୍ଷର ବାଳକ

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ସଚେତନତା ପାଇଁ ଗାନ୍ଧୀ ବେଶ ଧାରଣ କଲେ ୧୦ ବର୍ଷର ବାଳକ। କରୋନା ଭାଇରସ ସାରା ବିଶ୍ୱକୁ କବଳିତ କରି ରଖିଛି। ପ୍ରତିଦିନ ରେକର୍ଡ ସଂଖ୍ୟକ ପଜିଟିଭ୍‌ ଚିହ୍ନଟ ହେଉଛି। କରୋନାକୁ...

କରୋନା ସମୟରେ ଅନଲାଇନ୍ ପାଠପଢ଼ା – ୩ ମାସରେ ୩୫୦ କୋର୍ସ କରି ବିଶ୍ୱ ରେକର୍ଡ କଲେ ଯୁବତୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ମହାମାରୀ ସମସ୍ତଙ୍କ ଜୀବନଶୈଳୀକୁ ଏକପ୍ରକାର ବଦଳାଇ ଦେଇଛି। ଏବେ କିଏ ଘରୁ ଅଫିସ୍ କାମ କରୁଛି ତ ଆଉ କିଏ ଚାକିରି ହରେଇ ଅନ୍ୟ କାମରେ ମନ ବଳାଇଛି। ଆଉ...

ନେପାଳରେ ନିର୍ମାଣ ହେବ ବିଶାଳ ଅଯୋଧ୍ୟାପୁରୀ ଧାମ

ଓଡ଼ିଶାଲାଇଭ୍ ବ୍ୟୁରୋ ନେପାଳରେ ୪୦ ଏକର ଜମିରେ ନିର୍ମାଣ ହେବ ବିଶାଳ ଅଯୋଧ୍ୟାପୁରୀ ଧାମ। ଚିତବନ ଜିଲ୍ଲା ଅନ୍ତର୍ଗତ ମାଡି ନଗରପାଳିରେ ଏହି ଅଯୋଧ୍ୟାପୁରୀ ଧାମ ନିର୍ମାଣ କରିବାକୁ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା...

ହାଥରସ୍ ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ଯାଉଛନ୍ତି ରାହୁଲ୍, ପ୍ରିୟଙ୍କା – ଜିଲ୍ଲାରେ ଧାରା ୧୪୪ ଲାଗୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍ତରପ୍ରଦେଶର ହାଥରସରେ ଘଟିଥିବା ଗଣଦୁଷ୍କର୍ମକୁ ନେଇ ଏବେ ରାଜନୈତିକ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି। କେତେକ ସାମାଜିକ ଅନୁଷ୍ଠାନ ଏନେଇ ରାଜରାସ୍ତାକୁ ଓହ୍ଲାଇଥିବାବେଳେ ଦୁଷ୍କର୍ମକାରୀଙ୍କୁ କଠିନରୁ କଠିନ ଦଣ୍ଡ ଦେବାକୁ ସେମାନେ...