ଏଏସଓ ଚୟନ ଅନିୟମିତତା ମାମଲା, ଓପିଏସସି ପକ୍ଷରୁ ପ୍ରସ୍ତୁତ ମେରିଟ୍ ଲିଷ୍ଟ କାଏମ ରଖିଲେ ଓଡ଼ିଶା ହାଇକୋର୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଏଏସଓ ଚୟନ ଅନିୟମିତତା ମାମଲାରେ ଶୁକ୍ରବାର ରାୟ ଶୁଣାଇଛନ୍ତି ଓଡ଼ିଶା ହାଇକୋର୍ଟ। ଏଥିରେ ଓପିଏସସି ପକ୍ଷରୁ ଜାରି ହୋଇଥିବା ୧,୧୦୪ ଜଣ ପରୀକ୍ଷାର୍ଥୀଙ୍କ ମେରିଟ୍ ଲିଷ୍ଟକୁ କାଏମ ରଖାଯାଇଛି। ଏହାସହ ଯେଉଁଠୁ...

ଓଡ଼ିଶାରେ କମିବ ଶୀତ, ବଢ଼ିବ କୁହୁଡ଼ି!

ଓଡ଼ିଶାଲାଇଭ୍ ବ୍ୟୁରୋ ଶୁକ୍ରବାର ଦିନଠାରୁ ରାଜ୍ୟରେ ଧୀରେ ଧୀରେ ଶୀତର ପ୍ରକୋପ କମିବ, କିନ୍ତୁ କୁହୁଡ଼ି ବଢ଼ିବ। ଏ ନେଇ ପୂର୍ବାନୁମାନ କରିଛି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଗତ ସପ୍ତାହେ ହେଲା ଅସହ୍ୟ ଶୀତରେ...

ରାଉରକେଲା ସୀମାନ୍ତରେ ରେଳଧାରଣା ଉଡ଼ାଇ ଦେଲେ ମାଓବାଦୀ, ଟ୍ରେନ ଚଳାଚଳ ପ୍ରଭାବିତ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଉରକେଲା ସୀମାନ୍ତରେ ଥିବା ଝାଡ଼ଖଣ୍ଡର ମନୋହରପୁର ଅଞ୍ଚଳରେ ମାଓବାଦୀଙ୍କ ହିଂସାକାଣ୍ଡ ଦେଖିବାକୁ ମିଳିଛି। ରାଉରକେଲା ଓ ମନୋହରପୁର ଷ୍ଟେସନ ମଝିରେ ଥିବା ବିରୁୱାଠାରେ ଗୁରୁବାର ରାତିରେ ମାଓବାଦୀମାନେ ରେଳଧାରଣା ଉଡ଼ାଇ ଦେଇଥିଲେ।...

ଓଡ଼ିଶାରେ ୧୧୨.୫୩ ମେଗାୱାଟର ସବୁଜ ଶକ୍ତି ପ୍ରକଳ୍ପକୁ ସିଙ୍ଗିଲ୍ ୱିଣ୍ଡୋ କମିଟିର ଅନୁମୋଦନ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ୧୧୨.୫୩ ମେଗାୱାଟର ସବୁଜ ଶକ୍ତି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଗୁରୁବାର ଶକ୍ତି ବିଭାଗ ଅନ୍ତର୍ଗତ ସିଙ୍ଗିଲ୍ ୱିଣ୍ଡୋ କମିଟିର ବୈଠକରେ ଏହି ପ୍ରକଳ୍ପଗୁଡ଼ିକୁ ଅନୁମୋଦନ କରାଯାଇଛି। ଏହାଦ୍ଵାରା ରାଜ୍ୟରେ ମୋଟ...

କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ, ୩ ଯବାନ ସହିଦ

ଓଡ଼ିଶାଲାଇଭ୍ ବ୍ୟୁରୋ କଶ୍ମୀର ରଜୌରୀର ଥାନାମଣ୍ଡି ଅଞ୍ଚଳରେ ଗୁରୁବାର ଦିନ ଆତଙ୍କବାଦୀ ଆକ୍ରାମଣରେ ୩ ଜଣ ଯବାନ ସହିଦ ହୋଇଛନ୍ତି। ଏହି ଆକ୍ରମଣରେ ଅନ୍ୟ ୩ ଜଣ ଯବାନ ଗୁରୁତର ଆହତ ହୋଇ ଚିକିତ୍ସା...

ରାଉରକେଲାରେ ନିୟନ୍ତ୍ରଣ ହେଉନି ଝାଡ଼ାବାନ୍ତି ସ୍ଥିତି, ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି ନୂଆ ରୋଗୀ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଉରକେଲାରେ ଝାଡ଼ାବାନ୍ତି ସ୍ଥିତି ନୟନ୍ତ୍ରଣକୁ ଆସୁନାହିଁ। ଗୁରୁବାର ଦିନ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ପୁଣି ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହେଉଥିବାବେଳେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବୁଧବାର ଦିନ ସ୍ଵାସ୍ଥ୍ୟ...

ମାଓବାଦୀଙ୍କ ସହ ମୁକାବିଲା ହେବ ଆହୁରି ବ୍ୟାପକ, ଓଡ଼ିଶା ପୋଲିସ ପାଇଁ କିଣାଯିବ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ମାଓବାଦୀଙ୍କ ସହ ମୁକାବିଲା ଲାଗି ଓଡ଼ିଶା ପୋଲିସ ପାଇଁ କିଣାଯିବ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର। ଏଥିରେ ପୋଲିସ ପାଇଁ କର୍ଣ୍ଣରସଟ୍ ବନ୍ଧୁକ ଓ ଅତ୍ୟାଧୁନିକ ଡ୍ରୋନ୍ କିଣିବାକୁ ଯୋଜନା କରାଯାଇଛି। ଭୁବନେଶ୍ୱରରେ ବୁଧବାର...

ବିବାହ ବିଚ୍ଛେଦ ପାଇଁ ଅନୁଭବଙ୍କୁ ହାଇକୋର୍ଟଙ୍କ ଅନୁମତି: ଅଲଗା ହେବେ ବର୍ଷା-ଅନୁଭବ!

ଓଡ଼ିଶାଲାଇଭ୍ ବ୍ୟୁରୋ ଅଲଗା ହେବେ ଓଲିଉଡ ସେଲିବ୍ରିଟି କପଲ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବଂ ଅଭିନେତା ଅନୁଭବ ମହାନ୍ତି। ବିବାହ ବିଚ୍ଛେଦ ପାଇଁ ଅନୁଭବଙ୍କୁ ଅନୁମତି ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ପୂର୍ବରୁ କଟକ ପରିବାର ଅଦାଲତ...

ବଦଳିବ ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟ ନିର୍ବାଚନ କମିଶନରଙ୍କ ନିଯୁକ୍ତି ପ୍ରକ୍ରିୟା, ଲୋକସଭାରେ ବିଲ୍ ପାରିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତର ମୁଖ୍ୟ ନିର୍ବାଚନ କମିଶନର ତଥା ଅନ୍ୟ ନିର୍ବାଚନ କମିଶନରଙ୍କ ନିଯୁକ୍ତି ସମ୍ବନ୍ଧିତ ବିଲ୍ ଗୁରୁବାର ଲୋକସଭାରେ ପାରିତ ହୋଇଛି। ଏହା ମୁଖ୍ୟ ନିର୍ବାଚନ କମିଶନରଙ୍କ ନିଯୁକ୍ତି କ୍ଷେତ୍ରରେ କେନ୍ଦ୍ର ସରକାରଙ୍କୁ...

ଭୁବନେଶ୍ୱରରେ ୧୮ତମ ଜାତୀୟ ହସ୍ତଶିଳ୍ପ ମେଳା ‘ତୋଷାଳି’: ଓଡ଼ିଶାର ଜନଜାତି କଳାକୃତି ଏବଂ ଜିଆଇ ମାନ୍ୟତା ପାଇଥିବା ବିଭିନ୍ନ...

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ଭୁବନେଶ୍ୱର ଜନତା ମଇଦାନରେ ଚାଲିଛି ୧୮ତମ ‘ତୋଷାଳି’ - ଜାତୀୟ ହସ୍ତଶିଳ୍ପ ମେଳା। ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଆୟୋଜିତ ଏହି ଜାତୀୟ ସ୍ତରୀୟ...