ସିପେଟ୍ ଭୁବନେଶ୍ଵରରେ ‘ଗ୍ରୀନ୍ ଇକୋନୋମି ୱିଥ୍ ଗ୍ରୀନ୍ ପ୍ଲାଷ୍ଟିକ୍’ କାର୍ଯ୍ୟକ୍ରମ, ସମୃଦ୍ଧ ଭବିଷ୍ୟତ ପାଇଁ ସବୁଜ ପ୍ଲାଷ୍ଟିକକୁ ପ୍ରୋତ୍ସାହନ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=WlRXnrFe3KQ ପ୍ଲାଷ୍ଟିକ ଆମ ଜୀବନ ଏବଂ ବ୍ୟବସାୟର ଏକ ଅଭିନ୍ନ ଅଂଶ ପାଲଟିଛି ସତ ହେଲେ ଏହା ଆଜି ମନୁଷ୍ୟ ସମାଜ ଓ ପରିବେଶ ପାଇଁ ବିପଦ ସୃଷ୍ଟି କରିଛି। ତେବେ ସ୍ପଷ୍ଟ...

ସିନେମା ହଲରେ ଗଣ୍ଡଗୋଳ: ବିଚାର ବିଭାଗୀୟ ହାଜତକୁ ଗଲେ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ

ଓଡ଼ିଶାଲାଇଭ୍ ବ୍ୟୁରୋ ସିନେମା ହଲରେ ଗଣ୍ଡଗୋଳ କରିବା ସହ ସିନେମା ହଲ ମାଲିକଙ୍କୁ ମାଡ଼ ମାରିବା ଅଭିଯୋଗରେ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ଜେପି ସିଂ ସାଲୁଜାଙ୍କୁ ଗିରଫ କରିଥିଲା ପୋଲିସ। ଜାମିନ...

ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକମେଲ ମାମଲା: ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ ହାଜର ହେଲେ ଅର୍ଚ୍ଚନା ନାଗ

ଓଡ଼ିଶାଲାଇଭ୍ ବ୍ୟୁରୋ ବ୍ଲାକମେଲ କରି ଟଙ୍କା ମାଗିବା ଅଭିଯୋଗରେ ଗିରଫ ହୋଇ ଜେଲରେ ଥିବା ଅର୍ଚ୍ଚନା ନାଗ ହାଜର ହୋଇଛନ୍ତି ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ। ଓଡ଼ିଆ ସିନେମା ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକମେଲ କରି...

ସିଦ୍ଧରମେୟା ହେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ!

ଓଡ଼ିଶାଲାଇଭ୍ ବ୍ୟୁରୋ ସିଦ୍ଧରମେୟା କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ହେବାର ସମ୍ଭବନା ରହିଛି। ଦଳୀୟ ନେତୃତ୍ଵଙ୍କ ଘନ ଘନ ବୈଠକ ପରେ ସିଦ୍ଧରମେୟାଙ୍କ ନାଁରେ ମୋହର ବାଜିଥିବା କୁହାଯାଉଛି। କର୍ଣ୍ଣାଟକ ନିର୍ବାଚନରେ ପ୍ରାୟ ୪୦ ବର୍ଷର ରେକର୍ଡ...

ସିଙ୍ଗାପୁରରେ ‘ଷ୍ଟୁଡେଣ୍ଟ ଏକ୍ସଚେଞ୍ଜ’ କାର୍ଯ୍ୟକ୍ରମ ସାରି ଭୁବନେଶ୍ୱର ଫେରିଲେ ବିଶ୍ୱ ଦକ୍ଷତା କେନ୍ଦ୍ରର ଛାତ୍ରଛାତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଦେଶ ଅନୁଭୂତି ନେଇ ଫେରିଲେ ବିଶ୍ୱ ଦକ୍ଷତା କେନ୍ଦ୍ରର ୪୦ ଛାତ୍ରଛାତ୍ରୀ ରୋବୋଟିକ୍ସ ଓ ଡ୍ରୋନ୍ ଟେକ୍ନୋଲୋଜି ବିଷୟରେ ଅତିରିକ୍ତ ତାଲିମ ସିଙ୍ଗାପୁରର ଇନଷ୍ଟିଚ୍ୟୁଟ ଅଫ୍ ଟେକନିକାଲ ଏଜୁକେସନରେ (ଆଇଟିଇ) ‘ଷ୍ଟୁଡେଣ୍ଟ...

ସିଙ୍ଗାପୁରରୁ ୬ ମାସିଆ ଇଣ୍ଟର୍ଣ୍ଣସିପ୍ ସାରି ଓଡ଼ିଶା ଫେରିଲେ ବିଶ୍ୱ ଦକ୍ଷତା କେନ୍ଦ୍ରର ଛାତ୍ରଛାତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ସିଙ୍ଗାପୁରର ବିଭିନ୍ନ କମ୍ପାନିରେ ୬ ମାସିଆ ‘ପେଡ୍ ଇଣ୍ଟର୍ଣ୍ଣସିପ୍’ ଶେଷକରି ଓଡ଼ିଶା ଫେରିଛନ୍ତି ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରର ୨୪ ଜଣ ଛାତ୍ରଛାତ୍ରୀ। ରବିବାର ସକାଳେ ଛାତ୍ରଛାତ୍ରୀମାନେ ସିଙ୍ଗାପୁର-ଭୁବନେଶ୍ୱର ସିଧାସଳଖ...

ସିଙ୍ଗାପୁରରୁ ୬ ମାସିଆ ‘ପେଡ୍-ଇଣ୍ଟର୍ଣ୍ଣସିପ୍’ କରି ଓଡ଼ିଶା ଫେରିଲେ ବିଶ୍ୱ ଦକ୍ଷତା କେନ୍ଦ୍ରର ଛାତ୍ରଛାତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ସିଙ୍ଗାପୁରର ବିଭିନ୍ନ କମ୍ପାନିରେ ସଫଳତାର ସହ ୬ ମାସିଆ ‘ପେଡ୍ ଇଣ୍ଟର୍ଣ୍ଣସିପ୍’ ଶେଷକରି ଓଡ଼ିଶା ଫେରିଛନ୍ତି ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରର ୨୪ ଜଣ ଛାତ୍ରଛାତ୍ରୀ। ଭୁବନେଶ୍ୱରରେ ପହଞ୍ଚିବା ପରେ...

ସିଙ୍ଗଲ ୱିଣ୍ଡୋ ବୈଠକରେ ୭ଟି ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟ ସଚିବାଳୟରେ ବସିଥିବା ସିଙ୍ଗଲ ୱିଣ୍ଡୋ ବୈଠକରେ ୫ଟି ସେକ୍ଟରର ୭ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏହି ପ୍ରକଳ୍ପରେ ୧ ହଜାର ୩୬ କୋଟି ଟଙ୍କାର ପୁଞ୍ଜି ନିବେଶ କରାଯିବ ବୋଲି...

ସିଗନାଲିଂ ତ୍ରୁଟି ଯୋଗୁଁ ହୋଇଥିଲା ବାହାନଗା ଟ୍ରେନ ଟ୍ରାଜେଡି – ରେଳ ସୁରକ୍ଷା କମିଶନର

ଓଡ଼ିଶାଲାଇଭ୍ ବ୍ୟୁରୋ ବାହାନଗା ରେଳ ଦୁର୍ଘଟଣା ସିଗନାଲିଂ ତ୍ରୁଟି ଯୋଗୁଁ ହୋଇଥିଲା। ସିଗନାଲ ବ୍ୟବସ୍ଥା ମରାମତି ସମୟରେ ସିଗନାଲିଂ ସର୍କିଟ୍ ଏପଟ ସେପଟ ହୋଇଯାଇଥିବାରୁ ତ୍ରୁଟିପୂର୍ଣ୍ଣ ସିଗନାଲ ମିଳିଥିଲା। ଯାହାଫଳରେ କରମଣ୍ଡଳ ଏକ୍ସପ୍ରେସ ଭୁଲବଶତଃ...

ସିକ୍କିମରେ ବାଦଲଫଟା ବର୍ଷା ଯୋଗୁଁ ବଡ଼ଧରଣର ବନ୍ୟା, ଭାରତୀୟ ସେନାର ୨୩ ଯବାନ ନିଖୋଜ

ଓଡ଼ିଶାଲାଇଭ୍ ବ୍ୟୁରୋ ସିକ୍କିମରେ ବାଦଲଫଟା ବର୍ଷା ଯୋଗୁଁ ବଡ଼ଧରଣର ବନ୍ୟା ସୃଷ୍ଟି ହୋଇଛି। ତୀସ୍ତା ନଦୀରେ ମଙ୍ଗଳବାର ରାତିରେ ହୋଇଥିବା ବନ୍ୟା ଯୋଗୁଁ ସିକ୍କିମର ସିଙ୍ଗତାମରେ ଭାରତୀୟ ସେନାର ୨୩ ଜଣ ଯବାନ ନିଖୋଜ...