ପରଲୋକରେ ବିଶିଷ୍ଟ ସାହିତ୍ୟିକ ମନୋଜ ଦାସ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଆ ସାହିତ୍ୟର ଶ୍ରେଷ୍ଠ ଲେଖକ ତଥା ବାଗ୍ମୀ ପଦ୍ମଭୂଷଣ ମନୋଜ ଦାସ ଆଉ ନାହାନ୍ତି। ମଙ୍ଗଳବାର ପୁଡୁଚେରୀସ୍ଥିତ ଶ୍ରୀ ଅରବିନ୍ଦ ଆଶ୍ରମ ନର୍ସିଂହୋମରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଦୀର୍ଘ...

ଜୟ ଜଗନ୍ନାଥ ସେବା ସମିତି ପକ୍ଷରୁ ଏସ୍‌ସିବି ମେଡିକାଲରେ ରନ୍ଧା ଖାଦ୍ୟ ବଣ୍ଟନ

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା କଟକଣା ଜନିତ ସଟ୍‌ଡାଉନ ବେଳେ କଟକ ଏସ୍‌ସିବି ମେଡିକାଲରେ ରନ୍ଧା ଖାଦ୍ୟ ବଣ୍ଟନ କରିଛି ଜୟ ଜଗନ୍ନାଥ ସେବା ସମିତି। ଟ୍ରଷ୍ଟର ସଦସ୍ୟମାନେ ରବିବାରଦିନ ପ୍ରାୟ ୭୦୦ରୁ ଊର୍ଦ୍ଧ୍ଵ ଲୋକଙ୍କୁ...

କରୋନାରେ ବିଶିଷ୍ଟ ସାମ୍ଵାଦିକ ଅମଜଦ୍ ବାଦ୍‌ଶାହାଙ୍କର ପରଲୋକ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ଜଣେ ବରିଷ୍ଠ ସାମ୍ଵାଦିକ ଅମଜଦ୍ ବାଦ୍‌ଶାହାଙ୍କ କରୋନାରେ ପରଲୋକ ହୋଇଛି। କିଛି ଦିନ ତଳେ ସେ କୋଭିଡ୍‌ରେ ଆକ୍ରାନ୍ତ ହୋଇ ଝାରସୁଗୁଡ଼ା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସ୍ଥିତି ବିଗିଡ଼ିବାରୁ ତାଙ୍କୁ...

ଅନ୍ତର୍ଜାତୀୟ ସ୍ତରରେ ସଫଳ ଉଦ୍ୟୋଗୀ ଅମରେନ୍ଦ୍ର ସାହୁ – ଦିନେ ଇଂରାଜୀ କହିବାକୁ ଡରୁଥିଲେ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=DVHbVe0KrJQ] ଓଡ଼ିଶାର ପୁଅ ହେଉଛନ୍ତି ଅମରେନ୍ଦ୍ର ସାହୁ। ଆଜି ସେ ଅନ୍ତର୍ଜାତୀୟ ସ୍ତରରେ ଜଣେ ସଫଳ ଉଦ୍ୟୋଗୀ ଭାବେ ଖ୍ୟାତିଲାଭ କରିପାରିଛନ୍ତି। ଦିନଥିଲା ସେ ଭଲ ଭାବରେ ଇଂରାଜୀ କହି ପାରୁନଥିଲେ।...

୧ ଲକ୍ଷ ୭୦ ହଜାର କୋଟିର ରାଜ୍ୟ ବଜେଟ୍ – କେଉଁ ବିଭାଗକୁ କେତେ?

ଓଡ଼ିଶାଲାଇଭ୍ ବ୍ୟୁରୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସୋମବାର ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ୨୦୨୧-୨୨ ବର୍ଷ ପାଇଁ ୧ଲକ୍ଷ ୭୦ ହଜାର...

କୋଲକାତାରେ କାନାଇନ ପାରଭୋ ଭାଇରସ ଆତଙ୍କ – ୩ ଦିନରେ ଗଲାଣି ୨୫୦ କୁକୁର ଜୀବନ

ଓଡ଼ିଶାଲାଇଭ୍ ବ୍ୟୁରୋ କୋଲକାତାରେ ଆତଙ୍କ ଖେଳାଇଛି କାନାଇନ ପାରଭୋ ଭାଇରସ। ଏହି ଭାଇରସ କାରଣରୁ ଗତ ୩ ଦିନ ମଧ୍ୟରେ ପାଖାପାଖି ୨୫୦ କୁକୁରର ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରେ ଛୋଟ କୁକୁର...

ଅନ୍ତର୍ଜାତୀୟ ବଜାରରେ ଉତ୍ପାଦନ ହ୍ରାସ ଯୋଗୁଁ ବଢୁଛି ତେଲ ଦର – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶରେ ହୁ ହୁ ହୋଇ ତୈଳ ଦର ବୃଦ୍ଧି ପାଉଛି। ଅନେକ ରାଜ୍ୟରେ ତେଲ ଦର ୧୦୦ ଛୁଇଁ ଥିବାବେଳେ, ଆଉ କିଛି ରାଜ୍ୟରେ ୯୦ ପାର ହୋଇସାରିଲାଣି। ତେଲ ଦରରେ...

ସରକାରୀ ବାବୁଙ୍କ ପାଇଁ ଇ-ଯାନ ବାଧ୍ୟତାମୂଳକ କରାଯାଉ – କେନ୍ଦ୍ର ପରିବହନ ମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ସରକାରୀ ବାବୁମାନଙ୍କ ପାଇଁ ଇ-ଯାନ ବ୍ୟବହାର ବାଧ୍ୟତାମୂଳକ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତୀନ ଗଡକରୀ। ଦିଲ୍ଲୀରେ ଆୟୋଜିତ ‘ଗୋ- ଇଲେକ୍ଟ୍ରିକ୍‌’ ଅଭିଯାନରେ ସାମିଲ ହୋଇ ଏଭଳି...

ଆରବିଆଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ – ୬ ମାସ ଭିତରେ ଆଣନ୍ତୁ ଲକର ପରିଚାଳନାରେ ନୂଆ ନିୟମ

ଓଡ଼ିଶାଲାଇଭ୍ ବ୍ୟୁରୋ ବ୍ୟାଙ୍କ ଲକର ପରିଚାଳନାରେ ନୂଆ ନିୟମ ଆଣିବା ପାଇଁ ଆରବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟ ଶନିବାର ଏକ ଶୁଣାଣିରେ କହିଛନ୍ତି, ଯଦି ଗ୍ରାହକଙ୍କ ବିନା ଅନୁମତିରେ ତାଙ୍କ ଲକର ଭଙ୍ଗା...

କଡ଼ାକଡ଼ି ହେବ କୋଭିଡ ନିୟମ – ଗହଳି ଜାଗା ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁଣିଥରେ କରୋନା ତା’ର କାୟା ବିସ୍ତାର କରିବା ଆରମ୍ଭ କରିଦେଲାଣି। ମହାରାଷ୍ଟ୍ରରେ ବିଗତ ଦୁଇ ଦିନ ମଧ୍ୟରେ ୧୦ ହଜାର ନୂଆ କରୋନା ରୋଗୀ ଚିହ୍ନଟ ହେବା ପରେ ଓଡ଼ିଶା ସରକାର...