ଶ୍ରୀମନ୍ଦିର ଅର୍ଥ ସବ କମିଟି ବୈଠକ: ପୁଣି ପାରମାଣିକ ଦର୍ଶନ ଆରମ୍ଭ କରିବାକୁ ନିଷ୍ପତ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ଶ୍ରୀମନ୍ଦିରରେ ଅର୍ଥ ସବ କମିଟି ବୈଠକ ପୁଣି ପାରମାଣିକ ଦର୍ଶନ ବ୍ୟବସ୍ଥା ଲାଗୁ କରିବାକୁ ନିଷ୍ପତ୍ତି  ଶ୍ରୀମନ୍ଦିର କର୍ମଚାରୀଙ୍କ ପାଇଁ ବନ୍ଦ ହେବ ଚିକିତ୍ସା ଭତ୍ତା  ଶ୍ରୀମନ୍ଦିରରେ ପୁଣିଥରେ ଆରମ୍ଭ ହେବ...

ଆଜି ମାଣବସା ଶେଷ ଗୁରୁବାର, ଉତ୍ସବମୁଖର ସାରା ଓଡ଼ିଶା

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ମାଣବସା ଶେଷ ଗୁରୁବାର। ଉତ୍ସବମୁଖର ହୋଇଛି ଓଡ଼ିଶାର ଗାଁରୁ ସହର। ଆଜିର ଦିନରେ ଘରେ ଘରେ ଧାନ ମେଣ୍ଟା ବା ‘ଧାନବେଣୀ’କୁ ସୁସଜ୍ଜିତ କରି ଧନଧାନ୍ୟର ଦେବୀ ମା’ ଲକ୍ଷ୍ମୀଙ୍କୁ...

ଆଜି ନୂଆବର୍ଷ: ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ନୂଆବର୍ଷ। ଏହି ଅବସରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ସକାଳୁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଜମିଛି। ସମସ୍ତେ ଧାଡ଼ିରେ ଯାଇ ବଡ଼ଠାକୁରଙ୍କ ଦର୍ଶନ କରୁଛନ୍ତି। ଏଥିପାଇଁ ଶ୍ରୀମନ୍ଦିରରେ ସବୁ ବ୍ୟବସ୍ଥା...

ବେଙ୍ଗାଳୁରୁରେ ବିରୋଧୀ ଗୋଷ୍ଠୀଙ୍କ ଦ୍ଵିତୀୟ ବୈଠକ, ୨୦୨୪ ନିର୍ବାଚନୀ ରଣନୀତି ପାଇଁ ମାନସମନ୍ଥନ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତରେ ବିରୋଧୀ ଏକତାକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ମଙ୍ଗଳବାର ବେଙ୍ଗାଳୁରୁରେ ବସିବ ବିରୋଧୀ ଦଳଙ୍କ ଦ୍ଵିତୀୟ ଗରୁତ୍ଵପୂର୍ଣ୍ଣ ବୈଠକ। ଏଥିରେ କଂଗ୍ରେସ ସମେତ ୨୪ଟି ବିରୋଧୀ ଦଳର ନେତାମାନେ ଯୋଗ...

ସାମାଜିକ ଓ ଅର୍ଥନୈତିକ ବିକାଶରେ କୃଷିର ଭୂମିକା ଗୁରୁତ୍ୱପୂର୍ଣ୍ଣ, ଜାଣନ୍ତୁ ଓଡ଼ିଶାରେ କୃଷି କ୍ଷେତ୍ରର ସ୍ଥିତି

ଭାସ୍କର ପରିଚ୍ଛା ଦେଶ ତଥା ରାଜ୍ୟର ସାମାଜିକ ଓ ଅର୍ଥନୈତିକ ବିକାଶରେ କୃଷି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଓଡ଼ିଶାର ଅର୍ଥନୀତିରେ କୃଷି କ୍ଷେତ୍ରର ବିଶେଷ ପ୍ରଭାବ ରହିଛି। ତେବେ କିଛି...

ବଲାଙ୍ଗିରରେ ରାଜନୈତିକ ହିଂସା: ଟିଟିଲାଗଡ଼ ବିଜେପି ବିଧାୟକ ପ୍ରାର୍ଥୀ ନବୀନ ଜୈନଙ୍କ ସହଯୋଗୀଙ୍କୁ ଆକ୍ରମଣ

ଓଡ଼ିଶାଲାଇଭ୍ ବ୍ୟୁରୋ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ରେ ଦେଖିବାକୁ ମିଳିଛି ରାଜନୈତିକ ହିଂସା। ସଇଁତଳା ଥାନା ତେଣ୍ଡିପାଲି ଗାଁରେ ଗୁରୁବାର ରାତିରେ ଟିଟିଲାଗଡ଼ ବିଜେପି ବିଧାୟକ ପ୍ରାର୍ଥୀ ନବୀନ ଜୈନଙ୍କ ସହଯୋଗୀଙ୍କ ଉପରେ ଆକ୍ରମଣ ହୋଇଛି।...

ମାନସିକ ସ୍ୱାସ୍ଥ୍ୟ ପାଇଁ ଜରୁରୀ ସୂର୍ଯ୍ୟକିରଣ, ଜାଣନ୍ତୁ ଏହାର ଉପକାରିତା

ଓଡ଼ିଶାଲାଇଭ୍ ବ୍ୟୁରୋ   ସକାଳୁ ଉଠି ସୂର୍ଯ୍ୟୋଦୟ ଦେଖିବା ଏକ ଭଲ ଅଭ୍ୟାସ ବୋଲି ଛୋଟ ବେଳୁ ଶିଖାଯାଏ। ହେଲେ ବଢ଼ୁଥିବା ବୟସ ଏବଂ ପରିବର୍ତ୍ତିତ ଜୀବନଶୈଳୀ ଯୋଗୁଁ ସେହି ଅଭ୍ୟାସ ଆଉ ରହେନାହିଁ। ତେବେ...

ଆଡ଼ପ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

ଓଡ଼ିଶାଲାଇଭ୍ ବ୍ୟୁରୋ ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ବୁଧବାରଠାରୁ ଜନ୍ମବେଦୀରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ। ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି। ଆଡ଼ପ...

ବାଲେଶ୍ଵର ବାହାନଗା ଷ୍ଟେସନ ନିକଟରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ, ୨୦ରୁ ଅଧିକ ଆହତ ଯାତ୍ରୀ ଉଦ୍ଧାର

ଓଡ଼ିଶାଲାଇଭ୍ ବ୍ୟୁରୋ ବାଲେଶ୍ଵର ଜିଲ୍ଲା ବାହାନଗା ଷ୍ଟେସନ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି କରମଣ୍ଡଳ ଏକ୍ସପ୍ରେସ। ୩ରୁ ଅଧିକ ବଗି ଓଲଟି ପଡ଼ିଥିବାବେଳେ କିଛି ଯାତ୍ରୀ ବଗି ତଳେ ଚାପି ହୋଇ ରହିଯାଇଥିବା କୁହାଯାଉଛି। ଆହତ...

ସୁନ୍ଦରଗଡ଼ରେ ମେ’ ୨୦ରେ ଭୋଟ୍, ୧୮୪୭ଟି ବୁଥରେ ମତଦାନ କରିବେ ୧୫ ଲକ୍ଷରୁ ଅଧିକ ଭୋଟର

ଓଡ଼ିଶାଲାଇଭ୍ ବ୍ୟୁରୋ ସୁନ୍ଦରଗଡ଼ରେ ମେ’ ୨୦ ତାରିଖରେ ପଞ୍ଚମ ପର୍ଯ୍ୟାୟରେ ଉଭୟ ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ନିର୍ବାଚନ ପ୍ରସ୍ତୁତି ନେଇ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ...