ବିବାହ ପାଇଁ ଆସିଲେନି: ତିର୍ତ୍ତୋଲ ବିଧାୟକଙ୍କ ନାଁରେ ଏତଲା ଦେଲେ ପ୍ରେମିକା
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଥମେ ପ୍ରେମ ତା’ ପରେ ବିବାହ ପାଇଁ ପ୍ରତିଶ୍ରୁତି, ଆଉ ତା’ ପରେ ପ୍ରତାରଣା। ଏଭଳି କିଛି ଅଭିଯୋଗ ଆଣି ଜଣେ ବିଧାୟକଙ୍କ ବିରୋଧରେ ଏତଲା ଦେଇଛନ୍ତି ପ୍ରେମିକା।
ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ...
ରଥଯାତ୍ରା ପ୍ରସ୍ତୁତିର ସ୍ଵତନ୍ତ୍ର ସମୀକ୍ଷା: ସମସ୍ତଙ୍କ ସହଯୋଗ କାମନା କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ଵ ପ୍ରସିଦ୍ଧ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ପାଇଁ ସ୍ଵତନ୍ତ୍ର ସମୀକ୍ଷା ବୈଠକ ଶନିବାର ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ସ୍ଵତନ୍ତ୍ର ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି...
ଦେଶରେ କୋଭିଡ ସ୍ଥିତି ଅଣାୟତ: ୨୪ ଘଣ୍ଟାରେ ୭,୫୮୪ ନୂଆ ଆକ୍ରାନ୍ତ ଚିହ୍ନଟ, ୨୪ ମୃତ
ଓଡ଼ିଶାଲାଇଭ୍ ବ୍ୟୁରୋ
କୋଭିଡ ପୁଣି କାୟା ବିସ୍ତାର ଆରମ୍ଭ କରିଛି। ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୭,୫୮୪ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୨୪ ଜଣଙ୍କର ମୃତ୍ୟୁ ହୋଇଛି। ମହାରାଷ୍ଟ୍ର...
ଅଗ୍ନିବୀରଙ୍କ ପାଇଁ ବଡ଼ ଘୋଷଣା: ୪ ବର୍ଷର ଚାକିରି ପୂରଣ ପରେ ଅଗ୍ନିବୀରଙ୍କୁ ମିଳିବ ସିଏପିଏଫ୍ ଏବଂ ଆସାମ...
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ନିଯୁକ୍ତି ଯୋଜନାକୁ ବିରୋଧ କରି ବିଭିନ୍ନ ରାଜ୍ୟରେ ଆନ୍ଦୋଳନ ଜୋର ଧରିଥିବାବେଳେ ଏହାରି ମଧ୍ୟରେ ଶନିବାର ଗୃହମନ୍ତ୍ରାଳୟ ପକ୍ଷରୁ ବଡ଼ ଘୋଷଣା କରାଯାଇଛି। ଗୃହମନ୍ତ୍ରାଳୟ ପକ୍ଷରୁ ହୋଇଥିବା...
ଶସ୍ତା ହେଲା ଖାଇବା ତେଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ଖାଇବା ତେଲ ମୂଲ୍ୟରେ ବୃଦ୍ଧିକୁ ନେଇ ଚିନ୍ତାରେ ପଡ଼ିଯାଇଥିଲେ ସାଧାରଣ ଗ୍ରାହକ। ବଜାରକୁ ଗଲେ ଦେଖିଚାହିଁ ତେଲ କିଣୁଥିଲେ। କିନ୍ତୁ ଏବେ ଗ୍ରାହକଙ୍କ ପାଇଁ ଖୁସି ଖବର ନେଇ ଆସିଛନ୍ତି ଖାଇବା...
ପ୍ରତ୍ୟେକ ଜୀବନ ମୂଲ୍ୟବାନ: ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ସମସ୍ତ ସମ୍ଭାବ୍ୟ ବିପର୍ଯ୍ୟୟ ପାଇଁ ପ୍ରସ୍ତୁତ ରହିବାକୁ ରାଜ୍ୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି,...
‘ଅଗ୍ନିପଥ’ ଆନ୍ଦୋଳନ: ପୋଲିସ୍ ଗୁଳିରେ ପ୍ରାଣ ହରାଇଲେ ଜଣେ ଆନ୍ଦୋଳନକାରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ନିଯୁକ୍ତି ଯୋଜନାକୁ ବିରୋଧ କରି ବିଭିନ୍ନ ରାଜ୍ୟରେ ଆନ୍ଦୋଳନ ତେଜିବାରେ ଲାଗିଛି। ତେଲେଙ୍ଗାନା ସ୍ଥିତ ସିକନ୍ଦରାବାଦ ରେଳଓ୍ଵେ ଷ୍ଟେସନରେ ଶୁକ୍ରବାର ସକାଳଠାରୁ ‘ଅଗ୍ନିପଥ’ ବିରୋଧି ଆନ୍ଦୋଳନ ଜାରି ରହିଛି।...
‘ଅଗ୍ନିପଥ’ ଯୋଜନାକୁ ଦେଶବ୍ୟାପୀ ବିରୋଧ, ତେଜୁଛି ଆନ୍ଦୋଳନ
ଓଡ଼ିଶାଲାଇଭ୍ ବ୍ୟୁରୋ
‘ଅଗ୍ନିପଥ’ ଯୋଜନାକୁ ନେଇ ଦେଶବ୍ୟାପୀ ପ୍ରତିବାଦର ନିଆଁ ଜଳୁଛି। କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ନିଯୁକ୍ତି ଯୋଜନାକୁ ବିରୋଧ କରି ବିଭିନ୍ନ ରାଜ୍ୟରେ ଆନ୍ଦୋଳନ ତେଜିବାରେ ଲାଗିଛି। ସେନା ବାହିନୀରେ ନଯୁକ୍ତି ପାଇଁ...
୧୧ ଦିନର ଖରାଛୁଟି ପରେ ଆଜିଠୁ ଖୋଲିଲା ସ୍କୁଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟର ସମସ୍ତ ସ୍କୁଲ ୧୧ ଦିନର ଖରାଛୁଟି ପରେ ଆଜି, ଜୁନ ୧୭ ତାରିଖଠାରୁ ଖୋଲିଛି। ଶ୍ରେଣୀ ଗୃହରେ ବସି ପାଠପଢ଼ା ଆରମ୍ଭ କରିଛନ୍ତି ଛାତ୍ରଛାତ୍ରୀ। ସକାଳୁଆ ସ୍କୁଲ ବଦଳରେ ଆଜିଠାରୁ...
‘ଜାତୀୟ ଶିକ୍ଷାନୀତି-୨୦୨୦’ର ସଫଳ କାର୍ଯ୍ୟକାରିତା ନେଇ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟର କର୍ମଶାଳା
ଓଡ଼ିଶାଲାଇଭ୍ ବ୍ୟୁରୋ
ଜନସ୍ୱାସ୍ଥ୍ୟ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ପୂର୍ବ ଭାରତର ପ୍ରଥମ ଓ ଏକମାତ୍ର ବିଶ୍ୱବିଦ୍ୟାଳୟ ଭାବେ ପରିଚିତ ଭୁବନେଶ୍ୱରସ୍ଥିତ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟରେ ‘ଜାତୀୟ ଶିକ୍ଷା ନୀତି-୨୦୨୦’ ଚଳିତ ଶିକ୍ଷା ବର୍ଷଠାରୁ ଲାଗୁ...





















