ଆଦିବାସୀ ଜନନାୟକ ବିର୍ସା ମୁଣ୍ଡା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଦିବାସୀ ଜନନାୟକ ବିର୍ସା ମୁଣ୍ଡା। ଭାରତୀୟ ସ୍ଵାଧୀନତା ସଂଗ୍ରାମ ଇତିହାସରେ ଜଣେ ପରିଚିତ ନାଁ। ଆଜି ସେହି ବୀରପୁତ୍ରଙ୍କ ଜୟନ୍ତୀରେ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି।
ବିର୍ସା ମୁଣ୍ଡା, ଭାରତୀୟ ସ୍ୱାଧୀନତା ଆନ୍ଦୋଳନ ଇତିହାସରେ...
ରଥଯାତ୍ରା ପ୍ରସ୍ତୁତିର ସ୍ଵତନ୍ତ୍ର ସମୀକ୍ଷା: ସମସ୍ତଙ୍କ ସହଯୋଗ କାମନା କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ଵ ପ୍ରସିଦ୍ଧ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ପାଇଁ ସ୍ଵତନ୍ତ୍ର ସମୀକ୍ଷା ବୈଠକ ଶନିବାର ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ସ୍ଵତନ୍ତ୍ର ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି...
ପୌର ଫଇସଲା : ଭୁବନେଶ୍ଵରରେ ଆଗରେ ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶନିବାର ସକାଳୁ ଆରମ୍ଭ ହୋଇଛି ପୌର ନିର୍ବାଚନ ଭୋଟ୍ ଗଣତି। ଆଜି ସହରୀ ଭୋଟରଙ୍କୁ ମିଳିବ ସେମାନଙ୍କ ପ୍ରତିନିଧି। ସମସ୍ତଙ୍କ ନଜର ଏବେ ଭୁବନେଶ୍ଵର ମହାନଗର ନିଗମ ମେୟର ଆସନ ଉପରେ...
ଆଇପିଏଲ ନିଲାମ : ଶ୍ରେୟସ ଆୟରଙ୍କୁ ୧୨.୨୫ କୋଟିରେ ନେଲା କୋଲକତା ନାଇଟ ରାଇଡର୍ସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ର ମେଗା ଅକ୍ସନ ଆରମ୍ଭ ହୋଇଛି। ୨୦୨୨ ମସିହାର ନୂଆ ସିଜିନ ପୂର୍ବରୁ ଏହା ସବୁଠାରୁ ବଡ଼ ନିଲାମ ହୋଇଥିବା କୁହାଯାଉଛି। ଏହି ନିଲାମରେ ମୋଟ ୬୦୦ ଜଣ...
ପାଇକ ବିଦ୍ରୋହର ଇତିହାସ- ଏକ ସଂକ୍ଷିପ୍ତ ଉପସ୍ଥାପନା
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଖ୍ୟାତ ଐତିହାସିକ ସ୍ୱର୍ଗତ କୃପାସିନ୍ଧୁ ମିଶ୍ରଙ୍କ ଦ୍ୱାରା ଲିଖିତ ଏବଂ ବୁକ୍ସ ଆଣ୍ଡ ବୁକ୍ସଙ୍କ ଦ୍ୱାରା ପ୍ରକାଶିତ ‘ଉତ୍କଳ ଇତିହାସ’ ସୂତ୍ରରୁ।
ଓଡ଼୍ରମାନେ ପ୍ରଥମରୁ ସମରକୁଶଳ ଜାତି ଥିଲେ। ସେମାନେ କ୍ଷତ୍ରୀୟ, ମାତ୍ର ପତିତ କ୍ଷତ୍ରୀୟ ଥିଲେ। ଯୁଦ୍ଧ ସେମାନଙ୍କର ପ୍ରଧାନ ବ୍ୟବସାୟ ଥିଲା। ଗଙ୍ଗବଂଶର ରାଜତ୍ୱକାଳରେ ଓଡ୍ରମାନେ ସେମାନଙ୍କ ସୈନ୍ୟ ଶ୍ରେଣୀଭୁକ୍ତ ଥିଲେ...
କାହିଁକି କରାଯାଉଛି ‘ହେଲମେଟ୍’ର ଅନ୍ତିମ ସଂସ୍କାର? କାରଣ ଜାଣିଲେ ହେବ ଆଶ୍ଚର୍ଯ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ୱାସ ନହେଲେ ବି ସତ ମହାରାଷ୍ଟ୍ରର ଏକ ସଂଗଠନ ପକ୍ଷରୁ ହେଲମେଟର ଅନ୍ତ୍ୟେଷ୍ଟି କରାଯାଇଛି।
ହେଲମେଟ୍ ପିନ୍ଧିଲେ ଚନ୍ଦା ହୋଇଯାଉଛୁ। ପୁଣି ମୁଣ୍ଡ ଓ ମୁହଁରେ ସମସ୍ୟା ସୃଷ୍ଟି ହେଉଛି। ଏଭଳି ଅଭିଯୋଗ...
ସ୍ୱାଇନ୍ ଫ୍ଲ୍ୟୁ ଆଶଙ୍କାରୁ ନିଜକୁ ଦୂରେଇ ରଖନ୍ତୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ସ୍ୱାଇନ୍ ଫ୍ଲ୍ୟୁ ଏକ ଭୂତାଣୁ ଜନିତ ରୋଗ। ଏହା ଇନ୍ଫ୍ଲ୍ୟୁଏଞ୍ଜା (ଏଚ୍୧ଏନ୍୧ ଭାଇରସ୍) ଦ୍ଵାରା ବ୍ୟାପିଥାଏ। ବିଶେଷକରି ଥଣ୍ଡା ଓ ବର୍ଷା ଦିନରେ ଏହାର ପ୍ରଭାବ ଅଧିକ ଥାଏ। ତେବେ ସ୍ୱାଇନ୍...
କାର୍ଯ୍ୟକାଳ ପୂର୍ବରୁ କ୍ଷମତା ହରାଉଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ: ପୂର୍ବରୁ ଅନେକ, ଏବେ ଇମ୍ରାନ ଖାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଯିଏ ବି ପାକିସ୍ତାନ ପ୍ରଧାନମନ୍ତ୍ରୀ ଗାଦିରେ ବସୁଛନ୍ତି, ସ୍ଵଳ୍ପ ସମୟ ମଧ୍ୟରେ କ୍ଷମତା ହରାଉଛନ୍ତି। ବର୍ଷ ବର୍ଷ ଧରି ଚାଲିଆସୁଥିବା ଏହି ପରମ୍ପରାରେ ପୂର୍ଣ୍ଣଚ୍ଛେଦ ପଡ଼ିବା ବଦଳରେ ଆଗକୁ ବଢ଼ିଚାଲିଛି।
ପଡ଼ୋଶୀ ପାକିସ୍ତାନ...
ରାଜ୍ୟରେ ସକ୍ରିୟ ରହିଛି କାଳବୈଶାଖୀ, ୬ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟର ବିଭିନ୍ନ ଜିଲ୍ଲାରେ ସକ୍ରିୟ ରହିଛି କାଳବୈଶାଖୀ। ଆଗକୁ ମଧ୍ୟ କାଳାବୈଶାଖୀର ପ୍ରଭାବ ରହିବ। ଏହା ପ୍ରଭାବରେ ଘଡ଼ଘଡ଼ି ଓ ବିଜୁଳି ସହିତ ବର୍ଷା ହେବ। କାଳବୈଶାଖୀ ନେଇ ରାଜ୍ୟର ୬ଟି...
ଦୁଇ ମହାନାୟକଙ୍କ ଜୟନ୍ତୀ: ଗାନ୍ଧି-ଶାସ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଦେଶବାସୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଦୁଇ ମହାନାୟକଙ୍କ ଜୟନ୍ତୀ। ଜାତିର ପିତା ମହାତ୍ମାଗାନ୍ଧିଙ୍କ ୧୪୮ତମ ଏବଂ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ୧୧୨ତମ ଜୟନ୍ତୀକୁ ଦେଶବାସୀ ମନେ ପକାଉଛନ୍ତି। ଗାନ୍ଧିଜୀଙ୍କ ଅହଂସା...





















