କରୋନାକୁ ଦୂରେଇ ରଖିବାର ୫ଟି ଉପାୟ
ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା ସଂକମଣରୁ ନିଜକୁ ଦୂରେଇ ରଖିବା ତଥା ଏହାର ମୁକାବିଲା ପାଇଁ ଆପଣାନ୍ତୁ ଏହି ୫ଟି ସାଧାରଣ ଉପାୟ। (ଚିତ୍ର ସୌଜନ୍ୟ: ୟୁନିସେଫ୍)
ହାତ ଧୁଅନ୍ତୁ
ନିୟମିତ ବ୍ୟବଧାନରେ ହାତ ଧୁଅନ୍ତୁ। ହାତ...
ଓଡ଼ିଆ ଜାତିପ୍ରାଣର ସ୍ପନ୍ଦନ ଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ
ନୀଳାମ୍ବର ରଥ
https://youtu.be/adsQ7N-AX-E
“କାଳିଆ ଘୋଡ଼ାରେ ଚଢ଼ିବି, ମଧୁବାବୁ ସଙ୍ଗେ ଲଢ଼ିବି” – ଏହି ବାକ୍ୟଟି କାନରେ ପଡ଼ିବା ମାତ୍ରେ ପ୍ରତିଟି ଓଡ଼ିଆଙ୍କ ପ୍ରାଣରେ ଭରିଯାଏ ଅପୂର୍ବ ଉତ୍ସାହ। ମନରେ ଖେଳିଯାଏ ଉନ୍ମାଦନା। ଆଗକୁ ଯିବା...
ଚାଲିଛି ବ୍ଲକ ଅଧ୍ୟକ୍ଷ ନିର୍ବାଚନ: ବିଭିନ୍ନ ସ୍ଥାନରେ ଉତ୍ତେଜନା
ଓଡ଼ିଶାଲାଇଭ୍ ବ୍ୟୁରୋ
ନାଏବ ସରପଞ୍ଚ ବଛା ସରିବା ପରେ ଶନିବାର ଚାଲିଛି ବ୍ଲକ ଅଧ୍ୟକ୍ଷ ନିର୍ବାଚନ। ଏଥିପାଇଁ ସରଗରମ ହୋଇଛି ରାଜନୀତି । ସକାଳ ୧୦.୩୦ରୁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଦିନ...
ପୁସ୍ତକ ‘ବାମନ ଅର୍ଜି’ ଲୋକାର୍ପିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁସ୍ତକ 'ବାମନ ଅର୍ଜି' ଲୋକାର୍ପିତ ହୋଇଯାଇଛି। ଏପ୍ରିଲ ୨୮ରେ ଏକ କାର୍ଯ୍ୟକ୍ରମରେ ଏହି ପୁସ୍ତକଟି ଲୋକାର୍ପଣ ହୋଇଥିଲା। ‘ବାମନ ଅର୍ଜି’ ପୁସ୍ତକର ଲୋକାର୍ପଣ କରିଥିଲେ ଲେଖକ ପଦ୍ମଭୂଷଣ ସୀତାକାନ୍ତ ମହାପାତ୍ର।
ଲେଖକ ଚନ୍ଦ୍ରହାସ...
ଦୁଇ ବର୍ଷ ପରେ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ଟାଣିଲେ ଶ୍ରଦ୍ଧାଳୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଶୋକାଷ୍ଟମୀ ଅବସରରେ ପରମ୍ପରା ଓ ନୀତିକାନ୍ତିର ସହ ଗଡ଼ିଛି ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ। ନିର୍ଦ୍ଧାରିତ ସମୟର ଏକ ଘଣ୍ଟା ବିଳମ୍ବରେ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା। କୋଭିଡ ଯୋଗୁଁ...
ଖବର ଓ ବେ-ଖବର ଭିତରେ ଫରକ ଆମେ କ’ଣ ଭୁଲିଗଲୁଣି?
ନୀଳାମ୍ବର ରଥ
ଏବେ ଗୋଟେ ଟିଭି ଚ୍ୟାନେଲରେ ଖବର ଦେଖିବା ବେଳେ ଏକ ତଥାକଥିତ ବଡ଼ ଖବର ଉପରେ ନଜର ପଡ଼ିଲା। ଟିଭି ଚ୍ୟାନେଲର ଆଙ୍କର କହିଲେ ଯେ ଜଣେ ଉଚ୍ଚ ଶିକ୍ଷିତ ଯୁବକ...
ପାକ୍ ଉପରେ ବର୍ଷିଲେ ବୈଦେଶିକ ମନ୍ତ୍ରୀ: କହିଲେ,”ଆମେ ଡାକ୍ତର ତିଆରି କରୁଛୁ, ପାକିସ୍ତାନ ‘ଜିହାଦୀ’ ତିଆରି କରୁଛି”
ଓଡ଼ିଶାଲାଇଭ୍ ବ୍ୟୁରୋ
ମିଳିତ ଜାତିସଂଘର ସାଧାରଣ ପରିଷଦରେ ପୁଣି ପାକିସ୍ତାନ ଉପରେ ବର୍ଷିଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ। ଜାତିସଂଘ ମଞ୍ଚରେ ପାକିସ୍ତାନର କାର୍ଯ୍ୟକଳାପକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। କହିଛନ୍ତି, "ଭାରତ...
ଆଜିର ବଡ଼ ଖବର (ଜୁନ୍ ୧, ୨୦୧୮)
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍ କରନ୍ତୁ ଓଡ଼ିଶାଲାଇଭ୍ର ‘ଆଜିର ବଡ଼ ଖବର’।
ସ୍ପେନ ଯିବ ଭାରତୀୟ ମହିଳା ହକି ଟିମ୍, ୫ ଓଡ଼ିଆ ଖେଳାଳି ସାମିଲ୍
ଜୁନ୍ ୧୨ରେ ସ୍ପେନ ଗସ୍ତରେ ଯାଉଛି ଭାରତୀୟ ମହିଳା ହକି ଟିମ୍। ହକି ଇଣ୍ଡିଆ ପକ୍ଷରୁ...
୬ ହଜାର ତଳକୁ ଖସିଲା ଦୈନିକ କୋଭିଡ ସଂକ୍ରମଣ ହାର
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୫୮୯୧ ଜଣ ନୂଆ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ୧୮ରୁ କମ୍ ବୟସର ୮୫୨ ଜଣ ରହିଛନ୍ତି। ସଂଗରୋଧ କେନ୍ଦ୍ରରୁ ୩୪୧୩ ଜଣ ଓ...
ବିଜେଡିର ବାଜିମାତ୍ : ବ୍ରହ୍ମପୁର ମେୟର ଆସନ ହାତେଇଲେ ସଂଘମିତ୍ରା ଦଳେଇ
ଓଡ଼ିଶାଲାଇଭ୍ ବ୍ୟୁରୋ
ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଲା। ଦୀର୍ଘ ଦିନ ଧରି ଲାଗି ରହିଥିବା ଲଢ଼େଇରେ ଆଜି ପୂର୍ଣ୍ଣଛେଦ ପଡ଼ିଲା। ଶେଷରେ ବ୍ରହ୍ମପୁର ମହାନଗର ନିଗମର ମେୟର ପଦବୀ ହାତେଇବାରେ ସଫଳ ହେଲେ...





















