ସଙ୍କଟ ସମୟରେ ଭାରତର ସହାୟତା ଲୋଡ଼ିଲା ୟୁକ୍ରେନ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଭିନ୍ନ ଦେଶର ବିରୋଧ ସତ୍ତ୍ଵେ ୟୁକ୍ରେନ ଉପରେ ଆକ୍ରମଣ କରିଛି ରୁଷ। ଆମେରିକା, ଜର୍ମାନୀ, ବ୍ରିଟେନ ଭଳି ଦେଶ ଆର୍ଥିକ କଟକଣା ଲଗାଇଥିଲେ ମଧ୍ୟ ରୁଷ ଉପରେ କୌଣସି ପ୍ରଭାବ ପଡ଼ିନାହିଁ।...

ୟୁକ୍ରେନରେ ଫସିଥିବା ଭାରତୀୟଙ୍କ ପାଇଁ ଆଡଭାଇଜରି

ଓଡ଼ିଶାଲାଇଭ୍ ବ୍ୟୁରୋ ରୁଷ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ବିବାଦ ଆହୁରି ତୀବ୍ର ହୋଇ ଏହା ଯୁଦ୍ଧର ରୂପ ନେଇଛି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଖୋଲାଖୋଲି ଭାବେ ୟୁକ୍ରେନ୍ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ...

ପଞ୍ଚମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ମତଦାନ ଶେଷ : ୨୬ରୁ ଭୋଟ ଗଣତି

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଗୁରୁବାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ୨୫ ଜିଲ୍ଲାର ୪୮ ବ୍ଲକରେ ୧୩୧ ଜିଲ୍ଲା ପରିଷଦ ଜୋନ ପାଇଁ ମତଦାନ କରିଛନ୍ତି ଭୋଟର। କୋଭିଡ...

ରାଜ୍ୟରେ କମୁଛି କୋଭିଡ ସଂକ୍ରମଣ ହାର : ୩,୮୬୨ ସକ୍ରିୟ ମାମଲା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୩୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୯୯ ଜଣ ସଂଗରୋଧ କେନ୍ଦ୍ରରୁ ଓ ୧୪୦ ଜଣ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ...

ମୋ ରଙ୍ଗ ମୋ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା : ଜୟା ସ୍ଵାମୀ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=V_o_8xFD_-U] ଓଡ଼ିଶାଲାଇଭ୍‌ର ସାକ୍ଷାତକାରରେ ଜୟା ସ୍ଵାମୀ ତାଙ୍କ ଜୀବନର ସେହି ସଂଘର୍ଷର କାହାଣୀ ସହ ଦୁଇଟି ବଡ଼ ପ୍ରଶ୍ନ ଉଠାଇଛନ୍ତି। ଗୋଟିଏ ହେଉଛି ତାଙ୍କ ଶ୍ୟାମଳ ରଙ୍ଗ ଆଉ ଗୋଟିଏ ସିନେମା...

ହିଂସା ଛାଡ଼ି ଭାଇଚାରା ବାଣ୍ଟିବା: ପ୍ରେମ ଆନନ୍ଦ

ଓଡ଼ିଶାଲାଇଭ୍ ବ୍ୟୁରୋ ନିର୍ବାଚନ ସମୟରେ ଗାଁ ଗହଳିରେ ଏବେ ହିଂସାକାଣ୍ଡ ଦେଖିବାକୁ ମିଳୁଛି। ତେଣୁ ହିଂସାକୁ ଭୁଲି ସଂଗୀତ ମାଧ୍ୟମରେ ଭାଇଚାରର ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ। ଓଡ଼ିଶାଲାଇଭ୍...

ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ୭୩ ପ୍ରତିଶତ ମତଦାନ

ଓଡ଼ିଶାଲାଇଭ୍ ବ୍ୟୁରୋ ମଙ୍ଗଳବାର ଚତୁର୍ଥ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି। ଚତୁର୍ଥ ପର୍ଯ୍ୟାୟରେ ମୋଟ ୭୩ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି। ରାଜ୍ୟର ୨୭ଟି ଜିଲ୍ଲା,...

ନିର୍ବାଚନୀ ହିଂସାରୁ ଭୋଟ ବନ୍ଦ : ୨୩ରେ ୪୫ ବୁଥରେ ହେବ ସାନି ମତଦାନ

ଓଡ଼ିଶାଲାଇଭ୍ ବ୍ୟୁରୋ ନିର୍ବାଚନୀ ହିଂସା ଯୋଗୁଁ ରାଜ୍ୟର କେତେକ ସ୍ଥାନରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ତ୍ରିୟସ୍ତରୀୟ ପଞ୍ଚାୟତ ନିର୍ବାଚନ ବାଧାପ୍ରାପ୍ତ ହୋଇଥିଲା। ଏହି ସବୁ ବୁଥଗୁଡ଼ିକରେ ପୁନର୍ବାର ନିର୍ବଚାନ କରିବାକୁ ସମ୍ପୃକ୍ତ...

ଏମିତି ବି ବଦଳେ ଭାଗ୍ୟ : ଦିନ ମଜୁରିଆରୁ ମଡେଲ ୬୦ ବର୍ଷୀୟ ମମ୍ମିକା

ଓଡ଼ିଶାଲାଇଭ୍ ବ୍ୟୁରୋ ଭାଗ୍ୟ ଏମିତି ବି ପରିବର୍ତ୍ତନ ହୋଇପାରେ। ରାତାରାତି ଭାଗ୍ୟ ବଦଳିବା କୌଣସି ଚମତ୍କାରଠାରୁ କମ୍ ନୁହେଁ। ଏହାର ସଦ୍ୟତମ ଉଦାହରଣ ହେଉଛନ୍ତି କେରଳର ୬୦ ବର୍ଷ ବୟସ୍କ ମମ୍ମିକା, ଯିଏ ଦିନ...

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ଚାଲିଛି ଚତୁର୍ଥ ପର୍ଯ୍ୟାୟ ମତଦାନ

ଓଡ଼ିଶାଲାଇଭ୍ ବ୍ୟୁରୋ ମଙ୍ଗଳବାର ଚତୁର୍ଥ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ମତଦାନ ଆରମ୍ଭ ହୋଇଛି। ରାଜ୍ୟର ୬୪ଟି ବ୍ଲକର ୧୬୩ ଜିଲ୍ଲା ପରିଷଦ ଜୋନ୍ ଏବଂ ୧,୨୫୪ଟି ପଞ୍ଚାୟତରେ ମତଦାନ ଚାଲିଛି। ଚତୁର୍ଥ ପର୍ଯ୍ୟାୟରେ...