କେନ୍ଦୁଝର ଲୋକସଭା ଆସନରେ କିଏ ମାରିବ ବାଜି?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ କେନ୍ଦୁଝର ଲୋକସଭା ଆସନରେ ଏଥର ରୋଚକ ହେବ ରାଜନୈତିକ ଲଢ଼େଇ, ବିଜେଡି ଜିତିବ ନା ବାଜି ମାରିବ ବିଜେପି? କେନ୍ଦୁଝର ଲୋକସଭା ଆସନ ଗତ ୨୦୦୯ରୁ ବିଜେଡି ଦଖଲରେ ରହିଛି। କିନ୍ତୁ ଏଥର...

ବିଜେଡି-ବିଜେପି-କଂଗ୍ରେସ: କିଏ ହାତେଇବ ସମ୍ବଲପୁର ଲୋକସଭା ଆସନ?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ https://www.youtube.com/watch?v=t67Kv2uZ7PU ସମ୍ବଲପୁର ଲୋକସଭା ଆସନ ପାଇଁ ଏଥର ଜୋରଦାର ହେବ ରାଜନୈତିକ ଲଢ଼େଇ, ବିଜେପି ଦୁର୍ଗ ରକ୍ଷା କରିବ ନା ଛଡ଼ାଇ ନେବ ବିଜେଡି? ସମ୍ବଲପୁର ପଶ୍ଚିମ ଓଡ଼ିଶାର ଏକ ଗୁରୁତ୍ୱପୂର୍ଣ୍ଣ ଲୋକସଭା...

ପୁରୀ ଲୋକସଭା ଆସନରେ କିଏ ପିନ୍ଧିବ ବିଜୟ ମୁକୁଟ?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ https://www.youtube.com/watch?v=6EYMEz3OrYM ପୁରୀ ଲୋକସଭା ଆସନ ଉପରେ ମୋଦୀଙ୍କ ନଜର ରହିଥିବାବେଳେ ନବୀନଙ୍କର ବି ରହିଛି ବହୁତ ଆଶା। ଏହି ଆସନ ହାତେଇବାକୁ ଗୁରୁତ୍ଵ ଦେଉଛନ୍ତି ଉଭୟ ବିଜେପି ଏବଂ ବିଜେଡି। ଏଥିପାଇଁ...

ଖୋର୍ଦ୍ଧା ରାଜନୀତିରେ ରୋଚକ ମୋଡ଼: ବିଜେପିର ରାଲି ବେଳେ ମିଶିଲେ ବିଜେଡି ବିଧାୟକ ଜିତୁ ମିତ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ଖୋର୍ଦ୍ଧା ରାଜନୀତିରେ ଆଜି ଦେଖିବାକୁ ମିଳିଛି ରୋଚକ ଚିତ୍ର। ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ବିଜେଡି ବିଧାୟକ ଜିତୁ ମିତ୍ର। ଗୁରୁବାର ଦିନ ବିଜେପିର ରାଲି ଚାଲିଥିଲା ବେଳେ ଖୋର୍ଦ୍ଧା ବିଧାୟକ...

ଚଳିତ ନିର୍ବାଚନରେ ଓଡ଼ିଶାବାସୀ ବିଜେଡି ସରକାରକୁ ବିଦାୟ ଦେବେ – ଜେପି ନଡ୍ଡା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ଗସ୍ତରେ ଆସିଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଗୁରୁବାର ମାରାଥନ୍ ପ୍ରଚାର କରିଛନ୍ତି। ଗୁରୁବାର ସେ କରଞ୍ଜିଆ, ଧାମନଗର ଓ ବଡ଼ଚଣାରେ ବିଜେପିର ବିଜୟ ସଂକଳ୍ପ ସମାବେଶକୁ ସମ୍ବୋଧିତ...

ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆସିଲେ ହଟିବ ମାଫିଆ ରାଜ୍ – ଯୋଗୀ ଆଦିତ୍ୟନାଥ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ବିଜେପି ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବାକୁ ଆସିଥିବା ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆସୁ ଆସୁ ବିଭିନ୍ନ ପ୍ରସଂଗରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଖୋର୍ଦ୍ଧା ଜିଲ୍ଲା ଚିଲ୍ଲିକା ନିର୍ବାଚନ...

ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ: ୬ ଲୋକସଭା ଓ ୪୨ ବିଧାନସଭା କ୍ଷେତ୍ରରେ ଭୋଟ୍ ଦେବେ ୯୪ ଲକ୍ଷରୁ...

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ମେ’ ୨୫ ତାରିଖ ଶନିବାର ଦିନ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ ରାଜ୍ୟର ୬ଟି ଲୋକସଭା ଏବଂ ଏହା ଅଧିନସ୍ଥ ୪୨ଟି ବିଧାନସଭା...

ବିଜେଡି ସରକାର ଗଢ଼ିଲେ ଓଡ଼ିଶାର ଯୁବପିଢ଼ିଙ୍କ ପାଇଁ ଆସିବ ୧ ଲକ୍ଷ କୋଟି ଟଙ୍କାର ସ୍ଵତନ୍ତ୍ର ବଜେଟ୍ –...

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ବିଜେଡି ସରକାର ଗଠନ କଲେ ଯୁବପିଢ଼ିଙ୍କ ପାଇଁ ୧ ଲକ୍ଷ କୋଟି ଟଙ୍କାର ସ୍ଵତନ୍ତ୍ର ବଜେଟ୍ ଆଣିବ। ଯୁବବର୍ଗଙ୍କ ବିକାଶ ପାଇଁ ଆଗାମୀ ୧୦ ବର୍ଷରେ ଏହି ଅର୍ଥ ଖର୍ଚ୍ଚ...

କାହାର ହେବ ଭୁବନେଶ୍ୱର ଲୋକସଭା ଆସନ?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ https://www.youtube.com/watch?v=3i0gUVNyX5g&t=28s ଭୁବନେଶ୍ୱର ଲୋକସଭା ଆସନରେ ଅପରାଜିତା ପୁଣି ବାଜି ମାରିବେ ନା କମାଲ କରିବେ ମନ୍ମଥ, କେମିତି ରହିବ ୟାସିରଙ୍କ ସ୍ଥିତି? ଭୁବନେଶ୍ୱର ଲୋକସଭା ଆସନ ଲାଗି ଏଥର ଦମଦାର ହେବ ଲଢ଼େଇ।...

ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ: ଆଜି ସନ୍ଧ୍ୟାରେ ସରିବ ପ୍ରଚାର

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଗୁରୁବାର ସନ୍ଧ୍ୟାରେ ସରିବ ପ୍ରଚାର। ଏହି ପର୍ଯ୍ୟାୟରେ ଶନିବାର ରାଜ୍ୟର ୬ଟି ଲୋକସଭା ଏବଂ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନ ପାଇଁ ଭୋଟ୍...