ଜାପାନରେ ନିପନ୍ ଷ୍ଟିଲ୍ ପ୍ଲାଣ୍ଟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଜାପାନ ଗସ୍ତ ତୃତୀୟ ଦିନରେ ପହଞ୍ଚିଛି। ଗୁରୁବାର ସେ ଟୋକିଓ ନିକଟସ୍ଥ କିମିଟ୍ସୁ ସହରରେ ଥିବା ନିପନ୍ ଷ୍ଟିଲ୍ ପ୍ଲାଣ୍ଟ ପରିଦର୍ଶନ କରିଛନ୍ତି। ଏଠାରେ ମୁଖ୍ୟମନ୍ତ୍ରୀ ନିପନ୍...
ଅତାବିରା ଓ ହିନ୍ଦୋଳ ଏନ୍ଏସି ନିର୍ବାଚନ ଫଳ: ବିଜେଡିକୁ ବଳ, କଂଗ୍ରେସ ଓ ବିଜେପି ପାଇଁ ଏବେ ଆତ୍ମସମୀକ୍ଷାର...
ଓଡ଼ିଶାଲାଇଭ୍ ବ୍ୟୁରୋ
ଅତାବିରା ଓ ହିନ୍ଦୋଳନ ଏନ୍ଏସି ନିର୍ବାଚନରେ ବିଜେଡିର ବିଜୟ ଆଗକୁ ହେବାକୁ ଥିବା ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ଉପରେ ପ୍ରଭାବ ପକାଇବ। ଉଭୟ ଏନ୍ଏସିର ଫଳାଫଳ ବିଜେଡି ପାଇଁ ବଳ ସଦୃଶ...
ନବକୃଷ୍ଣ ଚୌଧୁରୀଙ୍କ ବିକୃତ ପ୍ରତିମୂର୍ତ୍ତି ପାଇଁ କାହାକୁ ଦାୟୀ କରିବା?
କପିଳାସ ଭୂୟାଁ
ଗାନ୍ଧୀବାଦୀ ନେତା ତଥା ସ୍ଵାଧୀନତା ପରେ ଓଡ଼ିଶାର ପ୍ରଥମ ନିର୍ବାଚିତ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ (୧୯୫୦-୧୯୫୬) ବିକୃତ ପ୍ରତିମୂର୍ତ୍ତି ସ୍ଥାପନକୁ ନେଇ ବିରୋଧର ସ୍ଵର କ୍ରମେ ତେଜିବା ଆରମ୍ଭ କରିଛି। ଗତ...
ହିନ୍ଦୋଳ ଏନଏସି ନିର୍ବାଚନରେ ବାଜି ମାରିଲା ବିଜେଡି
ଓଡ଼ିଶାଲାଇଭ୍ ବ୍ୟୁରୋ
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନଏସି ନିର୍ବାଚନ ପାଇଁ ମଙ୍ଗଳବାର ଫଳାଫଳ ଘୋଷଣା ହୋଇଛି। ଏହି ନିର୍ବାଚନରେ ବିଜେଡିକୁ ବଡ଼ ସଫଳତା ମିଳିଛି। ହିନ୍ଦୋଳ ଏନଏସିର ଅଧ୍ୟକ୍ଷ ପଦରେ ବିଜେଡିର କେଶବ ପ୍ରଧାନ...
ଅତାବିରା ଏନଏସି ନିର୍ବାଚନ: ଅଧ୍ୟକ୍ଷ ପଦ ସହ ୧୧ଟି ୱାର୍ଡରେ ଜିତିଲା ବିଜେଡି
ଓଡ଼ିଶାଲାଇଭ୍ ବ୍ୟୁରୋ
ବରଗଡ଼ ଜିଲ୍ଲା ଅତାବିରା ଏନଏସି ନିର୍ବାଚନରେ ବିଜୟୀ ହୋଇଛି ବିଜେଡି। ଅତାବିରାର ୧୨ଟି ୱାର୍ଡରୁ ୧୧ଟି ୱାର୍ଡରେ ବିଜେଡିର କାଉନସିଲର ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଏଥିସହ ଅତାବିରା ଏନଏସିର ଅଧ୍ୟକ୍ଷ ପଦ...
ଝାରସୁଗୁଡ଼ା ଉପନିର୍ବାଚନ: ୩ ବରିଷ୍ଠ ନେତାଙ୍କୁ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେଡି
ଓଡ଼ିଶାଲାଇଭ୍ ବ୍ୟୁରୋ
ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛି ବିଜେଡି। ଦଳ ପକ୍ଷରୁ ସର୍ବପ୍ରଥମେ ପ୍ରାର୍ଥୀ ଘୋଷଣା କରାଯିବା ପରେ ମଙ୍ଗଳବାର ଦିନ ତିନି ଜଣ ବରିଷ୍ଠ ନେତାଙ୍କୁ ଉପନିର୍ବାଚନ...
କର୍ଣ୍ଣାଟକ ରେସ୍ରେ ୩ ଘୋଡ଼ା: ବିଜେପି, କଂଗ୍ରେସ ଓ ଜେଡିଏସ୍
ଓଡ଼ିଶାଲାଇଭ୍ ବ୍ୟୁରୋ
କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ନିଜର ଦମ୍ ଦେଖାଇବାକୁ ପ୍ରସ୍ତୁତ ରହିଛନ୍ତି ୩ ଦଳ ବିଜେପି, କଂଗ୍ରେସ ଓ ଜେଡିଏସ୍। ତ୍ରିମୁଖୀ ପ୍ରତିଦ୍ଵନ୍ଦ୍ଵିତାରେ କିଏ ମାରିବ ବାଜି?
ଆଗକୁ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ। ଏଥିପାଇଁ...
ଜାପାନରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ, ଆଜି ନିପନ୍ ଷ୍ଟିଲର ଅଧ୍ୟକ୍ଷଙ୍କ ସହ କରିବେ ଅଲୋଚନା
ଓଡ଼ିଶାଲାଇଭ୍ ବ୍ୟୁରୋ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ତୃତୀୟ ବିଦେଶ ଗସ୍ତରେ ଯାଇ ଜାପାନରେ ପହଞ୍ଚିଛନ୍ତି। ସେ ମଙ୍ଗଳବାର ସକାଳେ ଜାପାନର ରାଜଧାନୀ ଟୋକିଓରେ ପହଞ୍ଚିଥିଲେ। ଟୋକିଓରେ ଭାରତୀୟ ରାଷ୍ଟ୍ରଦୂତ ସି ବି ଜର୍ଜ...
ସରିଲା ଏନଏସି ଭୋଟ: ଅତାବିରାରେ ୭୪ ପ୍ରତିଶତ ଓ ହିନ୍ଦୋଳରେ ୮୮ ପ୍ରତିଶତ ମତଦାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶାନ୍ତିଶୃଙ୍ଖଳାର ସହ ଶେଷ ହେଲା ଉଭୟ ଅତାବିରା ଏବଂ ହିନ୍ଦୋଳ ଏନଏସି ନିର୍ବାଚନ। ସୋମବାର ସକାଳ ୮ଟାରୁ ଆରମ୍ଭ ହୋଇଥିବା ବରଗଡ଼ ଜିଲ୍ଲା ଅତାବିରା ଏନଏସି ଏବଂ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ...
ବଢ଼ିଲା ରାହୁଲ ଗାନ୍ଧୀଙ୍କ ଜାମିନ ଅବଧି, ଏପ୍ରିଲ ୧୩ରେ ପରବର୍ତ୍ତୀ ଶୁଣାଣି
ଓଡ଼ିଶାଲାଇଭ୍ ବ୍ୟୁରୋ
କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଜାମିନ ଅବଧି ବୃଦ୍ଧି ପାଇଛି। ସୋମବାର ସୁରଟର ସେସନ୍ସ କୋର୍ଟ ରାହୁଲଙ୍କ ଜାମିନ ଅବଧିକୁ ଏପ୍ରିଲ ୧୩ ତାରିଖ ଯାଏଁ ବଢ଼ାଇଛନ୍ତି। ‘ମୋଦୀ ସରନେମ’ ମାମଲାରେ...




















