ନବନିଯୁକ୍ତ ଅଧ୍ୟାପକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁମନ୍ତ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟ ସରକାରଙ୍କ ଅନୁଦାନପ୍ରାପ୍ତ ବେସରକାରୀ ଡିଗ୍ରି କଲେଜରେ ୨୭୪ ଜଣ ଅଧ୍ୟାପକଙ୍କୁ ନିଯୁକ୍ତି ମିଳିଛି। ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ଓରିଏଣ୍ଟେସନ କାର୍ଯ୍ୟକ୍ରମରେ ନବନିଯୁକ୍ତ ଅଧ୍ୟାପକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...
କଂଗ୍ରେସରୁ ଇସ୍ତଫା ଦେଲେ ବରିଷ୍ଠ ନେତା ଗୁଲାମନବୀ ଆଜାଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ବରିଷ୍ଠ କଂଗ୍ରେସ ନେତା ଗୁଲାମନବୀ ଆଜାଦ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଦଳର ପ୍ରାଥମିକ ସଦସ୍ୟତା ସହ ସମସ୍ତ ପଦପଦବୀରୁ ସେ ଆଜି ଇସ୍ତଫା ଦେଇଛନ୍ତି। ଗୁଲାମନବୀ ଆଜାଦ ୫ ପୃଷ୍ଠା ସମ୍ବଳିତ...
କଂଗ୍ରେସ ବିଧାୟକଙ୍କ ସଂଖ୍ୟା ୯ରୁ ୯୦ କରିବା ଲକ୍ଷ୍ୟ ରହିଛି: ଶରତ ପଟ୍ଟନାୟକ
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୨୪ ସାଧାରଣ ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ସରଗରମ ହେବାକୁ ଲାଗିଛି। ବିଜୁ ଜନତା ଦଳ (ବିଜେଡି) ଏବଂ ଭାରତୀୟ ଜନତା ପାର୍ଟି (ବିଜେପି) ନିଜ ନିଜର ରଣନୀତି ପ୍ରସ୍ତୁତ କରୁଛନ୍ତି।...
ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ମନ୍ତ୍ରୀଙ୍କ ସୁନ୍ଦରଗଡ଼ ଗସ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ମିଶନ ଶକ୍ତି ମା’ଙ୍କ ଜୀବିକା ଏବଂ ଅଙ୍ଗନବାଡ଼ି ମାଧ୍ୟମରେ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା
ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍...
ଅଠାଓ୍ଵାଲେଙ୍କ ବୟାନକୁ ନେଇ ସରଗରମ ଓଡ଼ିଶା ରାଜନୀତି
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେଙ୍କ ବୟାନକୁ ନେଇ ଏବେ ସରଗରମ ଓଡ଼ିଶା ରାଜନୀତି। ଏହା ରାମଦାସଙ୍କ ନିଜସ୍ଵ ମତ ବୋଲି ବିଜେପି କହୁଥିବାବେଳେ କଂଗ୍ରେସ କହୁଛି ସିବିଆଇ ଏବଂ ଇଡି ଭଳି ସଂସ୍ଥା...
ନବୀନଙ୍କୁ ଏନ୍ଡିଏରେ ସାମିଲ ପାଇଁ ଅଠାୱାଲେଙ୍କ ଆହ୍ୱାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏନ୍ଡିଏରେ ସାମିଲ ପାଇଁ କେନ୍ଦ୍ରମନ୍ତ୍ରୀ ରାମ୍ଦାସ ଅଠାୱାଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆହ୍ୱାନ ଦେଇଛନ୍ତି। ପୂର୍ବରୁ ସେ ନବୀନଙ୍କୁ ନିବେଦନ କରିଥିଲେ। ଏଥର କିନ୍ତୁ ତାଙ୍କର ଅପିଲ୍ ତରିକା ସାମାନ୍ୟ ଭିନ୍ନ...
ବିଜୁ ଛାତ୍ର ଜନତା ଦଳ ପୁନର୍ଗଠିତ: ଇପସିତା ପୁଣି ମହାସଚିବ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜୁ ଛାତ୍ର ଜନତା ଦଳର ରାଜ୍ୟ, ଜିଲ୍ଲା ତଥା ଜୋନ୍ ସ୍ତରରେ ବିଭିନ୍ନ ପଦ ପଦବୀରେ କର୍ମକର୍ତ୍ତା ନିଯୁକ୍ତି ପାଇବା ସହ ପୁନର୍ଗଠିତ ହୋଇଛି ଦଳ। ଏନେଇ ବିଜୁ ଜନତା ଦଳ...
ଗଠନ ହେଲା ବିଜୁ ଯୁବ ଜନତା ଦଳର ନୂଆ ଟିମ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟର ୩୦ ଜିଲ୍ଲା ପାଇଁ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ବରିଷ୍ଠ ପର୍ଯ୍ୟବେକ୍ଷକ ନିଯୁକ୍ତିର ଦିନକ ପରେ ଶୁକ୍ରବାର ବିଜୁ ଯୁବ ଜନତା ଦଳର କର୍ମକର୍ତ୍ତାଙ୍କୁ ରାଜ୍ୟ, ଜିଲ୍ଲା ତଥା...
ଚୟନ କମିଟିର ପ୍ରଥମ ବୈଠକ: ସମ୍ମାନିତ ହେବେ ୫ ବର୍ଷର ଶ୍ରେଷ୍ଠ ବିଧାୟକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ବିଧାନସଭା ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଶ୍ରେଷ୍ଠ ବିଧାୟକ ଚୟନ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। କୋଭିଡ଼ କଟକଣା ମଧ୍ୟରେ ୩ବର୍ଷ ଧରି ଏହି ବୈଠକ ଅନୁଷ୍ଠିତ...
୩୦ ଜିଲ୍ଲାରେ ବରିଷ୍ଠ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେଡି
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜୁ ଜନତା ଦଳ (ବିଜେଡି) ରାଜ୍ୟର ସବୁ ଜିଲ୍ଲାରେ ବରିଷ୍ଠ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରିଛି। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମତି କ୍ରମେ ଏହି ନିଯୁକ୍ତି ଦିଆଯାଇଛି। ୬...



















