ବିଜେଡିର ଘୋଷଣା – ଏଣିକି ସବୁ ନିର୍ବାଚନରେ ପଛୁଆବର୍ଗରୁ ୨୭ ପ୍ରତିଶତ ପ୍ରାର୍ଥୀ ଦେବ ଦଳ  

ଓଡ଼ିଶାଲାଇଭ୍ ବ୍ୟୁରୋ ନିର୍ବାଚନରେ ୨୭ ପ୍ରତିଶତ ଓବିସି, ଏସ୍‌ଇବିସିଙ୍କୁ ପ୍ରାର୍ଥୀ କରିବ ବିଜେଡି ପ୍ରଥମେ ଶିକ୍ଷା ଓ ନିଯୁକ୍ତିରେ ପଛୁଆବର୍ଗଙ୍କୁ ସଂରକ୍ଷଣ ଦିଆଯାଉ: ବିଜେପି ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜୁ ଜନତା ଦଳ ଏକ...

‘‘ରାଜ୍ୟସଭାରେ ବିଶୃଙ୍ଖଳା ଯୋଗୁଁ ବିରୋଧୀ କ୍ଷମା ମାଗନ୍ତୁ’’

ଓଡ଼ିଶାଲାଇଭ୍‌ ବ୍ୟୁରୋ ସଂସଦର ମୌସୁମୀ ଅଧିବେଶନର ଶେଷଦିନରେ ରାଜ୍ୟସଭାରେ ହୋଇଥିବା ହଙ୍ଗାମା ଯୋଗୁଁ ସରକାର ଓ ବିରୋଧି ସାମ୍ନା ସାମ୍ନି ହୋଇଛନ୍ତି। ଗୁରୁବାର ବିରୋଧୀ ଦଳର ସାଂସଦମାନେ ସଂସଦରୁ ବିଜୟ ଚୌକ ପର୍ଯ୍ୟନ୍ତ ଶୋଭାଯାତ୍ରା...

ମୋଦୀ କ୍ୟାବିନେଟରେ ସାମିଲ ହେବନି ୱାଇଏସଆର କଂଗ୍ରେସ : ମୁଖପାତ୍ର ଆଦାଲା ରାଜଶେଖର

ଓଡ଼ିଶାଲାଇଭ୍ ବ୍ୟୁରୋ (ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): ଆନ୍ଧ୍ରପ୍ରଦେଶରେ କ୍ଷମତାସୀନ ୱାଇଏସଆର କଂଗ୍ରେସ ସରକାର ମୋଦୀ କ୍ୟାବିନେଟରେ ସାମିଲ ହେବାକୁ ଯାଉଛି। ଏନେଇ ଗତ କିଛି ଦିନ ହେବ ରାଜନୈତିକ ମହଲରେ ଯେଉଁ ଚର୍ଚ୍ଚା...

ଖେଳରତ୍ନ ନାଁ ପରିବର୍ତ୍ତନକୁ ନେଇ ତେଜିଲା ରାଜନୀତି, ବିବାଦରେ ମୋଦୀ ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରେଷ୍ଠ କ୍ରୀଡ଼ା ପୁରସ୍କାର ‘ରାଜୀବ ଗାନ୍ଧୀ ଖେଳରତ୍ନ’ର ନାମ ପରିବର୍ତ୍ତନ କରି ‘ମେଜର ଧ୍ୟାନଚାନ୍ଦ ଖେଳରତ୍ନ’ ରଖିଛନ୍ତି। ତେବେ ଏହି ନିଷ୍ପତ୍ତିକୁ ନେଇ ରାଜନୈତିକ ମହଲରେ...

ନୟାଗଡ଼ରେ ବିଜେଡି କର୍ମକର୍ତ୍ତା ସମ୍ମିଳନୀ – ସାଂଗଠନିକ କାର୍ଯ୍ୟ ଉପରେ ଫୋକସ୍ କରିବାକୁ କର୍ମୀଙ୍କୁ ନେତାଙ୍କ ଆହ୍ଵାନ

ଓଡ଼ିଶାଲାଇଭ୍ ବ୍ୟୁରୋ ନୟାଗଡ଼ ନିର୍ବାଚନମଣ୍ଡଳୀରେ ରବିବାର ଦିନ ବିଜେଡି କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏଥିରେ ଆଗକୁ ଆସୁଥିବା ପଞ୍ଚାୟତ ନିର୍ବାଚନ ପାଇଁ ଦଳୀୟ ପ୍ରସ୍ତୁତି ଜୋରଦାର୍ କରିବାକୁ ନେତାମାନେ କର୍ମୀଙ୍କୁ ପରାମର୍ଶ ଦେଇଥିଲେ।...

ଭାରତ ଇତିହାସରେ ଲିପିବଦ୍ଧ ହୋଇ ରହିବ ୫ ଅଗଷ୍ଟ : ପ୍ରଧାନମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ “ଭାରତ ଇତିହାସରେ ଲିପିବଦ୍ଧ ହୋଇ ରହିବ ୫ ଅଗଷ୍ଟ। ଆଜିର ଦିନକୁ କୌଣସି ଭାରତୀୟ ଭୁଲିପାରିବେ ନାହିଁ। ଅଗଷ୍ଟ ୫ରେ ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯାଇଥିଲା। ଏହି ଦିନ ଅଯୋଧ୍ୟାରେ...

ଖବର ବିଶ୍ଳେଷଣ – କ୍ଷୂଣ୍ଣ ହେଉଛି ସଂସଦୀୟ ମର୍ଯ୍ୟାଦା

ଓଡ଼ିଶାଲାଇଭ୍ ବ୍ୟୁରୋ ବିଗତ କିଛି ଦିନ ଧରି ସଂସଦର ଉଭୟ ଗୃହରେ ଅଚଳାବସ୍ଥା ଜାରି ରହିଛି। ବିରୋଧୀ ଦଳର ସାଂସଦମାନେ ଗୃହ କାର୍ଯ୍ୟରେ ଭାଗ ନେବା ତ ଦୂରର କଥା ହଟ୍ଟଗୋଳ ସୃଷ୍ଟି କରିବା...

ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପଦରୁ ଇସ୍ତଫା ଦେଲେ ପ୍ରଶାନ୍ତ କିଶୋର, କଂଗ୍ରେସରେ ମିଶିବା ନେଇ ଚର୍ଚ୍ଚା

ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ ପଞ୍ଜାବରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହଙ୍କ ମୁଖ୍ୟ ପରାମର୍ଶଦାତା ପଦରୁ ଇସ୍ତଫା ଦେଇଛନ୍ତି ପ୍ରଶାନ୍ତ କିଶୋର। ଏହାପରେ ସେ କଂଗ୍ରେସରେ ସାମିଲ ହୋଇପାରନ୍ତି...

ଖବର ବିଶ୍ଳେଷଣ – ମେଡିକାଲ ଶିକ୍ଷାରେ ସ୍ଥାନ ସଂରକ୍ଷଣ ଓ ବଞ୍ଚିତ ଶ୍ରେଣୀ

ଓଡ଼ିଶାଲାଇଭ୍ ବ୍ୟୁରୋ ମେଡିକାଲ ପାଠ୍ୟକ୍ରମ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି ବୋଲି ବୁଝିବାକୁ ପଡ଼ିବ। ମୋଦୀ ସରକାରଙ୍କ ଏହି ନିଷ୍ପତ୍ତି ମେଡିକାଲ ପାଠ ପଢିବା ପାଇଁ ଇଚ୍ଛୁକ ଗରିବ ଓ...

ରାଜନୀତିରୁ ସନ୍ନ୍ୟାସ ନେଲେ ବାବୁଲ ସୁପ୍ରିୟୋ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜନୀତିରୁ ସନ୍ନ୍ୟାସ ନେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବଲିଉଡ ଗାୟକ ବାବୁଲ ସୁପ୍ରିୟୋ। ଏନେଇ ଆଜି ସେ ତାଙ୍କର ଫେସବୁକ୍ ପୋଷ୍ଟରେ ସୂଚନା ଦେଇଛନ୍ତି। ଏଥିସହ ସେ ସାଂସଦ ପଦରୁ ମଧ୍ୟ...