ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାତ୍ୟା ସମୀକ୍ଷା – ବିଜେପି ଉପରେ ବର୍ଷିଲେ ଦିଦି

ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାତ୍ୟା 'ୟାସ୍‌'ର ସମୀକ୍ଷା ବୈଠକ ନେଇ ଏବେ ରାଜନୀତି ଜୋର୍ ଧରିଛି। ଗୋଟିଏ ପଟେ ବୈଠକରେ ମୁଖ୍ୟମନ୍ତ୍ରୀ ମମତାଙ୍କ ବିଳମ୍ଵରେ ପହଞ୍ଚିବା ଏବଂ ଅଧାରୁ...

‘ମାଗଣା କୋଭିଡ୍‌ ଚିକିତ୍ସା ଯୋଗାଇବାରେ ଦେଶରେ ପ୍ରଥମ ରାଜ୍ୟ ଓଡ଼ିଶା’

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟ ସରକାର ଓ ବିଜେଡିର ପଞ୍ଚମ ପାଳିକୁ ଦୁଇ ବର୍ଷ ପୁରିଛି। ସେହି ଅବସରରେ ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର ନିଜର ପ୍ରତିକ୍ରିୟା ରଖିଛନ୍ତି। ଏଥିସହ ବାତ୍ୟା ମୁକାବିଲା ପାଇଁ...

କୋଡ଼ିଏ ବର୍ଷ ଧରି କାହିଁକି ଲୋକପ୍ରିୟ ହୋଇପାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ?

ଭାସ୍କର ପରିଚ୍ଛା ରାଜନୀତିରେ ନବୀନଙ୍କ ବିରଳ ବ୍ୟକ୍ତିତ୍ୱ। ଦୀର୍ଘ ୨୦ବର୍ଷ ଧରି ଓଡ଼ିଶାବାସୀଙ୍କ ଲୋକପ୍ରିୟ ହୋଇପାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମେ' ୨୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜୁ ଜନତା ଦଳ ସରକାରର...

ବିବାଦରେ କେଜ୍ରିଓ୍ୱାଲଙ୍କ ‘ସିଙ୍ଗାପୁର ଷ୍ଟ୍ରେନ’ ବୟାନ – ଖଣ୍ଡନ କଲା ସିଙ୍ଗାପୁର ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ‘ସିଙ୍ଗାପୁର ଷ୍ଟ୍ରେନ୍‌’କୁ ନେଇ ଦେଇଥିବା ବୟାନକୁ ନେଇ ବଢ଼ିଲା ବିବାଦ। ମନ୍ତବ୍ୟକୁ ଖଣ୍ଡନ କଲା ସିଙ୍ଗାପୁର ସ୍ୱାସ୍ଥ୍ୟ ମନ୍ତ୍ରାଳୟ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ମଙ୍ଗଳବାର...

ଆସାମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହିମନ୍ତ ବିଶ୍ୱ ଶର୍ମା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆସାମର ମୁଖ୍ୟମନ୍ତ୍ରୀ ଭାବେ  ସୋମବାର  ଶପଥ ନେଇଛନ୍ତି ହିମନ୍ତ ବିଶ୍ୱ ଶର୍ମା। ତାଙ୍କ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ଜଗଦୀଶ ମୁଖୀ। ହିମନ୍ତଙ୍କ ସହିତ ଅନ୍ୟ ୧୩...

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏମ୍‌କେ ଷ୍ଟାଲିନ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶୁକ୍ରବାର ଶପଥ ନେଇଛନ୍ତି ଡିଏମ୍‌କେ ମୁଖ୍ୟ ଏମ୍‌ କେ ଷ୍ଟାଲିନ୍‌। କରୋନା କଟକଣା ଭିତରେ ରାଜ୍ୟପାଳ ବନଓ୍ୱରିଲାଲ ପୁରୋହିତ ଷ୍ଟାଲିନ୍‌ଙ୍କୁ ପଦ ଓ ଗୋପନୀୟତାର ଶପଥ...

ତୃତୀୟ ଥର ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମମତା ବାନାର୍ଜୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ତୃତୀୟ ଥର ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ବୁଧବାର ଶପଥ ନେଇଛନ୍ତି ମମତା ବାନାର୍ଜୀ। କୋଲକାତା ରାଜଭବନରେ ଆୟୋଜିତ ହୋଇଥିବା ଶପଥ ଗ୍ରହଣ ଉତ୍ସବରେ ମମତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ...

ରାଜନୀତିର ଚାଣକ୍ୟ – ଦିଦିଙ୍କୁ ପୁଣି କ୍ଷମତା ଗାଦିରେ ବସାଇଲା ପ୍ରଶାନ୍ତଙ୍କ ନିର୍ବାଚନୀ ରଣନୀତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ପଶ୍ଚିମବଙ୍ଗରେ ବିଜେପିକୁ ମାତ୍‌ ଦେଇ ଟିଏମ୍‌ସି ବିପୁଳ ବିଜୟ ହାସଲ କରିଛି। ୨୦୦ରୁ ଅଧିକ ଆସନରେ ବିଜୟୀ ହେବା ସହିତ ମମତା ବାନାର୍ଜୀଙ୍କ ଦଳ ଟିଏମ୍‌ସି ପଶ୍ଚିମବଙ୍ଗରେ ତୃତୀୟ ଥର ପାଇଁ...

ପଶ୍ଚିମବଙ୍ଗ ବିଜେପି ପାଇଁ ଏବେ ପ୍ରମୁଖ ଚେହେରା ଶୁଭେନ୍ଦୁ ଅଧିକାରୀ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ନନ୍ଦିଗ୍ରାମରେ ମମତା ବାନାର୍ଜୀଙ୍କୁ ହରାଇବାପରେ ପଶ୍ଚିମବଙ୍ଗ ବିଜେପି ପାଇଁ ବଡ଼ ଚେହେରା ପାଲଟିଛନ୍ତି ଶୁଭେନ୍ଦୁ ଅଧିକାରୀ। ତେବେ କେମିତି ଥିଲା ଏହି ନେତାଙ୍କ ରାଜନୈତିକ କ୍ୟାରିୟର? ଏକଦା ମମତା ବାନାର୍ଜୀଙ୍କ ବିଶ୍ୱସ୍ତ...

ନନ୍ଦିଗ୍ରାମରୁ ପଶ୍ଚିମବଙ୍ଗର ୩ ଥର ମୁଖ୍ୟମନ୍ତ୍ରୀ ଯାଏଁ – ସହଜ ନ ଥିଲା ମମତାଙ୍କ ଜୟଯାତ୍ରା

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଏକଦା ବାମଦଳ ଓ ଏବେ ବିଜେପିର ଶକ୍ତି ଭେଦ କରିଥିବା ମମତା ବାନାର୍ଜୀଙ୍କ ଜୟଯାତ୍ରା ଏତେ ସହଜ ନ ଥିଲା। ସତୁରୀ ଦଶକରେ କଂଗ୍ରେସ ଦଳର ଜଣେ ସାଧାରଣ କର୍ମୀ ଭାବେ...