ଗୁଜୁରାଟର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବିଜୟ ରୁପାଣୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଗୁଜୁରାଟର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବିଜୟ ରୁପାଣୀ। ଶନିବାର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କୁ ଭେଟି ସେ ନିଜର ଇସ୍ତଫା ପତ୍ର ଦେଇଛନ୍ତି। ତେବେ ୨୦୨୨ରେ ହେବାକୁ ଥିବା ଗୁଜୁରାଟ ବିଧାନସଭା...

ଓଡ଼ିଶା ସୀମାରେ ସମସ୍ୟା – ଅଙ୍ଗନବାଡ଼ି କେନ୍ଦ୍ରରେ ଅଣ୍ଡା ବାଣ୍ଟିଲା ଆନ୍ଧ୍ର, ଉଦୟପୁର ବେଳାଭୂମିରେ ବେଆଇନ ପାଚେରୀ କଲା...

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ସୀମାରେ ଲାଗିରହିଛି ସମସ୍ୟା। ଗୋଟିଏ ପଟେ ସିଲ ହୋଇଥିବା ଅଙ୍ଗନବାଡ଼ି କେନ୍ଦ୍ର ଖୋଲି ପିଲାମାନଙ୍କୁ ଅଣ୍ଡା ବାଣ୍ଟୁଛି ଆନ୍ଧ୍ର ପ୍ରଶାସନ ଏବଂ ଅନ୍ୟପଟେ ସୀମା ଭିତରେ ଥିବା ଉଦୟପୁର ବେଳାଭୂମିରେ...

ସରିଲା ବିଧାନସଭାର ମୌସୁମୀ ଅଧିବେଶନ, ପାରିତ ହେଲା ୧୩ଟି ବିଲ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଷୋଡ଼ଶ ବିଧାନସଭାର ସପ୍ତମ ଅଧିବେଶନର ଆଜି ଥିଲା ଶେଷ ଦିନ। ବିରୋଧୀଙ୍କ ହୋ-ହାଲ୍ଲା ଭିତରେ ସରିଛି ମୌସୁମୀ ଅଧିବେଶନ। ଚଳିତ ଅଧିବେଶନ ସେପ୍ଟେମ୍ବର ୧ତାରିଖରୁ ଆରମ୍ଭ ହୋଇଥିଲା। ଏଥିରେ ସମୁଦାୟ ୮ଟି...

ବିଧାନସଭା ଆଗରେ ଯୁବକଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ତେଜିଲା ରାଜନୀତି

ଓଡ଼ିଶାଲାଇଭ୍ ବ୍ୟୁରୋ ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରି ହସ୍ପିଟାଲରେ ଆଖି ବୁଜିଥିବା ଯୁବକ ଦୁଷ୍ମନ୍ତ ଦାସଙ୍କୁ ନେଇ ତେଜିଛି ରାଜନୀତି। ଏହି ପ୍ରସଙ୍ଗକୁ ନେଇ ଆଜି ବିଧାନସଭା ମୌସୁମୀ ଅଧିବେଶନରେ କଂଗ୍ରେସ ଓ...

ବିଜେଡିରୁ ନିଲମ୍ଵିତ ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେପି କର୍ମୀଙ୍କୁ ମାରିବା ଘଟଣାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ବିଜେଡିରୁ ନିଲମ୍ଵନ କରାଯାଇଛି। ବୁଧବାର ବିଜେଡି ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ନିଲମ୍ଵିତ କରିଛନ୍ତି। ଖୋର୍ଦ୍ଧା ଏନ୍‌ଏସି କାର୍ଯ୍ୟାଳୟରେ ବୁଧବାର...

ମୌସୁମୀ ଅଧିବେଶନ : ବିରୋଧୀଙ୍କ ହୋ-ହାଲ୍ଲାରେ କମ୍ପିଲା ଗୃହ,  ଅପରାହ୍ନ ୪ ଯାଏଁ ମୁଲତବୀ ଘୋଷଣା

ଓଡ଼ିଶାଲାଇଭ୍ ବ୍ୟୁରୋ ବିଧାନସଭା ମୌସୁମୀ ଅଧିବେଶନର ଆଜି ହେଉଛି ତୃତୀୟ ଦିନ। ଗୃହ କାର୍ଯ୍ୟ ଆରମ୍ଭରୁ ଗୃହରେ ହୋ-ହାଲ୍ଲା କରିଥିଲେ ବିରୋଧୀ। ଉଭୟ କଂଗ୍ରେସ ଓ ବିଜେପି ନେତାମାନେ ବିଭିନ୍ନ ପ୍ରସଙ୍ଗ ନେଇ ଗୃହର...

ତାରାଙ୍କ ୟୁ-ଟର୍ଣ୍ଣ : କହିଲେ ନିରଞ୍ଜନ ମୋ ବଡ଼ ଭାଇ, ନରସିଂହ ମୋ ପାଇଁ ଭଗବାନ

ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ନେଇ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଦେଇଥିବା ନିଜ ମନ୍ତବ୍ୟକୁ ଫେରାଇ ନେଇଛନ୍ତି। କିଛିଦିନ ତଳେ ପିସିସି...

ମୁଖ୍ୟମନ୍ତ୍ରୀ ପଦ ପାଇଁ ଛତିଶଗଡ଼ କଂଗ୍ରେସରେ କନ୍ଦଳ – ସମାଧାନ ପାଇଁ ଚିନ୍ତାରେ ହାଇକମାଣ୍ଡ

ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ପଦକୁ ନେଇ କଂଗ୍ରେସ ଦଳରେ ଟଣାଓଟରା ଲାଗି ରହିଛି। ପୂର୍ବାପେକ୍ଷା ଏବେ ଏହି ପ୍ରସଙ୍ଗଟି ଜୋରଦାର ହୋଇଛି। ଗୋଟିଏ ପଟେ ପଞ୍ଜାବ କଂଗ୍ରେସରେ ସୃଷ୍ଟି ହୋଇଥିବା କନ୍ଦଳ ତୁଟି ନଥିବା...

କଂଗ୍ରେସରେ ଚାଲିଛି ପାଲା – ତାରା କହିଲେ ନିରଞ୍ଜନ ଗାଦି ଛାଡ଼ନ୍ତୁ, ପାଲଟା ଜବାବ ଦେଲେ ପ୍ରଦୀପ ମାଝି

ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ କୋରାପୁଟ ଜିଲ୍ଲା କଂଗ୍ରେସରେ କୁହୁଳୁଥିବା ବିବାଦ ନିଆଁ ଏବେ ରାଜ୍ୟ କଂଗ୍ରେସ ଭବନକୁ ବ୍ୟାପିଲାଣି। ଏହି ନିଆଁ ଲିଭିବା ବଦଳରେ ହୁତୁହୁତୁ ହୋଇ ଜଳୁଛି। ଆଗକୁ ପଞ୍ଚାୟତ ନିର୍ବାଚନ। ଏଥିପାଇଁ ଶାସକ...

ଜାତିଭିତ୍ତିକ ଜନଗଣନା ଦାବିକୁ ପୁଣି ଦୋହରାଇଲା ବିଜେଡି

ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ ଦୀର୍ଘ ଦିନର ବ୍ୟବଧାନ ପରେ ଜାତି ରାଜନୀତି ପୁଣି ସାମ୍ନାକୁ ଆସିଛି। ସମଗ୍ର ଦେଶରେ ଓବିସିଙ୍କୁ ନେଇ ଚର୍ଚ୍ଚା ଚାଲିଥିବାବେଳେ, ଓଡ଼ିଶାରେ ଶାସକ ଦଳ ବିଜେଡି ମଧ୍ୟ ଦେଢ଼ ବର୍ଷ...