୨୪ ଘଣ୍ଟାର ଡ୍ରାମା ପରେ ଚିଦାମ୍ବରମ୍‌ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ୍‌ଙ୍କୁ ଗିରଫ କରିଛି ସିବିଆଇ। ଆଇଏନ୍‌ଏକ୍ସ ମିଡିଆ ମାମଲାରେ ଗିରଫ ହୋଇଛନ୍ତି ଚିଦାମ୍ବରମ୍‌। ଚିଦାମ୍ବରମ୍‌ଙ୍କ ଗିରଫଦାରୀକୁ ନେଇ ୨୪ ଘଣ୍ଟା...

ଆଇନ ହାତରେ ନିଜକୁ ଟେକି ଦେଲେ ପି ଚିଦାମ୍ବରମ୍

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ୨୪ ଘଣ୍ଟାର ହାଇଭୋଲ୍‌ଟେଜ ଡ୍ରାମା ପରେ ସାମ୍ନାକୁ ଆସିଲେ ପି ଚିଦାମ୍ବରମ୍‌। ‘‘ମୁଁ ନିର୍ଦ୍ଦୋଶ। ଆଇଏନ୍‌ଏକ୍ସ ମିଡିଆ ମାମଲାରେ ମୋର କୌଣସି ସଂପୃକ୍ତି ନାହିଁ। ମତେ ଏବଂ ମୋ’ ପରିବାରକୁ ଫସାଇ...

ପି ଚିଦାମ୍ବରମ୍‌ଙ୍କ ଅଡୁଆ ବଢ଼ିଲା – ସିବିଆଇ ଜାରି କଲା ଲୁକ୍‌ ଆଉଟ୍‌ ସର୍କୁଲାର, ତୀର ମାରିଲା କଂଗ୍ରେସ

ଓଡ଼ିଶାଲାଇଭ୍ ବ୍ୟୁରୋ ସୁପ୍ରିମକୋର୍ଟରୁ ନିରାଶ ଚିଦାମ୍ବରମ୍‌ ହୋଇ ପାରିଲାନି ଆଗୁଆ ଜାମିନ ଆବେଦନର ଶୁଣାଣି ଶୁକ୍ରବାରକୁ ଘୁଞ୍ଚିଲା ଶୁଣାଣି ଇଡି ପରେ ସିବିଆଇ ଜାରି କଲା ଲୁକ୍‌ ଆଉଟ୍‌ ସର୍କୁଲାର୍‌ ଚିଦାମ୍ବରମ୍‌ଙ୍କ ପତ୍ତା...

କାହିଁକି ପି ଚିଦାମ୍ବରମ୍‌ଙ୍କୁ ଗୋଡ଼ାଉଛନ୍ତି ଇଡି ଏବଂ ସିବିଆଇ?

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇଏନ୍‌ଏକ୍ସ ମିଡିଆ କମ୍ପାନିରେ ବିଦେଶୀ ପୁଞ୍ଜି ନିବେଶକୁ ନେଇ ଫସିଲେ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍‌। ଆଇଏନ୍‌ଏକ୍ସ ମିଡିଆ ମାମଲାରେ ଛନ୍ଦି ହୋଇଛନ୍ତି ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍‌। ସିବିଆଇ ଏବଂ...

କୁଆଡ଼େ ଗଲେ ପି ଚିଦାମ୍ବରମ୍‌? ଖୋଜୁଛି ସିବିଆଇ, ଇଡି

ଓଡ଼ିଶାଲାଇଭ୍ ବ୍ୟୁରୋ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ୍‌ଙ୍କ ନାଁରେ ଲୁକ୍‌ ଆଉଟ୍‌ ନୋଟିସ୍‌ ଜାରି କଲା ଇଡି। ଆଇଏନ୍‌ଏକ୍ସ ମିଡିଆ ସ୍କାମ୍‌ ମାମଲାରେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା...

ସରିଲା ସଦସ୍ୟ ସଂଗ୍ରହ ଅଭିଯାନ, ଏବେ ସଙ୍ଗଠନ ସଜାଡ଼ିବ ବିଜେପି

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ତୃଣମୂଳ ସ୍ତରରୁ ସଙ୍ଗଠନ ସଜାଡ଼ିବା ପାଇଁ ବିଜେପି କରୁଛି ଉଦ୍ୟମ। ଶେଷ ହୋଇଛି ବିଜେପିର ସଦସ୍ୟ ସଂଗ୍ରହ ଅଭିଯାନ। ଜୁଲାଇ ୬ରୁ ଖୋର୍ଦ୍ଧାଠାରୁ ଏହି ଅଭିଯାନ ଶୁଭାରମ୍ଭ କରିଥିଲେ ବରିଷ୍ଠ ନେତା...

ଓଡ଼ିଶା କଂଗ୍ରେସ ନେତାଙ୍କୁ ଦିଲ୍ଲୀ ଡକରା

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ୨୨ରେ ନୂଆଦିଲ୍ଲୀରେ କଂଗ୍ରେସ ବୈଠକ। ଓଡ଼ିଶା କଂଗ୍ରେସ ନେତାଙ୍କୁ ଦିଲ୍ଲୀ ଡାକିଛନ୍ତି କାର୍ଯ୍ୟକାରୀ ଅଧ୍ୟକ୍ଷ ସୋନିଆ ଗାନ୍ଧି। ୨୨ ତାରିଖରେ ହେବ ବୈଠକ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ଦଳର...

ଜମ୍ମୁ କଶ୍ମୀରରୁ ହଟିଲା ଧାରା ୩୭୦ – ମୋଦି, ଶାହଙ୍କୁ ଧନ୍ୟବାଦ ଦେଲେ ଅପରାଜିତା ଷଡ଼ଙ୍ଗୀ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ କଶ୍ମୀର ପ୍ରସଙ୍ଗରେ ମୁହଁ ଖୋଲିଲେ ଅପରାଜିତା ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ଦେଲେ ଧନ୍ୟବାଦ ଏହି ଧାରା ଉଚ୍ଛେଦ କଶ୍ମୀରର ବିକାଶରେ ସହାୟକ ହେବ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଓ...

ରାଜୀବ ଗାନ୍ଧୀଙ୍କ ୭୫ତମ ଜନ୍ମ ଜୟନ୍ତୀ: ବୀରଭୂମିରେ ଶ୍ରଦ୍ଧାଞ୍ଜଳି ଦେଲେ ଗାନ୍ଧି ପରିବାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ରାଜୀବ ଗାନ୍ଧୀଙ୍କର ଆଜି ୭୫ତମ ଜନ୍ମ ଜୟନ୍ତୀ ପାଳିତ ହେଉଛି। ଏହି ଅବସରରେ ପତ୍ନୀ ସୋନିଆ ଗାନ୍ଧୀ, ଝିଅ ପ୍ରିୟଙ୍କା ଗାନ୍ଧୀ, ପୁଅ ରାହୁଲ ଗାନ୍ଧୀ ପ୍ରମୁଖ...

ନବୀନଙ୍କ ପଞ୍ଚମ ଇନିଂସ୍‌ – ନୂଆ ସରକାର, ନୂଆ ଟିମ୍

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ନବୀନ ପଟ୍ଟନାୟକଙ୍କ ୧୯ ବର୍ଷର ଶାସନ ଭିତରେ ଯାହା ଦେଖିବାକୁ ମିଳି ନଥିଲା ତାହା ଏହି ପଞ୍ଚମ ପାଳି ସରକାରରେ ଦେଖିବାକୁ ମିଳିଛି। ନୂଆ ସରକାର ଆରମ୍ଭ ହେବାର ତିନି...