ଭାଙ୍ଗିଲା ଚନ୍ଦ୍ରବାବୁଙ୍କ ଭବ୍ୟ କୋଠା ‘ପ୍ରଜା ବେଦିକା’

ଓଡ଼ିଶାଲାଇଭ ବ୍ୟୁରୋ ହାତରୁ ଶାସନ ଖସିବା ସହିତ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଅଡ଼ୁଆ ବଢ଼ିବାରେ ଲାଗିଛି।  ତାଙ୍କ ଅମରାବତୀସ୍ଥିତ ଭବ୍ୟ ବାସ ଭବନ ‘ପ୍ରଜା ବେଦିକା’କୁ ଜେସିବି ଦ୍ୱାରା ଭଙ୍ଗଯାଇଛି। ଓ୍ୱାଇଏସଆର ମୁଖ୍ୟ...

ଦିଲ୍ଲୀରେ ମୋଦିଙ୍କୁ ଭେଟିଲେ ଆମେରିକା ବୈଦେଶିକ ସଚିବ, ଏହି ପ୍ରସଙ୍ଗ ଉପରେ କଲେ ଆଲୋଚନା

 ଓଡ଼ିଶାଲାଇଭ ବ୍ୟୁରୋ ଆମେରିକା ବୈଦେଶିକ ସଚିବ ମାଇକ ପୋମ୍ପିୟୋ ପ୍ରଥମଥର ଭାରତ ଗସ୍ତ କରିଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ଦିଲ୍ଲୀରେ ପହଞ୍ଚି ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ମୋଦି ଓ ପୋମ୍ପିୟୋଙ୍କ ଏହି...

ବଜେଟ ଅଧିବେଶନର ଦ୍ୱିତୀୟ ଦିନରେ ବି ସରଗରମ ରହିବ ଗୃହ

ଓଡ଼ିଶାଲାଇଭ ବ୍ୟୁରୋ ବିଧାନସଭା ବଜେଟ ଅଧିବେଶନର ଆଜି ଦ୍ୱିତୀୟ ଦିନ। ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବଶେନ ପ୍ରଥମ ଦିନ ଅର୍ଥାତ ଗତକାଲି ଭଳି ଆଜି ଗୃହ ସରଗରମ ରହିବାର ସମ୍ଭାବନା ରହିଛି। ବିଜେଡି ବିଜେପି...

ଚନ୍ଦ୍ରବାବୁଙ୍କ ବାସଭବନ ଭାଙ୍ଗିବାକୁ ଉଦ୍ୟମ ଆରମ୍ଭ କଲେ ଆନ୍ଧ୍ର ସରକାର

ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ ଆନ୍ଧ୍ରପେଦଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଅମରାବତୀସ୍ଥିତି ବାସଭବନକୁ ଭାଙ୍ଗିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ବାସଭବନକୁ ଭାଙ୍ଗିବା ପାଇଁ ଜେସିବି ପହଞ୍ଚିଥିବା ବେଳେ ଟିଡିପି ସମର୍ଥକମାନେ ଏହାକୁ ବିରୋଧ...

ଗିରଫ ହେଉ ହେଉ ଛାତି ଯନ୍ତ୍ରଣା, ଜେଲରୁ ମେଡିକାଲ ଗଲେ ପାଟଣାଗଡ଼ ବିଧାୟକ

ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ ଗିରଫ ହୋଇ ଜେଲରେ ଗୋଟିଏ ରାତି କାଟିବା ପରେ ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ଛାତିରେ ଯନ୍ତ୍ରଣା ହୋଇଛି। ଫଳରେ ତାଙ୍କୁ ଜେଲରୁ ପାଟଣାଗଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଗିରଫ ହେବା...

ନୂତନ ଭାରତ ଗଠନ ପାଇଁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ

ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ପାଇଁ ଆଗତ ଧନ୍ୟବାଦ ପ୍ରସ୍ତାବ ଉପରେ ଆଜି ଲୋକସଭାରେ ବକ୍ତବ୍ୟ ରଖିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିତର୍କରେ ଅଂଶଗ୍ରହଣ କରିଥିବାରୁ ସେ ସାଂସଦମାନଙ୍କୁ, ବିଶେଷ କରି...

ବିଧାନସଭାରେ ନିଘୋଡ଼ ନିଦରେ ଶୋଇ ପଡ଼ିଲେ ବିଜେଡି ବିଧାୟକ ବିଷ୍ଣୁ ଦାସ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ସୋସିଆଲ ମିଡିଆରେ ଭାଇରାଲ ହେଲା ବିଷ୍ଣୁ ଦାସଙ୍କ ଶୋଇବା ଫଟୋ। ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ଆଜିଠୁ ଆରମ୍ଭ ହୋଇଛି। ହେଲେ ଗୃହ ଆରମ୍ଭରୁ ଅଜବ ଦୃଶ୍ୟ ଗଣମାଧ୍ୟମ କ୍ୟାମେରାରେ କଏଦ...

ବିରୋଧୀ ଦଳ ନେତାଙ୍କୁ ନେଇ ଗୃହରେ ଝଡ଼, କଂଗ୍ରେସ ଉଠାଇଲା ପ୍ରଶ୍ନ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଆଜିଠୁ ଆରମ୍ଭ ହୋଇଛି ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ। ରାଜ୍ୟପାଳ ଗଣେଶୀ ଲାଲଙ୍କ ଅଭିଭାଷଣ ପରେ ଅଧିବେଶନ ଆରମ୍ଭ ହୋଇଥିଲା। ହେଲେ ପ୍ରଥମ ଦିନ ହିଁ ଗୃହରେ ଝଡ଼ ଦେଖିବାକୁ...

ମଥାରେ ସିନ୍ଦୂର, ହାତରେ ମେହେନ୍ଦୀ: ବିବାହ ପରେ ସାଂସଦ ଭାବେ ଶପଥ ନେଲେ ନୁସରତ

ଓଡ଼ିଶାଲାଇଭ ବ୍ୟୁରୋ ଏଥର ଲୋକସଭା ନିର୍ବାଚନରେ ମମତା ବାନାର୍ଜୀଙ୍କ ପାର୍ଟି ତୃଣମୂଳ କଂଗ୍ରେସ ପକ୍ଷରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ଅଭିନେତ୍ରୀ ନୁସରତ ଜହାଁ। ନିକଟରେ ସେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ମଙ୍ଗଳବାର...

ଜୁଲାଇ ୧ରୁ ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ

ଓଡ଼ିଶାଲାଇଭ ବ୍ୟୁରୋ ଜୁଲାଇ ୧ରୁ ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମସ୍ତ ସରକାରୀ ଅଭିଯୋଗ ପ୍ରକୋଷ୍ଠକୁ ବନ୍ଦ ରଖାଯାଇଥିଲା। ଏବେ ଖରା କମି ଥିବାରୁ ଜୁଲାଇ ପହିଲାରୁ ଅଭିଯୋଗ ପ୍ରକୋଷ୍ଠ...