ବୁଧବାର ସକାଳ ୧୦.୩୦ରେ ଶପଥ ନେବେ ନବୀନ, ଭୁବନେଶ୍ଵର ପ୍ରଦର୍ଶନୀ ପଡ଼ିଆରେ ମଞ୍ଚ ପ୍ରସ୍ତୁତ

ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ କ୍ରମାଗତ ଭାବେ ପଞ୍ଚମଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ନବୀନ ପଟ୍ଟନାୟକଙ୍କ ଶପଥ ଗ୍ରହଣ ଉତ୍ସବ ଲାଗି ରାଜଭବନ ବାହାରେ ବିରାଟ ଆୟୋଜନ। ପ୍ରଥମଥର ଲାଗି ରାଜଭବନ ବାହାରେ ଶପଥ...

କଂଗ୍ରେସରେ ହଲଚଲ, ସନ୍ଧ୍ୟାରେ ରାହୁଲ ଡ଼ାକିଲେ ଜରୁରୀକାଳୀନ ବୈଠକ

ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ ଆଜି ସନ୍ଧ୍ୟା ବେଳକୁ ରାହୁଲଙ୍କ ଇସ୍ତଫା ସଂକ୍ରାନ୍ତ ନିଷ୍ପତ୍ତିର ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବା ଆଶା କରାଯାଉଛି। ଲୋକସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧି...

ଧର୍ମେନ୍ଦ୍ର ବିଜେପି ସଭାପତି ହେବେ?

ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ ବିଜେପିରେ ଏବେ ଚର୍ଚ୍ଚା ଜୋର ଧରିଛି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ କାହାକୁ ଦାୟିତ୍ୱ ଦିଆଯିବ? ଯଦି ବର୍ତ୍ତମାନର ସଭାପତି ଅମିତ ଶାହ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଆନ୍ତି ତେବେ...

ହିଞ୍ଜିଳି ନା ବିଜେପୁର: କେଉଁ ଆସନ ଛାଡ଼ିବେ ନବୀନ?

ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ କ୍ୟାରିୟର ଭିତରେ ପ୍ରଥମ ଥର ପାଇଁ  ଦୁଇ ଦୁଇଟି ଆସନରୁ ନିର୍ବାଚନ ଲଢ଼ୁଥିଲେ। ଉଭୟ ହିଞ୍ଜିଳି ଓ ବିଜେପୁର ଆସନରୁ ସେ ନିର୍ବାଚିତ ହୋଇଛନ୍ତି।...

କଂଗ୍ରେସରେ ଇସ୍ତାଫାର ଝଡ଼, ରାହୁଲ ଜିଦରେ ଅଟଳ

ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସର ଜଣକ ପରେ ଜଣକ ଇସ୍ତଫା ଦେବା ଆରମ୍ଭ କରିଛନ୍ତି।ପ୍ରଥମେ ରାହୁଲ ଗାନ୍ଧି ଇସ୍ତଫା ପତ୍ର ଦାଖଲ କରିଥିଲେ। ତାଙ୍କ ସହ ତାଳ...

ନବୀନଙ୍କ ପରେ ବିଜେଡିର ଉତ୍ତରାଧିକାରୀ କିଏ?

ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ ନବୀନଙ୍କ ପରେ କିଏ ବିଜେଡିର ନେତୃତ୍ୱ ନେବ ତାହାକୁ ନେଇ ରାଜନୈତିକ କରିଡରରେ ଚର୍ଚ୍ଚା ପଞ୍ଚମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଥିବା ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀକୁ ନେଇ ଚର୍ଚ୍ଚା...

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବକୁ ବିମଷ୍ଟେକ୍ ନେତାଙ୍କୁ ନିମନ୍ତ୍ରଣ

ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ ଆସନ୍ତା ୩୦ ତାରିଖରେ ଭାରତ ପ୍ରଧାନମନ୍ତ୍ରୀ ଭାବେ ଦ୍ଵିତୀୟ ଥର ଲାଗି ଶପଥ ନେବେ ନରେନ୍ଦ୍ର ମୋଦି। ଏହି ଉତ୍ସବ ଲାଗି ପ୍ରସ୍ତୁତି ଜୋରସୋରରେ ଚାଲିଛି। ଏହି ଶପଥ ଗ୍ରହଣ ଉତ୍ସବରେ...

ନବୀନଙ୍କ ଶପଥ ଉତ୍ସବକୁ ମୋଦିଙ୍କୁ ନିମନ୍ତ୍ରଣ

ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ ଦିନକପରେ ପଞ୍ଚମ ଥର ଲାଗି ବିଜେଡି ସଭାପତି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଏହି ଶପଥ ଗ୍ରହଣ ସମାରୋହରେ ଯୋଗଦାନ ଲାଗି ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

କିଏ ହେବେ ବିଜେଡି ସଂସଦୀୟ ଦଳ ନେତା – ପିନାକୀ ନା ଭର୍ତ୍ତୃହରି?

ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ ବିଜେଡି ସଂସଦୀୟ ଦଳ ନେତା ପଦ ପାଇଁ ଚର୍ଚ୍ଚାରେ ପିନାକୀ ମିଶ୍ର ଏବଂ ଭର୍ତ୍ତୃହରି ମହତାବଙ୍କ ନାଁ। ବିଜେଡି ବିଧାୟକ ଦଳ ବୈଠକରେ ନବୀନ ପଟ୍ଟନାୟକ ପଞ୍ଚମ ଥର ପାଇଁ ନେତା...

ଏଥର ୧୪ ପ୍ରତିଶତ ମହିଳା ସଂସଦରେ କରିବେ ପ୍ରତିନିଧିତ୍ଵ, ଓଡ଼ିଶାରୁ ୩୩ ପ୍ରତିଶତ

ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ ଏଥର ସଂସଦରେ ୭୮ ଜଣ ମହିଳା କରିବେ ପ୍ରତିନିଧିତ୍ଵ। ଏଥର ଲୋକସଭା ସଂସଦରେ ସବୁଠୁ ଅଧିକ ମହିଳା ରହିବେ। ଅର୍ଥାତ ୭୮ଜଣ ମହିଳା ନିର୍ବାଚନ ଜିତି ସାଂସଦ ହୋଇଛନ୍ତି। ଏହି ପ୍ରତିଶତ...