ସପ୍ତଗିରି ଉଲାକା – ଏକୋଇରବଳା ବିଶିକେଶନ
ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ
୨୦୧୯ ଲୋକସଭା ନିର୍ବାଚନରେ ଓଡ଼ିଶାରେ ବହୁ ରଥୀ ମହାରଥୀ ଟଳି ପଡ଼ିଥିବା ବେଳେ କୋରାପୁଟ ଆସନରୁ ଜିତିଥିବା ସପ୍ତଗିରି ଶଙ୍କର ଉଲାକା କେବଳ ଦଳର ମାନ ରଖି ପାରିଛନ୍ତି ତାହା...
ପରାଜୟ ପରେ କଂଗ୍ରେସର ସମୀକ୍ଷା, ରାହୁଲ ଦେଇପାରନ୍ତି ଇସ୍ତଫା
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସର ନିରାଶଜନକ ପରାଜୟ ପରେ ଦଳର ମାନସମନ୍ଥନ ଆରମ୍ଭ ହୋଇଯାଇଛିା ଏଥିପାଇଁ ଦିଲ୍ଲୀରେ ଶନିବାର କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହୋଇଛିା
ବୈଠକରେ ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧି,...
ଆଜି ବିଜେପିର ସଂସଦୀୟ ଦଳ ବୈଠକ
ଓଡ଼ିଶାଲାଇଭ ବ୍ୟୁରୋ
୨୦୧୯ ଲୋକସଭା ନିର୍ବାଚନରେ ବିଜେପିର ଐତିହାସିକ ବିଜୟ ପରେ ବିଜେପି ଏବେ ସରକାର ଗଠନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛିା ଏଥିପାଇଁ ଆଜି ସନ୍ଧ୍ୟାରେ ଦିଲ୍ଲୀରେ ବିଜେପି ସଂସଦୀୟ ଦଳ ବୈଠକ...
ଲୋକସଭା ଫଳାଫଳ : ୧୮ରାଜ୍ୟରେ କଂଗ୍ରେସର ଫଳ ଶୂନ, ଇସ୍ତଫା ଦେଇପାରନ୍ତି ରାହୁଲ
ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ
ଲୋକସଭା ନିର୍ବାଚନରେ ଆସିଥିବା ଫଳାଫଳ ବିଜେପିକୁ ବହୁମତ ଦେଇଛି। ମାତ୍ର କଂଗ୍ରେସକୁ ନିରାଶ ହେବାକୁ ପଡ଼ିଛି। ଆମେ ଯଦି ଫଳାଫଳ ଉପରେ ନଜର ପକାଇବା ତେବେ କଂଗ୍ରେସ ୧୮ଟି ରାଜ୍ୟ...
ବିଜେପିର ଜୟ ନାରାୟଣ ମିଶ୍ର ହେବେ ବିରୋଧୀ ଦଳ ନେତା!
ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ
ସରିଛି ନିର୍ବାଚନ, ଆସିସାରିଛି ଫଳାଫଳ। ୧୪୬ ବିଧାନସଭା ଆସନ ଲାଗି ଏଥର ନିର୍ବାଚନ ହୋଇଥିଲା। ସେଥିରୁ ବିଜେଡିକୁ ୧୧୨ ଆସମରେ ବିଜୟ ମିଳିଥିବା ବେଳେ ବିଜେପିକୁ ୨୩ ଓ କଂଗ୍ରେସକୁ...
ହିଞ୍ଜିଳି ନା ବିଜେପୁର : କେଉଁ ଆସନ ରଖିବେ ନବୀନ?
ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ କ୍ୟାରିୟର ଭିତରେ ପ୍ରଥମ ଥର ପାଇଁ ଦୁଇ ଦୁଇଟି ଆସନରୁ ନିର୍ବାଚନ ଲଢ଼ୁଥିଲେ। ଉଭୟ ହିଞ୍ଜିଳି ଓ ବିଜେପୁର ଆସନରୁ ସେ ନିର୍ବାଚିତ ହୋଇଛନ୍ତି।...
୨୯ରେ ପଞ୍ଚମଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ!
ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁର
ଆସନ୍ତା ୨୯ରେ ଶପଥ ନେବେ ନୂଆ ମନ୍ତ୍ରୀମଣ୍ଡଳ। ଏହିଦିନ ସଂଖ୍ୟାଗରିଷ୍ଠତା ହାସଲ କରି ବିଜେଡି ସଭାପତି ନବୀନ ପଟ୍ଟନାୟକ ପଞ୍ଚମଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ମୁଖ୍ୟମନ୍ତ୍ରୀଙ୍କ ସହିତ...
ଖଡ଼ିଆଳରେ କଂଗ୍ରେସ, ନୂଆପଡ଼ାରେ ବିଜେଡି
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ.
(ନୂଆପଡ଼ାରୁ ନନ୍ଦିଘୋଷ ଖମାରି) : ୨୦୧୯ ନିର୍ବାଚନରେ ଖଡ଼ିଆଳ ବିଧାନସଭା ଆସନ ଅକ୍ତିଆର କରିଛି କଂଗ୍ରେସ। ୨୦୧୪ ନିର୍ବାଚନରେ ଏହି ଆସନ ବିଜେପି ଅକ୍ତିଆରରେ ରହିଥିଲା। ଏଥର ଭୋଟର ଜାତୀୟ କଂଗ୍ରେସ...
୩୦ରେ ମୋଦି ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଆସନ୍ତା ୩୦ ତାରିଖରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି। ମୋଦିଙ୍କ ସହ ତାଙ୍କ ମନ୍ତ୍ରୀ ପରିଷଦ ବି ଶପଥ ନେବ। ବିଜେପିର ନବନିର୍ବାଚିତ ସାଂସଦମାନେ ଶନିବାର ଦିନ ...
ନୟାଗଡ଼ରେ ବିଜେଡିର କ୍ଲିନ୍ସୁଇପ୍
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
(ନୟାଗଡ଼ରୁ ଜିତେନ୍ଦ୍ର ସାହୁ): ନୟାଗଡ଼ ଜିଲ୍ଲାରେ ବିଜେଡି ପୁଣି ବାଜିମାତ କରିଛି। ନୟାଗଡ଼ ସମେତ ଖଣ୍ଡପଡ଼ା, ଦଶପଲ୍ଲା ଏବଂ ରଣପୁର ନିର୍ବାଚନମଣ୍ଡଳୀରେ ବିଜେଡି ବିଜୟ ବାନା ଉଡ଼ାଇଛି।
ନୟାଗଡ଼ରେ ପୁଣି ଅରୁଣ
ସବୁ...




















