ମୋଦିଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ ବହିଷ୍କୃତ ଯବାନ ତେଜ ବାହାଦୂର ଯାଦବ
ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ
ଉତ୍ତରପ୍ରଦେଶର ଚର୍ଚ୍ଚିତ ସଂସଦୀୟ ଆସନ ବାରଣାସୀ ଲାଗି ଏସପି ଓ ବିଏସପି ମେଣ୍ଟ ପ୍ରାର୍ଥୀ ବଦଳାଇଛନ୍ତି। ସୋମବାର ଏହି ଆସନ ଲାଗି ଏସପି- ବିଏସପି ମେଣ୍ଟ ବିଏସଏଫର ପୂର୍ବତନ ଯବାନ...
ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ : ଦିନ ୩ଟା ସୁଦ୍ଧା ୫୩% ମତଦାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚାଲିଛି ୬ ଲୋକସଭା ଓ ୪୧ ବିଧାନସଭା ଲାଗି ଭୋଟିଂ। ଦିନ ୩ଟା ସୁଦ୍ଧା ରାଜ୍ୟରେ ୫୩ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି।
ମୟୂରଭଞ୍ଜରେ ୫୪.୩୮ପ୍ରତିଶତ...
ଦିନ ୧ଟା ସୁଦ୍ଧା ୩୫ ପ୍ରତିଶତ ମତଦାନ
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ଚାଲିଛି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟିଂ। ଦିନ ୧ଟା ସୁଦ୍ଧା ରାଜ୍ୟରେ ୩୫ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି।
ମୟୂରଭଞ୍ଜରେ ୩୫.୬୭ ପ୍ରତିଶତ...
Election Update @2PM (୨୯ ଏପ୍ରିଲ ୨୦୧୯)
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ନିର୍ବାଚନ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ।
ଏକ ନିର୍ଦ୍ଦିଷ୍ଟ ଦଳକୁ ଭୋଟ୍ ଦେବାକୁ କହି ଫସିଲେ ଦୁଇ ପୋଲିଂ ଅଫିସର
ଚତୁର୍ଥ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ନିଲମ୍ବିତ ହେଲେ ପୋଲିଂ ଅଫିସର।...
ଏକ ନିର୍ଦ୍ଦିଷ୍ଟ ଦଳକୁ ଭୋଟ୍ ଦେବାକୁ କହି ଫସିଲେ ଦୁଇ ପୋଲିଂ ଅଫିସର
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଚତୁର୍ଥ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ନିଲମ୍ବିତ ହେଲେ ପୋଲିଂ ଅଫିସର। ଏହା ସହ ଉଭୟ ପୋଲିଂ ଅଫିସରଙ୍କୁ ଗିରଫ ମଧ୍ୟ କରାଯାଇଛି।
ଯାଜପୁର ସୁକିନ୍ଦା ନିର୍ବାଚନମଣ୍ଡଳୀର ୧୯୬ ନମ୍ବର ବୁଥର...
ଫଟୋ ଫଟୋରେ ସେଲିବ୍ରେଟିଙ୍କ ମତଦାନ
ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ
ସକାଳ ୭ଟାରୁ ଆରମ୍ଭ ହୋଇଛି ଚତୁର୍ଥ ପର୍ଯ୍ୟାୟ ଲାଗି ମତଦାନ। ମୁମ୍ବାଇରେ ଏହି ପର୍ଯ୍ୟାୟରେ ଭୋଟିଂ ହେଉଛି, ଯେଉଁଠି ସମସ୍ତଙ୍କର ନଜର ରହିଛି। ସକାଳ ସକାଳୁ ଅନେକ ସେଲିବ୍ରେଟି ସେମାନଙ୍କର...
ତୈମୁରଙ୍କୁ ସାଙ୍ଗରେ ଧରି କରୀନା ଦେଲେ ଭୋଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ ମୁମ୍ବାଇରେ ଆଜି ଭୋଟ ଦେଇଛନ୍ତି। କରୀନା ପୁଅ ତୈମୁରଙ୍କୁ ନେଇ ବୁଥରେ ପହଞ୍ଚିଥିଲେ। କରୀନା ହ୍ୱାଇଟ ଟି ସାର୍ଟରେ ନଜର ଆସିଥିଲେ।
କରୀନା ଡୁରୁଏଲୋ କନଭେଣ୍ଟ...
ଗୁରୁଦାସପୁର ଲାଗି ପ୍ରାର୍ଥିପତ୍ର ଦାଖଲ କଲେ ସନ୍ନି ଦେଓଲ, ସାଙ୍ଗରେ ଥିଲେ ଭାଇ ବବି ଦେଓଲ
ଓଡ଼ିଶାଲାଇଭ ବ୍ୟୁରୋ
ଅଭିନେତାରୁ ନେତା ବନିଥିବା ସନ୍ନି ଦେଓଲ ଆଜି ପଞ୍ଜାବର ଗୁରୁଦାସପୁର ଆସନ ଲାଗି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ପ୍ରାର୍ଥିପତ୍ର ଦାଖଲ ସମୟରେ ତାଙ୍କ ସାଥୀରେ କେନ୍ଦ୍ରମନ୍ତ୍ରୀ ବିକେ ସିଂହ ଓ ଜିତେନ୍ଦ୍ର...
ଦିନ ୧୧ଟା ସୁଦ୍ଧା କେଉଁ ରାଜ୍ୟରେ କେତେ ଭୋଟ?
ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ
ସକାଳ ୭ଟାରୁ ୯ଟି ରାଜ୍ୟରେ ଆରମ୍ଭ ହୋଇଛି ଚତୁର୍ଥ ପର୍ଯ୍ୟାୟ ଭୋଟିଂ। ୭୧ ଲୋକସଭା ଆସନ ଲାଗି ମଇଦାନରେ ୯୬୧ଜଣ ପ୍ରାର୍ଥୀ ଅଛନ୍ତି, ଯେଉଁମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଜନତା...
ବାସୁଦେବପୁରରେ ମତଦାନ ବେଳେ ଉତ୍ତେଜନା, ଜଣେ ଅଟକ
ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ
ଭଦ୍ରକ ଲୋକସଭା ଆସନ ଲାଗି ଚତୁର୍ଥ ପର୍ଯ୍ୟାୟ ମତଦାନ ହେଉଛି। ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ। ମତଦାନ ବେଳେ ବାସୁଦେବପୁର ବିଧାନସଭାମଣ୍ଡଳୀରେ ଉତ୍ତେଜନା ଦେଖିବାକୁ ମିଳିଛି।
ବାସୁଦେବପୁରର ୮୬ ନମ୍ବର...



















