ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ସକାଳ ୭ଟାରୁ ଆରମ୍ଭ ହୋଇଛି ଚତୁର୍ଥ ପର୍ଯ୍ୟାୟ ଲାଗି ମତଦାନ। ମୁମ୍ବାଇରେ ଏହି ପର୍ଯ୍ୟାୟରେ ଭୋଟିଂ ହେଉଛି, ଯେଉଁଠି ସମସ୍ତଙ୍କର ନଜର ରହିଛି। ସକାଳ ସକାଳୁ ଅନେକ ସେଲିବ୍ରେଟି ସେମାନଙ୍କର ମତଦାଧିକାର ସାବ୍ୟସ୍ତ କରିଛନ୍ତି।

ଅଭିନେତ୍ରୀ କଙ୍ଗନା ମୁମ୍ବାଇର ଖରରେ ଥିବା ପୋଲିଂ ବୁଥରେ ଦେଲେ ଭୋଟ
ବିହାରର ବେଗୁସରାଇରେ ଭୋଟ ଦେଇଛନ୍ତି କହ୍ନେୟା କୁମାର
ଅଭିନେତ୍ରୀ ଭାଗ୍ୟଶ୍ରୀ ମୁମ୍ବାଇର ଭିଲେ ପାରଲେରେ ଭୋଟ ଦେଇଛନ୍ତି
ଅଭିନେତ୍ରୀ ସୋନାଲୀ ବେନ୍ଦ୍ରେ ମୁମ୍ବାଇର ଭିଲେ ପାରଲେରେ ଭୋଟ ଦେଇଛନ୍ତି
ଅଭିନେତା ଅନୁପମ୍ ଖେର ମୁମ୍ବାଇର ଜୁହୁରେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି
ମୁମ୍ବାଇର ଭେରସୋଭା ବୁଥରେ ପ୍ରିୟଙ୍କା ଭୋଟ ଦେଇଛନ୍ତି
ଅଭିନେତ୍ରୀ କରୀନା କପୁର ଖାନ ମୁମ୍ବାଇରେ ଆଜି ଭୋଟ ଦେଇଛନ୍ତି
ମୁମ୍ବାଇର ବାନ୍ଦ୍ରାସ୍ଥିତ ବୁଥ ନମ୍ବର ୨୮୩ ରେଖା ଭୋଟ ଦେଇଛନ୍ତି।
ରବି କିଶନ ଗୋରେଗାଁଓରେ ଭୋଟ ଦେଇଛନ୍ତି

LEAVE A REPLY

Please enter your comment!
Please enter your name here