ମତଦାନ କେନ୍ଦ୍ର ନିକଟରେ ଲାଣ୍ଡମାଇନ୍‌ ବିସ୍ଫୋରଣ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଛତିଶଗଡ଼ ମାଓ ପ୍ରବଣ ଅଞ୍ଚଳ ମତଦାନ କେନ୍ଦ୍ର ନକଟରେ ନକ୍ସଲଙ୍କ ଲାଣ୍ଡମାଇନ୍‌ ବିସ୍ଫୋରଣ। ଛତିଶଗଡ଼ର ନାରାୟଣପୁର ଅଞ୍ଚଳରେ ଥିବା ପରଶଗାଓଁ ମତଦାନ କେନ୍ଦ୍ର ନିକଟରେ ନକ୍ସଲମାନେ ଲାଣ୍ଡମାଇନ୍‌ ବିସ୍ଫୋରଣ କରିଛନ୍ତି।...
Election Update 2PM

Election Update @2PM (୧୧ ଏପ୍ରିଲ ୨୦୧୯)

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ନିର୍ବାଚନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ। ଦିନ ୧ଟା ସୁଦ୍ଧା ଓଡ଼ିଶାରେ ୪୧ ପ୍ରତିଶତ ମତଦାନ ‘‘ଓଡ଼ିଶାର ୪ଟି ଲୋକସଭା ଆସନର ବିଭିନ୍ନ ବୁଥରେ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ଚାଲିଛି। ଦିନ ୧ଟା ସୁଦ୍ଧା ୪୧ ପ୍ରତିଶତ ମତଦାନ...

ଦିନ ୧ଟା ସୁଦ୍ଧା ଓଡ଼ିଶାରେ ୪୧ ପ୍ରତିଶତ ମତଦାନ

ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ ‘‘ଓଡ଼ିଶାର ୪ଟି ଲୋକସଭା ଆସନର ବିଭିନ୍ନ ବୁଥରେ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ଚାଲିଛି। ଦିନ ୧ଟା ସୁଦ୍ଧା ୪୧ ପ୍ରତିଶତ ମତଦାନ ହୋଇଛି। କୌଣସି ସ୍ଥାନରେ ଅପ୍ରୀତିକର ପରିସ୍ଥିତି ଘଟି...

ଦିନ ୧୧ ସୁଦ୍ଧା କେଉଁ ରାଜ୍ୟରେ କେତେ ମତଦାନ? ଜାଣନ୍ତୁ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଦେଶରେ ୨୦୧୯ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଜାରି ରହିଛି। ତେବେ ଆସନ୍ତୁ ଜାଣିବା ଦିନ ୧୧ଟା ସୁଦ୍ଧା କେଉଁ ରାଜ୍ୟରେ କେତେ ପ୍ରତିଶତ ମତଦାନ ହୋଇଛି। ଓଡ଼ିଶାରେ ଦିନ...

କଂଗ୍ରେସରେ କେଁ : ଅସନ୍ତୁଷ୍ଟ ହୋଇ ଦଳ ଛାଡ଼ିଲେ ସୋନାଲି ସାହୁ

ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ ଗୋଟିଏ ପଟେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ମତଦାନ ଜାରି ରହିଥିବା ବେଳେ ଅନ୍ୟପଟେ କଂଗ୍ରେସର କନ୍ଦଳ ଶେଷ ହେଉନି। ଦଳରୁ ଅସନ୍ତୁଷ୍ଟ ହୋଇ ଆଉଜଣେ ନେତ୍ରୀ ଆଜି...

ଭୋଟଦାନ ପରେ ଭୋଟରଙ୍କ ସେଲଫି କ୍ରେଜ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲୋକସଭା ନିର୍ବାଚନ ୨୦୧୯ର ପ୍ରଥମ ପର୍ଯ୍ୟାୟ ମତଦାନ ଜାରି ରହିଛି। ଏହି ଅବସରରେ ଭୋଟରଙ୍କ ଭିତରେ ନିଜ ମତଦାନକୁ ନେଇ ଉତ୍କଣ୍ଠା ଦେଖାଯାଉଛି। ସୋସିଆଲ ମିଡିଆରେ ବି ଏହାର ଝଲକ ଦେଖିବାକୁ...

ଭୋଟ ଦେଲେ ଯୋଗଗୁରୁ ରାମଦେବ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଭୋଟ ଦେଲେ ଯୋଗଗୁରୁ ବାବା ରାମଦେବ। ୨୦୧୯ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନରେ ହରିଦ୍ୱାର ଲୋକସଭା କ୍ଷେତ୍ରରେ ନିଜ ମତଦାନ ଦେଇଛନ୍ତି। ଭୋଟ ଦେବା ପରେ ରାମଦେବ ସାମ୍ବାଦିକଙ୍କୁ...

ଆସନ୍ତା କାଲି ଓଡ଼ିଶା ଆସିବେ ଅମିତ ଶାହ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଆଜି ରାଜ୍ୟର ୪ଟି ଲୋକସଭା ୨୮ଟି ବିଧାନସଭାରେ ପ୍ରଥମ ପର୍ଯ୍ୟାୟରେ ମତାଦାନ ହେଉଥିଲାବେଳେ ଆସନ୍ତା କାଲି ଅର୍ଥାତ ଏପ୍ରିଲ ୧୨ରେ ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ଅମିତ...

ନୂଆପଡ଼ାରେ ୨୫ ପ୍ରତିଶତ ମତଦାନ

ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ ସକାଳ ୭ଟାରୁ ୪ଲୋକସଭା ସହ ୨୮ବିଧାନସଭା ଆସନ ଲାଗି ମତଦାନ ଚାଲିଛି। ନୂଆପଡ଼ାରେ ଏ ଯାଏଁ ୨୫ ପ୍ରତିଶତ ମତଦାନ ହୋଇଥିବା ଉପଜିଲ୍ଲାପାଳ ତରୁଣୀ ସେନା ସୂଚନା ଦେଇଛନ୍ତି। ନୂଆପଡ଼ାରେ ଏଥର...

ଦିନ ୧୧ଟା ସୁଦ୍ଧା ରାଜ୍ୟରେ ୨୨ ପ୍ରତିଶତ ମତଦାନ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ରାଜ୍ୟ ନିର୍ବାଚନରେ ଗୁରୁବାର ପ୍ରଥମ ପର୍ଯ୍ୟାୟରେ ୨୮ଟି ବିଧାନସଭା ଓ ୪ଟି ଲୋକସଭା ଆସନ ପାଇଁ ମତଦାନ ଜାରି ରହିଛି। ଦିନ ୧୧ଟା ସୁଦ୍ଧା ରାଜ୍ୟରେ ୨୨ ପ୍ରତିଶତ ମତଦାନ...