ନିଜ ପୁଅ ଓ ପରିବାର ସହ ଭୋଟ ଦେଲେ ଭକ୍ତଦାସ
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
କଳହାଣ୍ଡିର କଂଗ୍ରେସ ସାଂସଦ ପ୍ରାର୍ଥୀ ଭକ୍ତଚରଣ ଦାସ ନିଜ ମତଦାନ ସାବ୍ୟସ୍ତ କରିଛନ୍ତି। ନିଜ ପୁଅ ତଥା ଭବାନୀପାଟଣାର ବିଧାୟକ ପ୍ରାର୍ଥୀ ସାଗର ଦାସ ଓ ପତ୍ନୀଙ୍କ ସହ ଆସି...
ଆଜି ଭୋଟ – ସମ୍ବେଦନଶୀଳ ବୁଥ ଉପରେ ରହିଛି ପୋଲିସର କଡ଼ା ନଜର
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
୨୦୧୯ ସାଧାରଣ ନିର୍ବାଚନ ଲାଗି ପ୍ରଥମ ପର୍ଯ୍ୟାୟ ଭୋଟ ଆଜି ଆରମ୍ଭ ହୋଇଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି।
୪ ଲୋକସଭା ସହ ୨୮ବିଧାନସଭା ଆସନରେ ଲାଗି ଜନତା ଜନାର୍ଦ୍ଦନ...
ଆଜି ବହୁ କେନ୍ଦ୍ର ମନ୍ତ୍ରୀଙ୍କ ଭାଗ୍ୟ ପରୀକ୍ଷା
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
୨୦୧୯ ସାଧାରଣ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ଆଜି ଅନେକ କେନ୍ଦ୍ର ମନ୍ତ୍ରୀଙ୍କ ଭାଗ୍ୟ ପରୀକ୍ଷା ହେବ। ଏହି ପର୍ଯ୍ୟାୟରେ ବିଭିନ୍ନ ଦଳର ପ୍ରାର୍ଥୀଙ୍କ ଭିତରେ ରୋମାଞ୍ଚକର ଟକ୍କର...
ଜୟପୁରରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମତଦାନରେ ବିଳମ୍ବ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଜୟପୁରରେ ଯାନ୍ତ୍ରିକ ତ୍ରୁଟିଯୋଗୁଁ ବିଭିନ୍ନ ମତଦାନ କେନ୍ଦ୍ରରେ ମତଦାନ ବିଳମ୍ବ ହେଉଛି। ଇଭିଏମ୍ରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହି ବିଳମ୍ବ ହୋଇଛି। ମତଦାନ ଆରମ୍ଭ ହୋଇପାରିନଥିବାରୁ ଭୋଟରମାନେ ଧାଡ଼ିରେ ଠିଆ...
ଆଜି ଜନାଦେଶ – ୨୦୧୯
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ଆଜି ସାଧାରଣ ନିର୍ବାଚନ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରେ ୪ଲୋକସଭା ସହ ୨୮ ବିଧାନସଭା ଆସନ ଲାଗି ମତଦାନ...
ଗୁଗଲ ଡୁଡଲରେ ଭାରତର ନିର୍ବାଚନ ପର୍ବ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଭାରତର ନିର୍ବାଚନ ମହାପର୍ବ ପାଇଁ ଗୁଗଲ ବି ଡୁଡଲ ପ୍ରସ୍ତୁତ କରି ଗଣତନ୍ତ୍ରର ଏହି ଉତ୍ସବକୁ ସମ୍ମାନ ପ୍ରଦାନ କରିଛି। ଲୋକସଭା ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ...
ଆରମ୍ଭ ହେଲା ଭାରତର ନିର୍ବାଚନ ମହାକୁମ୍ଭ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଭାରତର ନିର୍ବାଚନ ମହାକୁମ୍ଭ କିଛି ସମୟ ପୂର୍ବରୁ ଆରମ୍ଭ ହୋଇଯାଇଛି। ଗଣତନ୍ତ୍ରର ସବୁଠାରୁ ବଡ଼ ମେଳା ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଦେଶର ୧୮ ରାଜ୍ୟ ଓ ୨ କେନ୍ଦ୍ର...
ଓଡ଼ିଶା Polling Update – ଖବର ଏବେ ଯାଏଁ (୧୧ ଏପ୍ରିଲ ୨୦୧୯)
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଆଜି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେଉଛି। ଭୋଟ ଗ୍ରହଣ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ପାଇଁ ଓଡ଼ିଶାଲାଇଭ୍ ସହ ଯୋଡ଼ି ହୋଇ ରହନ୍ତୁ।
ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳର...
ପ୍ରଥମ ପର୍ଯ୍ୟାୟ ଭୋଟର ଷ୍ଟାର ପ୍ରାର୍ଥୀ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
୨୦୧୯ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଯାଇଥିଲା ବେଳେ ଆଜିର ଭୋଟଦାନରେ ବହୁ ଜଣାଶୁଣା ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବାକୁ ଯାଉଛି। ଆସନ୍ତୁ ଦେଖିବା ସେଭଳି କିଛି...
କେନ୍ଦ୍ରାପଡ଼ାରେ ଅନୁଭବ-ବୈଜୟନ୍ତ ଲଢ଼େଇ : ଜାଣନ୍ତୁ କାହାର କେତେ ସମ୍ପତ୍ତି?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
କେନ୍ଦ୍ରାପଡ଼ା ଲୋକସଭା ଆସନରେ ଜମୁଛି ପ୍ରଚାର। ନେତା-ଅଭିନେତା ହୋଇଛନ୍ତି ମୁହାଁମୁହିଁ। ବିଜେପିର ହେବିୱେଟ ନେତା ବୈଜୟନ୍ତ ପଣ୍ଡାଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଛନ୍ତି ବିଜେଡିର ଅନୁଭବ ମହାନ୍ତି। ଏହି ଦୁଇ ପ୍ରାର୍ଥୀଙ୍କ...




















