ବେଗୁସରାଇ ଆସନ ଲାଗି ଆଜି ପ୍ରାର୍ଥିପତ୍ର ଭରିବେ କହ୍ନେୟା କୁମାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲୋକସଭା ନିର୍ବାଚନ ୨୦୧୯ରେ ବିହାରର ହଟ୍‌ ସିଟ୍‌ ପାଲଟିଛି ବେଗୁସରାଇ। ବେଗୁସରାଇ ଆସନରେ ସମସ୍ତଙ୍କ ନଜର ରହିଛି।  ପ୍ରଥମ ଥର ନିର୍ବାଚନ ଲଢ଼ୁଥିବା ଜେଏନ୍‌ୟୁ ଛାତ୍ର ସଙ୍ଘର ପୂର୍ବତନ ସଭାପତି କହ୍ନେୟା...
Naveen

‘ମା’ମାନେ ବିକାଶର ଡବଲ ଇଞ୍ଜିନ’

ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ ପ୍ରଥମ ପର୍ଯ୍ୟାୟ ଭୋଟକୁ ଆଉ ମଝିରେ ଗୋଟିଏ ଦିନ ବାକିଥିବା ବେଳେ ପ୍ରଚାର ଏବେ ଜୋରସୋରରେ ଚାଲିଛି। ବିଜେଡିର ଷ୍ଟାର ପ୍ରଚାରକ ନବୀନ ପଟ୍ଟନାୟକ ଆଜି କଳହାଣ୍ଡି ଜିଲ୍ଲା ଗସ୍ତ କରି...

ଦିନକ ପରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ, ଆଜି ସରୁଛି ପ୍ରଚାର

ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ ଆଉ ଦିନକ ପରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ୪ଲୋକସଭା ଆସନ ସହ ୨୮ବିଧାନସଭା ଆସନ ଲାଗି ଏପ୍ରିଲ ୧୧ରେ ନିର୍ବାଚନ ହେବ। ହାତରେ ଆଉ ଅଳ୍ପ ସମୟ ବାକିଥିବାରୁ ତିନି ପ୍ରମୁଖ...
Election Update 11am

Election Update @11AM

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ନିର୍ବାଚନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ। ଆଜି ଆସୁଛନ୍ତି ଅମିତ ଶାହ, ପୁରୀରେ କରିବେ ରୋଡ ସୋ’ ତିନି ପ୍ରମୁଖ ଦଳ (ବିଜେଡି, ବିଜେପି, କଂଗ୍ରେସ) ପ୍ରଚାରକୁ ଜୋରସୋର କରିଛନ୍ତି। ବିଜେପିର ବହୁ ହେଭିୱେଟ୍‌ ନେତା ଓଡ଼ିଶାରେ ପ୍ରଚାର କରୁଛନ୍ତି। ଆଜି ଓଡ଼ିଶା...

ମାଣିକେଶ୍ୱରୀଙ୍କୁ ଦର୍ଶନ କରି ଲାଞ୍ଜିଗଡ଼, ନର୍ଲାରେ ପ୍ରଚାର କରିବେ ନବୀନ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଉ ମାତ୍ର ଗୋଟେ ଦିନ ରହିଲା। ଏହି କ୍ରମରେ ସବୁ ରାଜନୈତିକ ଦଳମାନେ ପ୍ରଚାର ଜୋରସୋରରେ ଚଳାଇଛନ୍ତି। ଆଜି ଲାଞ୍ଜିଗଡ଼ ଓ ନର୍ଲାରେ ପ୍ରଚାର...

ଆଜି ଆସୁଛନ୍ତି ଅମିତ ଶାହ, ପୁରୀରେ କରିବେ ରୋଡ ସୋ’

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ତିନି ପ୍ରମୁଖ ଦଳ (ବିଜେଡି, ବିଜେପି, କଂଗ୍ରେସ) ପ୍ରଚାରକୁ ଜୋରସୋର କରିଛନ୍ତି। ବିଜେପିର ବହୁ ହେଭିୱେଟ୍‌ ନେତା ଓଡ଼ିଶାରେ ପ୍ରଚାର କରୁଛନ୍ତି। ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ...

ଓଡ଼ିଶାରେ କଂଗ୍ରେସ ଓ ବିଜେପିର ସ୍ଥିତି ଭଲ ନାହିଁ – ଭର୍ତ୍ତୃହରି

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ [youtube https://www.youtube.com/watch?v=zWwPdn1PBhg] ବିଜେଡିର ବର୍ଷିୟାନ ନେତା ତଥା କଟକରୁ ପାଞ୍ଚ ଥରର ସାଂସଦ ଭର୍ତ୍ତୃହରି ମହତାବଙ୍କ ଉପରେ ଦଳ ପୁଣି ଥରେ ଭରସା କରିଛି। ତାଙ୍କୁ କଟକ ଲୋକସଭା ସିଟରୁ ପ୍ରାର୍ଥୀ...

ମୟୂରଭଞ୍ଜ ଲୋକସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ୫ ପ୍ରାର୍ଥୀ

ଓଡ଼ିଶାଲାଇଭ୍ ବ୍ୟୁରୋ ମୟୂରଭଞ୍ଜ ଲୋକସଭା ଆସନ ପାଇଁ ୫ ଜଣ ପ୍ରାର୍ଥୀ ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ୩ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ସମେତ ୨ ଜଣ ସ୍ଵାଧିନ ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥିପତ୍ର ଜିଲ୍ଲାପାଳ...

ବୈଜୟନ୍ତଙ୍କୁ ନେଇ ଭର୍ତ୍ତୃହରି ବଖାଣିଲେ ହାଇଜମ୍ପ୍ ଓ ଲଙ୍ଗଜମ୍ପ୍ ଥିଓରି

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ [youtube https://www.youtube.com/watch?v=LTjWsNkK24c] ବୈଜୟନ୍ତଙ୍କ ନାଁ ନନେଇ ହାଇଜମ୍ପ୍ , ଲଙ୍ଗଜମ୍ପ ପାଠ ପଢ଼ାଇଲେ ଭର୍ତ୍ତୃହରି। “ପିଲାଦିନେ ସ୍କୁଲରେ ପଢ଼ିଲା ବେଳେ ମୁଁ ଦେଖିଛି ହାଇଜମ୍ପ୍‌ ଓ ଲଙ୍ଗଜମ୍ପ୍‌। ମୁଁ କେବେ ସେଥିରେ ଭାଗ...

ଶେଷରେ ଶଶୀଙ୍କୁ ସରପ୍ରାଇଜ ଦେଲେ ନବୀନ – ‘କେନ୍ଦ୍ରାପଡ଼ାରୁ ଲଢ଼’

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ କେନ୍ଦ୍ରାପଡ଼ା ବିଧାନସଭା ଆସନ ପାଇଁ ବିଜେଡି ଟିକେଟ ନେଲେ ଶଶୀ ଭୂଷଣ ବେହେରା। ରହି ରହି କେନ୍ଦ୍ରାପଡ଼ା ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ନବୀନ ସରକାରର ନମ୍ବର-୨...