ବଦଳିଲା ଆସନ – ଜଗଦେବ ଗଲେ ଚିଲିକା, ବେଗୁନିଆ ଆସିଲେ ରାଜେନ୍ଦ୍ର
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ନିର୍ବାଚନରେ ରିସ୍କ ନେବାକୁ ଚାହୁଁନି ବିଜେଡିା ଯେଉଁ ଆସନରେ ସ୍ଥାନୀୟ ବିଧାୟକମାନଙ୍କ ବିରୋଧରେ ଅସନ୍ତୋଷ ରହିଛି ସେଠି ଏଥର ପ୍ରାର୍ଥୀ ବଦଳାଇଛି ବିଜେଡିା ଏହାର ପ୍ରମାଣ ଆଜି ପ୍ରକାଶ ପାଇଥିବା...
ଓଡ଼ିଶାକୁ ଦରକାର ଓଡ଼ିଆଙ୍କ ହୃଦୟ ବୁଝୁଥିବା ମୁଖ୍ୟମନ୍ତ୍ରୀ – ଅମିତ ଶାହ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ପାରଳାଖେମୁଣ୍ଡିରୁ ନବୀନ ସରକାରଙ୍କୁ ଟାର୍ଗେଟ କଲେ ଅମିତ ଶାହା
‘‘ବହୁତ ହୋଇଗଲା। ୧୯ ବର୍ଷ ହେଲା ଗୋଟିଏ ସ୍ଥାଣୁ ଓ ଅପାରଗ ସରକାରର ଅତ୍ୟାଚାରକୁ ସହି ଆସିଲେଣି ଓଡ଼ିଶାବାସୀ। ଚଳିତ ନିର୍ବାଚନ...
ମିଳିଲାନି ଟିକେଟ – ଏଥର ଭରସା ହରାଇଲେ ଦେବାଶିଷ, ଶଶୀ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଗୋଟିଏ ଲୋକସଭା ଏବଂ ୧୦ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତିା ଏହି ତାଲିକାରେ ଦୁଇ ହେଭିଓ୍ୱେଟ ନେତାଙ୍କ ଟିକଟ...
ମଙ୍ଗଳବାର ଓଡ଼ିଶା ଆସିବେ ବିଜେପିର ହାଇଭୋଲ୍ଟେଜ୍ ନେତା
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୈାହାନ, ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ, କେନ୍ଦ୍ରମନ୍ତ୍ରୀ ରାଜକୁମାର ସିଂହ ଆସନ୍ତାକାଲି ଓଡ଼ିଶା ଆସିବେ।
ରାଜ୍ୟରେ ପ୍ରଥମ ପର୍ଯ୍ୟାୟ...
କଟକ ଲୋକସଭା ଆସନ – ଶେଷରେ ବିଜେଡିକୁ ପୁଣି ଭର୍ତ୍ତୃହରି ଭରସା
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ପ୍ରତୀକ୍ଷାର ଅନ୍ତ ଘଟିଛିା ବହୁ ଆଲୋଚନା ପର୍ଯ୍ୟାଲୋଚନା ପରେ ବିଜେଡି କଟକ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛିା ପାଞ୍ଚ ପାଞ୍ଚ ଥରର ସାଂସଦ ଭର୍ତ୍ତୃହରି ମହତାବଙ୍କ ଉପରେ...
ମୋରଡ଼ାରୁ ଟିକେଟ୍ ପାଇଲେ ରାଜକିଶୋର, କଟିଲେ ପ୍ରବୀଣ ଭଞ୍ଜଦେଓ
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଘୋଷଣା ହେଲା ବିଜେଡିର ଗୋଟିଏ ଲୋକସଭା ଓ ୧୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା। ଏହି ତାଲିକାରେ ମୟୁରଭଞ୍ଜ ଜିଲ୍ଲାର ମୋରଡ଼ା ବିଧାନସଭା ଆସନରୁ ବିଜେଡ଼ି ନୂଆ ମୁହଁକୁ...
ଆସିଲା ବିଜେଡିର ପ୍ରାର୍ଥୀ ତାଲିକା, ଜାଣନ୍ତୁ କେଉଁଠୁ କିଏ?
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ବିଜେଡି ଗୋଟିଏ ଲୋକସଭା ଆସନ ସହ କିଛି ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଛି। ଜାଣନ୍ତୁ କେଉଁଠୁ କିଏ ଲଢ଼ିବେ।
କଟକ ଲୋକସଭା – ଭର୍ତ୍ତୃହରି ମହତାବ
୧- ଚିଲିକା- ପ୍ରଶାନ୍ତ...
କଂଗ୍ରେସକୁ ଝଟକା, ୬୭୮ ଆକାଉଣ୍ଟ ଡିଲିଟ୍ କଲା ଫେସବୁକ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ବର୍ତ୍ତମାନ ନିର୍ବାଚନ ପ୍ରଚାରରେ ସୋସିଆଲ ମିଡିଆ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବାରେ ଲାଗିଛି। ଏହି ପରିପେକ୍ଷୀରେ ଜାତୀୟ ରାଜନୈତିକ ଦଳ କଂଗ୍ରେସକୁ ଲାଗିଛି ଏକ ବଡ଼ ଧରଣର ଝଟକା। କଂଗ୍ରେସର...
ଅପରାଜିତାଙ୍କୁ ଟିକେଟ – ୨୦୧୪ରେ କଂଗ୍ରେସ, ୨୦୧୯ରେ ବିଜେପି
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଭୁବନେଶ୍ୱର-ଉତ୍ତର ପାଇଁ ବିଜେପି ଟିକେଟ ନେଲେ ଅପରାଜିତା ମହାନ୍ତିା
ଓଲିଉଡ ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କ ନିର୍ବାଚନ ରାଜନୀତିକୁ ନେଇ ଏବେ ସବୁଠି ଚର୍ଚ୍ଚା। କେତେବେଳେ ଅପରାଜିତା କଂଗ୍ରେସ ତ ପୁଣି କେତେବେଳେ...
ବିଜେପି ଚାପରେ CEO : ବିଜେଡି
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ନିର୍ବାଚନ ସମ୍ପର୍କୀତ ୧୧ଟି ପ୍ରସଙ୍ଗକୁ ନେଇ ବିଜେଡିର ସାମ୍ବାଦିକ ସମ୍ମିଳନୀ। ବିଜେଡି ପ୍ରବକ୍ତା ସସ୍ମିତ ପାତ୍ର ସୋମବାର ଏହି ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କୁ ଟାର୍ଗେଟ କରିଛନ୍ତି। ସିଇଓ...




















