ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ବିଜେଡି ଗୋଟିଏ ଲୋକସଭା ଆସନ ସହ କିଛି ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଛି। ଜାଣନ୍ତୁ କେଉଁଠୁ କିଏ ଲଢ଼ିବେ।

କଟକ ଲୋକସଭା – ଭର୍ତ୍ତୃହରି ମହତାବ

୧- ଚିଲିକା- ପ୍ରଶାନ୍ତ ଜଗଦ୍ଦେବ

୨- ବେଗୁନିଆ –ରାଜେନ୍ଦ୍ର ସାହୁ

୩ – ଜୟଦେବ- ଅରବିନ୍ଦ ଢାଲି

୪ – ଖୋର୍ଦ୍ଧା – ଜ୍ୟୋତିରିନ୍ଦ୍ରନାଥ ମିତ୍ର

୫ – ଦେବଗଡ- ଆର.ଆର.ବିଶ୍ୱାସ

୬ – ବସ୍ତା- ନିତ୍ୟାନନ୍ଦ ସାହୁ

୭- ମୋରଡ଼ା – ରାଜକିଶୋର ଦାସ

୮- ବରି- ସୁନନ୍ଦା ଦାଶ

୯- ଦେବଗଡ଼-ରୋମାଞ୍ଚରଞ୍ଜନ ବିଶ୍ୱାଳ

୧୦- ରାଇରଙ୍ଗପୁର–ବାସନ୍ତୀ ମାରାଣ୍ଡି

Comment