ଆଇଏଏସ୍ ସ୍ତରରେ ଅଦଳ ବଦଳ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଇଏଏସ୍‌ ସ୍ତରରେ ରାଜ୍ୟ ସରକାର ଆଜି ଅଦଳ ବଦଳ କରିଛନ୍ତି। ବିଷ୍ଣୁପଦ ସେଠୀଙ୍କୁ ବାଣିଜ୍ୟିକ କର, ଜିଏସ୍‌ଟି ସଚିବ ଭାବେ ନିଯୁକ୍ତି ଦେଇଛନ୍ତି। ଏହାସହ ସେ SRC ଏବଂ OSDMA ର...

ପୂର୍ବତଟ ରେଳବାଇ ଦୁଇ ଭାଗ – ମୋଦିଙ୍କୁ ଚିଠି ଲେଖିଲେ ନବୀନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୂର୍ବତଟ ରେଳବାଇକୁ ଦୁଇ ଭାଗ କରିବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶା ସରକାରଙ୍କ ସହ ଆଲୋଚନା ନକରି ଦକ୍ଷିଣତଟ ରେଳ ଜୋନ୍ ଗଠନ...

ଜଗତସିଂହପୁର : ୨୦୧୯ ନିର୍ବାଚନରେ ବିଜେପିର କ’ଣ ହେବ?

ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ ବିଗତ ୫ ବର୍ଷ ଧରି ଉପକୂଳ ଓଡ଼ିଶାରେ ପଶିବା ପାଇଁ ବିଜେପି ଉଦ୍ୟମ କରି ଆସୁଥିଲେ ମଧ୍ୟ ଏହା ବିଶେଷ ଫଳ ଦେଉନାହିଁ। ଉପକୂଳ ଓଡ଼ିଶାରେ ପହଞ୍ଚିବା ଲକ୍ଷ୍ୟ ନେଇ ବିଜେପି...

ସିପିଆଇ-କଂଗ୍ରେସ ମେଣ୍ଟ! ଆସନ ବୁଝାମଣାକୁ ନେଇ ଛିଣ୍ଡୁନି ଅଙ୍କ

ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ ୨୦୧୯ ନିର୍ବାଚନରେ ଏକାଠି ଲଢ଼ିବେ ସିପିଆଇ-କଂଗ୍ରେସ! ୨୦୧୯ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସ ଏବଂ ସିପିଆଇ ମଧ୍ୟରେ ହେବ ଆସନ ବୁଝାମଣା। ଏହାକୁ ନେଇ ଗତ କିଛିଦିନ ହେଲା ଚର୍ଚ୍ଚା ଚାଲିଥିଲେ ମଧ୍ୟ...

ଡିକ୍ସିନାରିରେ ବଦଳିଯିବ ‘ଅଭିନନ୍ଦନ’ର ଅର୍ଥ – ମୋଦି

ଓଡ଼ିଶାଲାଇଭ୍‌ ବ୍ୟୁରୋ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ସାରା ଦେଶ କରୁଛି 'ଅଭିନନ୍ଦନ'। "ଅଭିନନ୍ଦନର ଅର୍ଥ ସ୍ୱାଗତମ୍। ହେଲେ ଏବେ ଅଭିନନ୍ଦନର ଅର୍ଥ ବଦଳିଯିବ", କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପାକିସ୍ତାନରେ ତିନି ଦିନ ରହିବା ପରେ...
amit shah

ପାକିସ୍ତାନର ଚିକିତ୍ସା କେବଳ ମୋଦି କରିପାରିବେ: ଅମିତ ଶାହ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଶନିବାର ମଧ୍ୟପ୍ରଦେଶ ଗସ୍ତ କରିଛନ୍ତି। ମଧ୍ୟପ୍ରଦେଶ ଉମାରିଆରେ ଶାହ ବିଜେପି ବିଜୟ ସଂକଳ୍ପ ମୋଟରସାଇକେଲ ରାଲିର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଶାହ ଦେଶବାସୀଙ୍କୁ ଉଦବୋଧନ...

ଅଭିନନ୍ଦନଙ୍କୁ ସବୁଠି ‘ଅଭିନନ୍ଦନ’

ଓଡ଼ିଶାଲାଇଭ୍‌ ବ୍ୟୁରୋ ୬୦ ଘଣ୍ଟା ପରେ ଜନ୍ମମାଟି ଭାରତକୁ ଆସିଛନ୍ତି ବାୟୁସେନା ପାଇଲଟ ଅଭିନନ୍ଦନ ବର୍ଦ୍ଧମାନ। ୱାଘା ବର୍ଡର ଦେଇ ସେ ଭାରତରେ ପ୍ରବେଶ କରିଥିଲେ। ଅଟାରୀ ସୀମାରେ ଅଭିନନ୍ଦନଙ୍କୁ ସ୍ୱାଗତ କରିବା ପାଇଁ...

ଠିକ୍ ସମୟରେ ହେବ ସାଧାରଣ ନିର୍ବାଚନ – ସିଇସି

ଓଡ଼ିଶାଲାଇଭ୍‌ ବ୍ୟୁରୋ ସୀମାନ୍ତରେ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଥିବାର ସାଧାରଣ ନିର୍ବାଚନ ଠିକ୍ ସମୟରେ ହେବ କି ନାହିଁ ତାକୁ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। ହେଲେ ଭାରତର...

୨୦୧୯ରେ ପୁଣି ମୋଦି ସରକାର!

ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ କେନ୍ଦ୍ରରେ କିଏ ଗଢ଼ିବ ସରକାର? ମୋଦିଙ୍କ ନେତୃତ୍ୱରେ ଏନଡିଏ ପୁଣି କ୍ଷମତାକୁ ଫେରିବ ନା ଆଉ କେଉଁ ଦଳ ମୋଦିଙ୍କ ହାତରୁ କ୍ଷମତା ଛଡ଼ାଇ ନେବ। ଏହାକୁ ନେଇ ଏବେ...

ଭୁବନେଶ୍ୱର ଲୋକସଭା ଆସନରୁ ଅପରାଜିତା ବନାମ କିଏ?

ଓଡ଼ିଶାଲାଇଭ୍‌ ପଲଟିକାଲ ବ୍ୟୁରୋ ଆଗାମୀ ନିର୍ବାଚନରେ ଭୁବନେଶ୍ୱର ଲୋକସଭା ଆସନରୁ କେଉଁ ଦଳ କାହକୁ ଟିକେଟ ଦେବ ତାହକୁ ନେଇ ଆରମ୍ଭ ହୋଇଛି ଅଙ୍କକଷା। ପ୍ରଶାସିକାରୁ ନିକଟରେ ରାଜନେତା ବନିଥିବା ଅପରାଜିତା ଷଡଙ୍ଗୀ ବିଜେପିରୁ...