ଜାନୁଆରୀ ୫ରେ ମୋଦି ଆସିବେ ବାରିପଦା, ସଭାସ୍ଥଳ ପରିଦର୍ଶନ କଲେ ଧର୍ମେନ୍ଦ୍ର

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାରିପଦା ଉଛ ପଡ଼ିଆର ସ୍ଥିତି ପରଖିବା ଅବସରରେ ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଜାନୁଆରୀ ୫ରେ ବାରିପଦା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଆଜି...

୧୨ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ ମୋହର, ଅଧ୍ୟାପକଙ୍କୁ ମିଳିବ ବର୍ଦ୍ଧିତ ଦରମା

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଲା କ୍ୟାବିନେଟ ବୈଠକ ସରକାରୀ ଓ ଅନୁଦାନପ୍ରାପ୍ତ କଲେଜ ଅଧ୍ୟାପକଙ୍କୁ ମିଳିବ ବର୍ଦ୍ଧିତ ଦରମା ୫ ହଜାର ୨୦୦ ଅଧ୍ୟାପକ ହେବେ ଉପକୃତ କାଳିଆ ଯୋଜନା ପାଇଁ...

୧୧୩ ପୌରାଞ୍ଚଳରେ ଆଲୋକୀକରଣ ହୋଇ ନଥିବା ରାସ୍ତାରେ ଲାଗିବ ସ୍ମାର୍ଟ ଏଲ୍ଇଡି, ଚୁକ୍ତିନାମା ହେଲା ସ୍ୱାକ୍ଷର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ଵରରେ ତ୍ରିପାକ୍ଷିକ ଚୁକ୍ତିନାମା ସ୍ୱାକ୍ଷର ତିନି ଘରୋଇ ସଂସ୍ଥାକୁ ଦାୟିତ୍ୱ ୧୧୩ ପୌରାଞ୍ଚଳରେ ଲାଗିବ ଷ୍ଟ୍ରିଟ ଲାଇଟ୍ ୨୬୯.୮୩ କୋଟି ଟଙ୍କା ବ୍ୟୟବରାଦ ପରୀକ୍ଷାମୂଳକ ଭାବେ ଭୁବନେଶ୍ୱରରେ ଲଗାଯାଇଥିଲା ଏଲ୍‌ଇଡି...

ଫୋକସରେ ପଶ୍ଚିମ ଓଡ଼ିଶା! ଜାନୁଆରୀ ୧୬ରେ ବଲାଙ୍ଗିର ଆସିବେ ମୋଦି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜାନୁଆରୀରେ ଦୁଇ ଥର ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବଲାଙ୍ଗିର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜାନୁଆରୀ ୧୬ରେ ମୋଦି ବଲାଙ୍ଗିରରେ ଏକ ବିଶାଳ ଜନସମାବେଶରେ ଉଦବୋଧନ ଦେବେ। ପଶ୍ଚିମ...

ଓଡ଼ିଶା ରାଜନୀତିରେ ଏବେ ଚାଲିଛି ‘ବିକାଶ’ ଅନ୍ତାକ୍ଷରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗୋଟିଏ ପଟେ ଶୀତରେ ସମଗ୍ର ଓଡ଼ିଶା ଥରୁଥିବା ବେଳେ ରାଜନୈତିକ ଦଳମାନଙ୍କ ମଧ୍ୟରେ ପ୍ରଶ୍ନବାଣ ରାଜନୀତି ତାପମାତ୍ରାକୁ ଉଷୁମ କରି ରଖିଥିବା ଦେଖାଯାଉଛି। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ...

ଦୁଃଖ ପ୍ରକାଶ କଲେ ମହାରଥୀ : କହିଲେ, “ମୁଁ ସ୍ପଷ୍ଟବାଦୀ, ମୋ’ ମନରେ କିଛି ନାହିଁ”

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=XdEQ16BTJRA] ପିପିଲି ପୀଡ଼ିତାଙ୍କ ମାମଲାରେ ବିଜେପି ଓ କଂଗ୍ରେସର ହଙ୍ଗାମା ପରେ ମହାରଥୀ କହିଲେ 'ମୁଁ ନିରୁପାୟ'। ଶେଷରେ ମୁଣ୍ଡ ନୁଆଁଇଲେ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ। କଂଗ୍ରେସ ଏବଂ ବିଜେପି ମହାରଥୀଙ୍କୁ...

ପିପିଲି ପୀଡ଼ିତାଙ୍କ ଉପରେ ମହାରଥୀଙ୍କ ମନ୍ତବ୍ୟକୁ ନେଇ ଦିନସାରା ବୋବାଲ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ [youtube https://www.youtube.com/watch?v=XdEQ16BTJRA] ମହାରଥୀଙ୍କ ବିବାଦୀୟ ବୟାନକୁ ନେଇ ରାଜନୀତି କରିଡ଼ରରେ ଝଡ଼। କେତେବେଳେ ଚାଷୀ ତ ପୁଣି କେତେବେଳେ ମହିଳା ପ୍ରସଙ୍ଗ। ସବୁବେଳେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହି ଆସିଥିବା କୃଷି...

ବିରୋଧୀ ଅସହାୟ ହୋଇ ପଡ଼ିଛନ୍ତି: ସୂର୍ଯ୍ୟନାରାୟଣ ପାତ୍ର

ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ ପିପିଲି ପୀଡିତାଙ୍କ ଉପରେ ମନ୍ତ୍ରୀ ପ୍ରଦୀପ ମହାରଥୀ ଦେଇଥିବା ମନ୍ତବ୍ୟକୁ ନେଇ ମହିଳା କଂଗ୍ରେସ ଆଜି ମହାରଥୀଙ୍କ ଘର ଉପରକୁ ଅଣ୍ଡା ଓ ଟମାଟୋ ମାଡ଼ କରିଥିଲା। ଏହା ସହିତ ଏହାକୁ...

ପିପିଲି ଗଣଦୁଷ୍କର୍ମ – ମନ୍ତ୍ରୀ ମହାରଥୀଙ୍କ ଇସ୍ତଫା ଦାବି କଲା ବିଜେପି

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=XdEQ16BTJRA] ମନ୍ତ୍ରିମଣ୍ଡଳରୁ ବରିଷ୍ଠ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବହିଷ୍କାର ଦାବି କଲା ବିଜେପି। 'ପିପିଲି ପୀଡ଼ିତାଙ୍କୁ ନ୍ୟାୟ ମିଳିଲା' - ପିପିଲି ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ମହାରଥୀ ଏହି ବିବାଦୀୟ ବୟାନ...

ମହାରଥୀଙ୍କ ଘର ଉପରକୁ ମହିଳା କଂଗ୍ରେସର ଅଣ୍ଡା ଓ ଟମାଟୋ ମାଡ଼

ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ ବହୁ ଚର୍ଚ୍ଚିତ ପିପିଲି ପୀଡିତାଙ୍କୁ ନେଇ ପ୍ରଦୀପ ମହାରଥୀ ଦେଇଥିବା ପ୍ରତିକ୍ରିୟାକୁ ବିରୋଧ କରାଯାଇଛି। ମହିଳା କଂଗ୍ରେସ ପକ୍ଷରୁ ତାଙ୍କ ବାସଭବନ ସାମ୍ନାରେ ବିକ୍ଷୋଭ କରାଯାଉଛି। ଶତାଧିକ ମହିଳା ଏକାଠି...