ଗଠନ ହେବ ଓଡ଼ିଶା ବିଧାନ ପରିଷଦ! ବିଧାନସଭାରେ ପାରିତ ହେଲା ସଙ୍କଳ୍ପ ପ୍ରସ୍ତାବ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସଙ୍କଳ୍ପ ପ୍ରସ୍ତାବକୁ ବିରୋଧ କଲେ ବିରୋଧୀ କକ୍ଷତ୍ୟାଗ କଲେ ବିଜେପି, କଂଗ୍ରେସ ସଭ୍ୟ ସଙ୍କଳ୍ପ ପାରିତ ପାଇଁ ଭୋଟିଂ ସପକ୍ଷରେ ଆସିଲା ୧୦୪ ଭୋଟ ମୁଖ୍ୟମନ୍ତ୍ରୀ ପ୍ରଥମେ ଦେଲେ ଭୋଟ ଓଡ଼ିଶାରେ...

ଦାମଙ୍କ ଟାର୍ଗେଟରେ ମହାରଥୀ: କହିଲେ, “ମୋ’ ମନ୍ତ୍ରୀପଦ ଯିବା ପଛରେ ମହାରଥୀଙ୍କ ହାତ”

ଓଡ଼ିଶାଲାଇଭ୍‌ ବ୍ୟୁରୋ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ପକାଇଛନ୍ତି ଅଡ଼ୁଆରେ। ମନ୍ତ୍ରିମଣ୍ଡଳରୁ ଯିବା ପରେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ନିଜ ଦଳର...

ଭାଙ୍ଗିଲା ତେଲେଙ୍ଗାନା ବିଧାନସଭା, ଡିସେମ୍ବରରେ ହୋଇପାରେ ନିର୍ବାଚନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୧୦ ମାସ ପୂର୍ବରୁ ଭାଙ୍ଗିଲା ତେଲେଙ୍ଗାନା ବିଧାନସଭା। ଏ ସମ୍ପର୍କରେ ଘୋଷଣା କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ଟିଆର୍‌ଏସ୍ ସୁପ୍ରିମୋ କେ ଚନ୍ଦ୍ରଶେଖର ରାଓ (କେସିଆର୍‌)। ବିଧାନସଭା ଭଙ୍ଗ ସମ୍ପର୍କରେ କେସିଆର୍...

‘ଓଡ଼ିଶାରେ ବିଜେପିର କିଛି ଖାତା ଖତିଆନ ନାହିଁ, ୨୦୧୯ରେ ବିଜେଡିକୁ ଟକ୍କର ଦେବ କଂଗ୍ରେସ’

ଓଡ଼ିଶାଲାଇଭ୍‌ ବ୍ୟୁରୋ କଂଗ୍ରେସ ଓଡ଼ିଶାରେ ବିଜୁ ବାବୁଙ୍କ ସହ ଲଢ଼ୁଥିଲା। ଏବେ ନବୀନ ବାବୁଙ୍କ ସହ ଲଢ଼ୁଛି। ୨୦୧୯ରେ ମଧ୍ୟ ସିଧାସଳଖ ଲଢ଼େଇ ହେବ। ବିଜେପିର ଚାନ୍ସ ନାହିଁ। କାରଣ ଓଡ଼ିଶାରେ ବିଜେପିର କିଛି...

ଓଡ଼ିଶାରେ ହେବ ଆଗୁଆ ନିର୍ବାଚନ! ନିର୍ବାଚନ କମିଶନଙ୍କୁ ଭେଟିଲେ ବିଜେଡି ସାଂସଦ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁଣି ଉଠିଲା ଆଗୁଆ ନିର୍ବାଚନ ଚର୍ଚ୍ଚା। ଆଗୁଆ ନିର୍ବାଚନ ରେସ୍‌ରେ ସାମିଲ ହେଲା ବିଜେଡି। ଦେଶରେ ଏକକ ଏବଂ ଆଗୁଆ ନିର୍ବାଚନ କରିବାକୁ ବିଜେପି ଜୋର୍‌ ଦେଇ ଆସୁଛି। ଏନେଇ ନିର୍ବାଚନ କମିଶନଙ୍କ...

କେନ୍ଦ୍ରାପଡ଼ା ଉପନିର୍ବାଚନକୁ ନେଇ ମାମଲା, କେନ୍ଦ୍ର ସରକାରଙ୍କୁ ଦିଲ୍ଲୀ ହାଇକୋର୍ଟର ନୋଟିସ

ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ କେନ୍ଦ୍ରାପଡା ଲୋକସଭା ଉପନିର୍ବାଚନକୁ ନେଇ ଦିଲ୍ଲୀ ହାଇକୋର୍ଟରେ ଏକ ମାମଲା ରୁଜୁ କରାଯାଇଛି। ଏହି ଆବେଦନକୁ ଗ୍ରହଣ କରି ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାର, ନିର୍ବାଚନ କମିଶନ ଓ ଲୋକସଭା...

ଆରମ୍ଭ ହେଲା ମୌସୁମୀ ଅଧିବେଶନ, ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ସବୁ ନେତା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ଗୃହକୂ ମୁଲତବୀ ରଖାଯାଇଛି। ଆଜିଠୁ ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ। ପ୍ରଥମ ଦିନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ସବୁ ଦଳର...

ପେଟ୍ରୋଲ ବଜାରରେ ନିଆଁ, ୭ରୁ ରାଜରାସ୍ତାକୁ ଓହ୍ଲାଇବ ବିଜେଡି

ଓଡ଼ିଶାଲାଇଭ୍‌ ବ୍ୟୁରୋ ତୈଳ ଦର ବୃଦ୍ଧିକୁ ନେଇ ବିଜେଡିର ସାମ୍ବାଦିକ ସମ୍ମିଳନୀ କେନ୍ଦ୍ର ସରକାରଙ୍କୁ ସମାଲୋଚନା କଲା ବିଜେଡି ୭ରୁ ଆନ୍ଦୋଳନ କରିବ ଦଳ ୯ ତାରିଖ ଯାଏଁ ପେଟ୍ରୋଲ ପମ୍ପ ସମ୍ମୁଖରେ...

ସୁରତ ଭୋଟରଙ୍କୁ ହାତେଇବା ପାଇଁ ଉଦ୍ୟମ ଆରମ୍ଭ କରିଛି ବିଜେପି ଓ ବିଜେଡି

ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ସୁରତରେ ରହୁଥିବା ଓଡ଼ିଆଙ୍କୁ ହାତରେ ରଖିବା ପାଇଁ ବିଭିନ୍ନ ଦଳ ପକ୍ଷରୁ ଏବେଠାରୁ ଉଦ୍ୟମ ଆରମ୍ଭ ହୋଇଯାଇଛି। ସେମାନଙ୍କୁ ନିଜ ଆଡକୁ ଟାଣିବା...

ମୌସୁମୀ ଅଧିବେଶନ – ବେରୋଜଗାରୀ ଓ ଚାଷୀ ସମସ୍ୟାକୁ ନେଇ ଉଠିବ ପଡ଼ିବ ବିଧାନସଭା

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ବିଧାନସଭାର ମୌସୁମୀ ଅଧିବେଶନ ହେବ ସର୍‌ଗର୍‌ମ୍। ଏଥିପାଇଁ ତିନି ଦଳ ପ୍ରସ୍ତୁତ କରିଛନ୍ତି ରଣନୀତି। ମଙ୍ଗଳବାର ଦିନ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ। ଅଳ୍ପ ଦିନ ଚାଲିବାକୁ ଥିଲେ ହେଁ...