ନୂଆ ଦଳ ଗଢ଼ିବେ ବୈଜୟନ୍ତ!

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ୨୦୧୯ ପୂର୍ବରୁ ନୂଆ ଦଳ ଗଠନ କରିବାକୁ କରୁଛନ୍ତି ବିଚାର। ବିଜେଡି ସହ ସବୁ ସମ୍ପର୍କ ତୁଟାଇବାର ତିନି ମାସ ପରେ ବୈଜୟନ୍ତ ପଣ୍ଡା ଏଯାଏଁ କୌଣସି...

ଗୁରୁପ୍ରିୟା ସେତୁ ପରିଦର୍ଶନ କଲେ ପିସିସି ସଭାପତି

ଓଡ଼ିଶାଲାଇଭ୍ ବ୍ୟୁରୋ ମାଲକାନଗିରି: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଦଳ ଆଜି ଗୁରୁପ୍ରିୟା ସେତୁ ପରିଦର୍ଶନ କରିଛନ୍ତି। ସଭାପତିଙ୍କ ସହ ବିଧାୟକ ତାରାପ୍ରସାଦ ବାହିନୀପତି, ବିଧାୟକ ଭୁଜବଳ ମାଝୀର, ପୂର୍ବତନ ସାଂସଦ...

ତୈଳ ଦର ବୃଦ୍ଧିର ପ୍ରତିବାଦ, କଟକରେ ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ

ଓଡ଼ିଶାଲାଇଭ୍ ବ୍ୟୁରୋ ତୈଳ ଦର ବୃଦ୍ଧିର ପ୍ରତିବାଦ କଟକରେ କଂଗ୍ରେସର ପ୍ରତିବାଦ ଟାୟାର ଜାଳି ରାସ୍ତାରୋକ କଲେ କଂଗ୍ରେସ କର୍ମୀ ରାଜପଥରେ ଅଟକି ରହିଲା ଗାଡ଼ି ତୈଳଦର ବୃଦ୍ଧି ପ୍ରତିବାଦରେ କଟକ ନଗର କଂଗ୍ରେସ...

ମୁଖ୍ୟ ଦପ୍ତର କର୍ମଚାରୀଙ୍କ ଆନ୍ଦୋଳନକୁ ସମର୍ଥନ କଲେ ଧର୍ମେନ୍ଦ୍ର

ଓଡ଼ିଶାଲାଇଭ୍‌ ବ୍ୟୁରୋ କ୍ୟାଡର ପୁନର୍ଗଠନ ଦାବିରେ ଅଗଷ୍ଟ ୧୭ରୁ ଆନ୍ଦୋଳନକୁ ଓହ୍ଲାଇଥିବା ମୁଖ୍ୟ ଦପ୍ତରର କର୍ମଚାରୀଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଭୁବନେଶ୍ୱର ନଅତାଲାସ୍ଥିତ ଧାରଣାସ୍ଥଳରେ ଧର୍ମେନ୍ଦ୍ର ପହଞ୍ଚି କର୍ମଚାରୀଙ୍କ ଦାବି ଯୁକ୍ତିଯୁକ୍ତ ବୋଲି...

ବ୍ରହ୍ମପୁର ମହାନଗର ନିଗମ ପାଳିଲା ସ୍ୱାୟତ୍ତ ଶାସନ ଦିବସ

ବ୍ରହ୍ମପୁରରୁ ଦୀପକ କୁମାର ପଣ୍ଡା ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଆଜି ପାଳିତ ହୋଇଯାଇଛି ସ୍ୱାୟତ୍ତ ଶାସନ ଦିବସ। ୧୫୦ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରୁଥିବା ନିଗମ ଆଜି ଧୁମ୍ ଧାମରେ ପାଳନ କରିଛି...

ମେଡିକାଲ କଲେଜ ଉଦଘାଟନ ବେଳେ ପତିଆରା ଲଢ଼େଇ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବଲାଙ୍ଗିର ମେଡିକାଲ କଲେଜ ଉଦଘାଟନକୁ ନେଇ ବିଜେଡି-ବିଜେପି-କଂଗ୍ରେସ ଭିତରେ ଦେଖିବାକୁ ମିଳିଛି ପତିଆରା ଲଢ଼େଇ। ବଲାଙ୍ଗିରରେ ଉଦଘାଟିତ ହୋଇଛି ମେଡିକାଲ କଲେଜ। ନିର୍ବାଚନ ପୂର୍ବରୁ ଏହାକୁ ରାଜ୍ୟ ସରକାର ସନ୍ଥକବି ଭୀମଭୋଇଙ୍କ ନାଁରେ...

ବିଜେଡିର ‘ବାହୁବଳି’ ବିଧାୟକଙ୍କୁ ପାଣି ପାଉଚ ଫିଙ୍ଗିଲେ ଅସନ୍ତୁଷ୍ଟ କର୍ମୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବେଗୁନିଆର ବିଜେଡି ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ବିରୋଧ କରିଛନ୍ତି ଦଳର କିଛି ଅସନ୍ତୁଷ୍ଟ କର୍ମୀ। ବିଜୁ ଜନତା ଦଳରେ ତେଜୁଛି ବିଦ୍ରୋହ। ଏହାର ଆଭାସ ଆଜି ମିଳିଛି ବେଗୁନିଆରୁ। ବେଗୁନିଆ ବିଧାୟକ ପ୍ରଶାନ୍ତ...

ବିଜେଡିରେ ଯୋଗଦେଲେ ଓଡ଼ିଶାର ପୂର୍ବତନ ଏଜି ଅମର ପଟ୍ଟନାୟକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେଡିରେ ଯୋଗ ଦେଇଛନ୍ତି ପୂର୍ବତନ ପ୍ରିନ୍ସିପାଲ୍ ଆକାଉଣ୍ଟାଣ୍ଟ ଜେନେରାଲ (ଏଜି) ଅମର ପଟ୍ଟନାୟକ। ସେ ବିଜେଡିର 'ଆଇଟି ୱିଙ୍ଗ' ମୁଖ୍ୟ ଭାବେ କାମ କରିବେ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ...

୨୦୧୯ ନିର୍ବାଚନ : ଓଡ଼ିଶାରେ ତଥାପି ‘ଆଶା’ ବାନ୍ଧି ବସିଛି କଂଗ୍ରେସ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ପାଖେଇ ଆସୁଛି ୨୦୧୯ ନିର୍ବାଚନ। ଏଥିପାଇଁ ସରଗରମ ହୋଇ ଉଠିଛି ରାଜ୍ୟ ରାଜନୀତି। ବିଜେଡି ଓ ବିଜେପିକୁ ଝଟକା ଦେବା ପାଇଁ ଏବେଠୁ 'ଆଶା' ବାନ୍ଧି ବସିଛି କଂଗ୍ରେସ। ଓଡ଼ିଶାର କଂଗ୍ରେସ ପ୍ରଭାରୀ...

କେରଳ ବନ୍ୟା ପୀଡ଼ିତଙ୍କ ପାଇଁ ସହାୟତା ଦେଲା ବିଜୁ ଛାତ୍ର ଜନତା ଦଳ

ଓଡ଼ିଶାଲାଇଭ୍‌ ବ୍ୟୁରୋ କେରଳ ବନ୍ୟା ପୀଡ଼ିତଙ୍କୁ ସହାୟତାର ହାତ ବଢ଼ାଇଲା ବିଜୁ ଛାତ୍ର ଜନତା ଦଳ। ୩୦ଟି ଜିଲ୍ଲାରୁ ସଂଗ୍ରହ କରାଯାଇଥିବା ୮ ଲକ୍ଷ ଟଙ୍କା ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପ୍ରଦାନ କରାଯାଇଛି।...