ମନ୍ତ୍ରିପରିଷଦ ବୈଠକରେ ୧୨,୭୬୮ କୋଟି ଟଙ୍କାର ଅତିରିକ୍ତ ବଜେଟକୁ ଅନୁମୋଦନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରିପରିଷଦ ବୈଠକ ମୌସୁମୀ ଅଧିବେଶନରେ ଆଗତ ହେବ ଅତିରିକ୍ତ ବଜେଟ ସେପ୍ଟେମ୍ବର ୪ରେ ହେବ ଆଗତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଏବଂ ଖାଦ୍ୟ ସୁରକ୍ଷା ଯୋଜନା ପାଇଁ...

ଜର୍ମାନରେ ରାହୁଲ ଗାନ୍ଧି – କହିଲେ, “ଭାରତୀୟ ଅର୍ଥ ବ୍ୟବସ୍ଥାକୁ ଛାରଖାର କରିଦେଇଛନ୍ତି ମୋଦି”

ଓଡ଼ିଶାଲାଇଭ୍‌ ବ୍ୟୁରୋ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବୁଧବାର ଜର୍ମାନ ଯାଇଛନ୍ତି। ହାମବର୍ଗସ୍ଥିତ ବୁସେରିୟସ ସମର ସ୍କୁଲର ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେବା ଅବସରରେ ମୋଦି ସରକାର ଉପରେ ହମ୍‌ଲା କରିଛନ୍ତି ରାହୁଲ୍। ବିମୁଦ୍ରାକରଣ ଓ...

ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ନବୀନଙ୍କୁ ନିମନ୍ତ୍ରଣ ଦେବ ବିଜେପି

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାଜପେୟୀଙ୍କ ପାଇଁ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରୁଛି ବିଜେପି। ହେଲେ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ନବୀନ ନିଜେ ଆସିବେ ନା ପ୍ରତିନିଧି ପଠାଇବେ ତା'ଉପରେ ସମସ୍ତଙ୍କ ନଜର। ଅଗଷ୍ଟ ୨୪ ତାରିଖ ଉପରେ...

ମୁଡ୍ ଅଫ ଦି ନେସନ: ମୋଦିଙ୍କୁ ଫାଇଦା ବାରଭାଇ ଆଖଡ଼ା

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଇଣ୍ଡିଆ ଟୁଡେ ପକ୍ଷରୁ କରାଯାଇଥିବା ସର୍ଭେ 'ମୁଡ୍ ଅଫ ଦି ନେସନ'ରୁ ସ୍ପଷ୍ଟ ହୋଇଛି ଯେ ମୋଦି ପୁଣିଥରେ ୨୦୧୯ରେ ପ୍ରଧାନମନ୍ତ୍ରୀ ହେବେ। ଦେଶରେ ଯଦି ଆଜି ଭୋଟ ହୁଏ ତାହାଲେ...

ପୁରୀ ମହୋଦଧିରେ ବିସର୍ଜନ ହେବ ବାଜପେୟୀଙ୍କ ଚିତାଭସ୍ମ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶା ଆସୁଛି ବାଜପେୟୀଙ୍କ ଚିତାଭସ୍ମ ୨୨ ତାରିଖରେ ବିଜେପି ପାର୍ଟି ଅଫିସରେ ରଖାଯିବ ୨୩ରେ ସମୁଦ୍ରରେ ବିସର୍ଜନ କରାଯିବ ୨୪ରେ ଶ୍ରଦ୍ଧାଞ୍ଜଳି ସଭା ଓଡ଼ିଶା ଆସୁଛି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ...

ତୁଟୁନି ଟିକେଟ ଅଡ଼ୁଆ- କାହାକୁ ରଖିବେ, କାହାକୁ କାଟିବେ ତାକୁ ନେଇ ମନ୍ଥନ କରୁଛନ୍ତି ନିରଞ୍ଜନ

ଓଡ଼ିଶାଲାଇଭ୍‌ ବ୍ୟୁରୋ କଂଗ୍ରେସ ଭବନରେ ତିନି ଦିନ ହେଲା ଚାଲିଛି ମାରାଥନ ବୈଠକ। ପିସିସି ସଭାପତି ଏବଂ ପ୍ରଭାରୀ ବସି ଟିକେଟ ଅଡ଼ୁଆ ତୁଟାଉଛନ୍ତି। ୨୦୧୯ ନିର୍ବାଚନକୁ ଚାଲେଞ୍ଜ ଭାବେ ଗ୍ରହଣ କରିଛନ୍ତି ପିସିସି ସଭାପତି...

୨୦୧୯ ପାଇଁ ପ୍ରାର୍ଥୀ ଖୋଜିଲା କଂଗ୍ରେସ, ପିଇସି ବୈଠକରେ ଦିନ ତମାମ୍ ଚାଲିଲା ମନ୍ଥନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପିଇସି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ୨୦୧୯ରେ ନୂଆ ମୁହଁକୁ ଦିଆଯିବ ଅଗ୍ରାଧିକାର ୨୦୧୪ରେ ଜିତିଥିବା ସବୁ ବିଧାୟକଙ୍କୁ ମିଳିବ ଟିକେଟ ଅମାନତ ହାରିଥିବା ନେତାଙ୍କୁ ମିଳିବନି ଟିକେଟ ରାହୁଲ ଗାନ୍ଧିଙ୍କଠାରୁ ଗୁରୁମନ୍ତ୍ର...

ନିରାଶ କରିଥିଲେ ମୋଦି, ନବୀନଙ୍କୁ ଭେଟିଲେ ମୁକ୍ତିକାନ୍ତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରଧାନମନ୍ତ୍ରୀ ନିରାଶ କରିବା ପରେ ରାଉରକେଲା ଯୁବକ ମୁକ୍ତିକାନ୍ତ ବିଶ୍ୱାଳ ପଦାଯାତ୍ରାରେ ଭୁବନେଶ୍ୱର ବାହାରିଥିଲେ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମୁକ୍ତିକାନ୍ତ ଭେଟିଛନ୍ତି। ରାଉରକେଲା ଯୁବକ ମୁକ୍ତିକାନ୍ତ ବିଶ୍ୱାଳଙ୍କୁ ଆଜି ଭେଟିଛନ୍ତି ମୁଖ୍ୟମନ୍ତ୍ରୀ...

ଦିଲ୍ଲୀରେ କଂଗ୍ରେସର ମନ୍ଥନ, ପିସିସି ସଭାପତିଙ୍କୁ ଗୁରୁମନ୍ତ୍ର ଦେଲେ ରାହୁଲ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୧୯ ନିର୍ବାଚନ ପାଇଁ ଦିଲ୍ଲୀରେ ମନ୍ଥନ କରିଛନ୍ତି ରାହୁଲ୍ ଗାନ୍ଧି। ସବୁ ରାଜ୍ୟର ପିସିସି ସଭାପତି ଏବଂ ବରିଷ୍ଠ ନେତାଙ୍କ ସହ ଆଲୋଚନା କରିଛନ୍ତି। ଦିଲ୍ଲୀରେ ଆଜି ଦିନ ତମାମ୍ ଚାଲିଲା କଂଗ୍ରେସର...

ବିଜେପିର ତ୍ରିମୂର୍ତ୍ତି ଯୁଗ ଶେଷ – ବାଜପେୟୀଙ୍କୁ ଝୁରୁଛନ୍ତି ଆଡ଼ଭାନି, ଯୋଶୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅଟଳ ବିହାରୀ ବାଜପେୟୀ - ଲାଲକୃଷ୍ଣ ଆଡ଼ଭାନି-ମୂରଲୀ ମନୋହର ଯୋଶୀଙ୍କୁ ବିଜେପିର ତ୍ରିମୂର୍ତ୍ତି ଭାବେ ବିବେଚନା କରାଯାଉଥିଲା। ଏହି ତିନି ଜଣଙ୍କ ଯୋଡ଼ି ହିଁ ବିଜେପିକୁ କ୍ଷମତାକୁ ଆଣିବାରେ ସମର୍ଥ ହୋଇଥିଲା।...